ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୭PM ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 8, 2022, 7:05 PM IST

1.ଜଙ୍ଗଲ ଜମି ବ୍ୟବହାର ଅନୁମତି: ୧୪ଟି ପ୍ରକଳ୍ପ ଦ୍ବାରା ନକ୍ସଲ ପ୍ରଭାବିତ ଅଞ୍ଚଳର ହେବ ବିକାଶ

ନକ୍ସଲ ପ୍ରଭାବିତ ରାଜ୍ଯଗୁଡିକରେ ଥିବା ଜଙ୍ଗଲ ଜମିରେ ଭିତ୍ତିଭୂମି ସମ୍ବନ୍ଧୀୟ ପ୍ରକଳ୍ପଗୁଡିକ ଦ୍ରୁତ ବିକାଶ ଲାଗି କେନ୍ଦ୍ରର ଅନୁମୋଦନ । ଏଥିପାଇଁ ଜଙ୍ଗଲ ଭୂମିରେ ନିୟମ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର ।

2.ୟୁକ୍ରେନ-ଋଷ ଯୁଦ୍ଧ ମଧ୍ୟରେ ସୁଖୋଇ ଯୁଦ୍ଧ ବିମାନର ନବୀକରଣ ଆରମ୍ଭ କରିବ ବାୟୁସେନା

ୟୁକ୍ରେନ-ଋଷ ଯୁଦ୍ଧ ମଧ୍ୟରେ ସୁଖୋଇ-30 ଯୁଦ୍ଧ ବିମାନର ନବୀକରଣ ଆରମ୍ଭ କରିବ ଭାରତୀୟ ବାୟୁସେନା । ଖର୍ଚ୍ଚ ହେବାକୁ ସ୍ଥିର ହୋଇଛି 35,000 କୋଟି ଟଙ୍କା ଯୋଜନା ।

3.Cyclone Update: ବାତ୍ୟା ଅସାନିର ରୂପ ନେଲା ଗଭୀର ଅବପାତ, 10ରେ ପ୍ରବଳ ବର୍ଷା

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା 'ଅସାନି'ର ରୂପ ନେଲା ଗଭୀର ଅବପାତ ।

4.ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ଭିଜିଲାନ୍ସ ଚଢାଉ ହୋଇଛି: କୁଚିଣ୍ଡା ଅତିରିକ୍ତ ତହସିଲଦାର

ଭିଜିଲାନ୍ସ ରେଡ୍ ଓ ଗିରଫଦାରୀ ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଦାୟୀ କଲେ କୁଚିଣ୍ଡା ଅତିରିକ୍ତ ତହସିଲଦାର ।

5.Brajarajnagar Bypoll: ବିଜେଡି ପ୍ରାର୍ଥୀ ନେଇ ବଢୁଛି ସସପେନ୍ସ

ବ୍ରଜରାଜନଗର ଉପନିର୍ବାଚନକୁ ନେଇ ବଢୁଛି ଉଷ୍ମତା । ଏପଟେ ଶାସକ ବିଜେଡିର ପ୍ରାର୍ଥୀ ହେବା ନେଇ ବଢୁଛି ସସପେନ୍ସ । ସେପଟେ କଂଗ୍ରେସ ଏକ କମିଟି ଗଠନ କରି ପ୍ରାର୍ଥୀ ଘୋଷଣା କରିବା ନେଇ ରଣନୀତି କରିଛି ।

6.ନୂଆ ରୂପରେ କ୍ୟାପିଟାଲ ହସ୍ପିଟାଲର ଆଶୁଚିକିତ୍ସାଳୟ, ସୁବିଧା ପାଇବେ ରୋଗୀ

ହସ୍ପିଟାଲରେ ଅହେତୁକ ଭିଡକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲର ଆଶୁ ଚିକିତ୍ସା କେନ୍ଦ୍ରକୁ ସମ୍ପ୍ରସାରଣ କରାଯାଇଛି । ଆଶୁ ଚିକିତ୍ସା କେନ୍ଦ୍ରରେ ପୂର୍ବରୁ ଗୋଟିଏ ଦ୍ବାର ଦେଇ ପ୍ରବେଶ ଓ ପ୍ରସ୍ଥାନ ଥିବାବେଳେ ଏବେ ଦୁଇଟି ଦ୍ବାର କରାଯାଇଛି ।

7.ଖୋର୍ଦ୍ଧା ହସ୍ପିଟାଲରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

ଚିଲିକା ବିଧାୟକଙ୍କ ସ୍ବାସ୍ଥ୍ୟ ପରୀକ୍ଷା । ଖୋର୍ଦ୍ଧା ହସ୍ପିଟାଲରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ।

8.Kulgam encounter: ଦୁଇ ଆତଙ୍କୀ ସଫା, ଏବେ ବି ଗୁଳି ବିନିମୟ ଜାରି

କୁଲଗାମ ଏନକାଉଣ୍ଟରରେ ସେନାକୁ ବଡ ସଫଳତା । ଟଳିଲେ ଦୁଇ ଆତଙ୍କୀ, ଏବେ ବି ଜାରି ରହିଛି ଏନକାଉଣ୍ଟର ।

9.ୟୁକ୍ରେନର ଡୋନବାଜ ସ୍କୁଲ ଉପରେ ଋଷର ବୋମାମାଡ ! 60ରୁ ଅଧିକ ମୃତ ଆଶଙ୍କା

ପୂର୍ବ ୟୁକ୍ରେନୀୟ ସହର ଡୋନବାଜରେ ଏକ ସ୍କୁଲକୁ ଟାର୍ଗେଟ କଲା ଋଷ ସେନା । 60ରୁ ଊର୍ଦ୍ଧ୍ବ ମୃତ ଆଶଙ୍କା । ଜାରି ରହିଛି ଉଦ୍ଧାର କାର୍ଯ୍ୟ । ସ୍ଥାନୀୟ ପ୍ରଶାସନର ଅଭିଯୋଗ ଅନୁସାରେ ଆଶ୍ରୟ ନେଇଥିଲେ 90 ସାଧାରଣ ନାଗରିକ ।

10.ETV BHARAT IMPACT: କେନ୍ଦୁପତ୍ର ଫଡିରେ ଶିଶୁ ଶ୍ରମିକ ଠାବ ଘଟଣା, ଜିଲ୍ଲା ଶ୍ରମ ଅଧିକାରୀର ତଦନ୍ତ ଆରମ୍ଭ

ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଚେତି ଉଠିଛି ଜିଲ୍ଲା ଶ୍ରମ ବିଭାଗ । ଆଉ ଆରମ୍ଭ କରିଛନ୍ତି ତଦନ୍ତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.