ETV Bharat / bharat

TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ସଂଧ୍ୟା ସାତର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 12, 2022, 6:58 PM IST

1.ପୁଣି କାଶ୍ମୀର ପଣ୍ଡିତଙ୍କ ଗଡିଲା ମୁଣ୍ଡ ! ତହସିଲଦାର PSOଙ୍କୁ ଗୁଳି କରି ହତ୍ୟାକଲେ ଆତଙ୍କବାଦୀ

ତହସିଲଦାରଙ୍କ PSOକୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ହୋଇଥିଲେ ଭର୍ତ୍ତି । ମୃତ ଘୋଷଣା କଲେ ଡାକ୍ତର ।

2.ଏସସିବି ମେଡିକାଲ ଟ୍ରାଫିକ୍‌ ସମସ୍ୟା: ଆରମ୍ଭ ହେଲା ଉଚ୍ଛେଦ

ଏସସିବି ମେଡିକାଲ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା । ରାଣୀହାଟ ଗେଟ୍‌ ନିକଟରେ ଥିବା ଅନେକ ବେଆଇନ ଦୋକାନ ଓ ଡକ୍ଟର କ୍ୱାଟର୍ସକୁ ଉଚ୍ଛେଦ କରିଛି କଟକ ମହାନଗର ନିଗମ ।

3.Jagannath Temple Parikrama Project: 100 ମିଟର ବାହାରେ ହେବ ଶ୍ରୀଜଗନ୍ନାଥ ରିସେପସନ ସେଣ୍ଟର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର 100 ମିଟର ବାହାରେ ହେବ ଶ୍ରୀଜଗନ୍ନାଥ ରିସେପସନ ସେଣ୍ଟର । ଗଜପତି ଦିବ୍ୟ ସିଂ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା କଲଚରାଲ ଆଡଭାଇଜରୀ କମିଟି ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ।

4.ରଥଖଳା ହାଲଚାଲ: ଶ୍ରୀକ୍ଷେତ୍ର ଭଉଁରୀ ପାଇଁ ଚାଲିଛି ଚକ ପ୍ରସ୍ତୁତି

ଆସନ୍ତା ୨୨ ତାରିଖରେ ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ । ଏଥିପାଇଁ ତିନିରଥରେ ଡେରାଯିବ 6ଟି ଚକ । ବେଶ୍ ଉଲ୍ଲାସର ସହ ଚକ ନିର୍ମାଣରେ ଲାଗିଛନ୍ତି କମାର ସେବାୟତ ।

5.ମାରାତ୍ମକ ରୋଗରେ ପୀଡିତ ଏହି ଶକ୍ତିଶାଳୀ ବିଶ୍ୱନେତା !

ସାମାଜିକ ଗଣମାଧ୍ୟମରେ ତ ଅନେକ ଗୁଜବ ପ୍ରଚାର ହେଉଥିବା ସମ୍ପର୍କରେ ଆପଣ ଜାଣିଥିବେ । ତେବେ ଏଭଳି ଗୁଜବରୁ ବର୍ତ୍ତି ପାରିନାହାନ୍ତି ବିଶ୍ବର ଶକ୍ତିଶାଳୀ ନେତା ।

6.ଫେରିଗଲା ବାତ୍ୟା ଅସାନି, ଏଥର 5ଦିନ ପୂର୍ବରୁ ଆସିପାରେ ମୌସୁମୀ

ବାତ୍ୟା ଅସାନି ଫେରିଯିବା ପରେ ଆଗାମୀ ମୌସୁମୀ ନେଇ ପ୍ରତିକ୍ରିୟା ରଖିଲେ ଭୁବନେଶ୍ବର ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ.ଆର ବିଶ୍ବାସ । ଏଥର 5 ଦିନ ଆଗରୁ ମୌସୁମୀ ଆସିବା ନେଇ ଦେଲେ ସୂଚନା ।

7.Gyanvapi Masjid Case: ବଦଳିବେନି କୋର୍ଟ କମିଶନର, ଜାରି ରହିବ ଭିଡିଓଗ୍ରାଫି, ଆସନ୍ତା 17 ସୁଦ୍ଧା ଶେଷ ହେବ ସର୍ଭେ

ଉତ୍ତର ପ୍ରଦେଶ ବାରାଣାସୀରେ ଜ୍ଞାନବ୍ୟାପୀ ମସଜିଦ ଏବଂ କାଶୀ ବିଶ୍ୱନାଥ ମନ୍ଦିର ବିବାଦ ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ । ବଦଳିବେ ନାହିଁ କୋର୍ଟ କମିଶନର କହିଲେ ବାରାଣାସୀ ସିଭିଲ କୋର୍ଟ ।

8.Sri Lanka New PM: ରନିଲ ବିକ୍ରମସିଙ୍ଘେ ହେବେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ

5 ଥରର ପୂର୍ବତନ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେ ହେବେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ । 6 ଷଷ୍ଠ ଥର ପାଇଁ ଆଜି ସଂନ୍ଧ୍ୟାରେ ନେବେ ଶପଥ ।

9.RajyaSabha Election: ଜୁନ ୧୦ରେ ରାଜ୍ୟସଭା ନିର୍ବାଚନ, ଓଡିଶାର ୩ ଆସନ ପାଇଁ ହେବ ଭୋଟ

ରାଜ୍ୟସଭା ନିର୍ବାଚନ ( Rajya Sabha Election) ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଜୁନ ୧୦ ରେ ରାଜ୍ୟର ୩ ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ ।

10.ମୁଁ ପୁରୀବାସୀଙ୍କ ବିଧାୟକ, କୌଣସି ଦଳର ନୁହେଁ: ଜୟନ୍ତ ଷଡଙ୍ଗୀ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁରୀ ବିଧାୟକଙ୍କ ଭିନ୍ନ ଭିନ୍ନ ମନ୍ତବ୍ୟ ପ୍ରସଙ୍ଗ । ସାମ୍ବାଦିକ ସମ୍ମିଳନୀରେ ମତ ରଖିଲେ ବିଧାୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.