ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Apr 27, 2022, 7:11 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.Heat Wave: କାଲିଠୁ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି, ଚାଲିବ ପରୀକ୍ଷା

ସ୍କୁଲ, କଲେଜ ଏବଂ ୟୁନିଭରସିଟି ପରେ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ । ଖରା ପାଇଁ ନିଆଗଲା ନିଷ୍ପତ୍ତି ।

2.ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ପାଇଁ କୋଭିଡ ରିପୋର୍ଟ ବାଧ୍ୟତାମୂଳକ

ଉତ୍ତରାଖଣ୍ଡରେ ଚାରି ଧାମ ଯାତ୍ରା ପାଇଁ କୋଭିଡ ରିପୋର୍ଟ ବାଧ୍ୟତାମୂଳକ କଲେ ଧାମି ସରକାର । ଡେରାଡୁନରେ ମଧ୍ୟ ମାସ୍କ ବାଧ୍ୟତାମୂଳକ କଲା ସ୍ଥାନୀୟ ପ୍ରଶାସନ ।

3.Matric Exams: ମଧ୍ୟମାର କିଛି ପରୀକ୍ଷା ସକାଳ ସିଟିଂରେ ହେବ, ପୋଲିସ ଷ୍ଟେସନରେ ରହିବ ପ୍ରଶ୍ନପତ୍ର

ଦିନକ ପରେ ପରୀକ୍ଷା ଦେବେ ମାଟ୍ରିକ ଛାତ୍ରଛାତ୍ରୀ । ସାମ୍ବାଦିକ ସମ୍ମିଳନୀରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସୂଚି ଜଣାଇଲେ ବୋର୍ଡ କର୍ତ୍ତୃପକ୍ଷ ।

4.MP Aparajita Visit To Puri: ନାଁ ନେବାକୁ ଏମିତି କରୁଛନ୍ତି ଅପରାଜିତା କହିଲା BJD

ପ୍ରଶାସନ ବିନା ଅନୁମତିରେ ପୁରୀରେ ପଦଯାତ୍ରା କରିଛନ୍ତି ଅପରାଜିତା । ଏନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି ।

5.ବିଲାଓ୍ୱଲ ଭୁଟ୍ଟୋ ହେବେ ପାକିସ୍ତାନର ନୂଆ ବୈଦେଶିକ ମନ୍ତ୍ରୀ: ମିଡିଆ ରିପୋର୍ଟ

ପାକିସ୍ତାନର ନୂତନ ବୈଦଶିକ ମନ୍ତ୍ରୀ ହେବେ ବିଲାଓ୍ବଲ ଭୁଟ୍ଟୋ ! ପ୍ରଥମ ଥର ପାଇଁ ଗୁରୁତ୍ବପୂର୍ଣ୍ଣ ବୈଦେଶିକ ମନ୍ତ୍ରଣାଳୟ ସମ୍ଭାଳିବେ 33 ବର୍ଷୀୟ ଯୁବନେତା ।

6.ସଞ୍ଜୟ ରାଉତଙ୍କ ବିରୋଧରେ ଆକ୍ସନ ନେବ ଦିଲ୍ଲୀ ପୋଲିସ ! ଏତଲା ଦେଲେ ନବନୀତ ରାଣା

ସାଂସଦ ନବନୀତ ରାଣା ଆଜି ଶିବସେନା ବରିଷ୍ଠ ନେତା ସଞ୍ଜୟ ରାଉତଙ୍କ ବିରୋଧରେ ଏତଲା ଦାଏର କରିଛନ୍ତି । ନିର୍ବାଚନରେ ବିଜୟ ପରେ ଦଳୀୟ କର୍ମୀଙ୍କୁ ଲଗାଇ ହଇରାଣ କରିଥିଲେ ସଞ୍ଜୟ । ଟେଲିଭିଜନରେ ଆପତ୍ତିଜନକ ମନ୍ତବ୍ୟ ଦେଇଥବା ଅଭିଯୋଗ ।

7.PM-CM Covid Review: ଶିଶୁଙ୍କୁ ମିଶନ ମୋଡରେ ଟୀକା ଦିଅ କହିଲେ ମୋଦି

ମୁଖ୍ୟମନ୍ତ୍ରୀମାନଙ୍କ ସହ କୋଭିଡ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ । ସାମିଲ ଥିଲେ କେନ୍ଦ୍ର ଗୃହ ଓ ସ୍ବାସ୍ଥ୍ୟ ମନ୍ତ୍ରୀ । ଶିଶୁଙ୍କ ଟୀକାକରଣଙ୍କୁ ମିଶନ ମୋଡରେ ସାରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ।

8.ରାଜ୍ୟରେ ପ୍ରଥମ: ବିଡାନାସୀ ଥାନାରେ ଖୋଲିଲା ଚିଲ୍‌ଡ୍ରେନ ଜୋନ, ରହିଛି ଅତ୍ୟାଧୁନିକ ବ୍ୟବସ୍ଥା

ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ଲୋକଙ୍କ କୁନି କୁନି ପିଲାଙ୍କ ମନୋରଞ୍ଜନ ପାଇଁ କଟକ ବିଡାନାସୀ ଥାନାରେ ଖୋଲିଲା ଚିଲ୍‌ଡ୍ରେନ ଜୋନ ।

9.ଶ୍ରୀମନ୍ଦିର ପରିକ୍ରମା ମାର୍ଗ: ମହାପ୍ରଭୁଙ୍କ ଦର୍ଶନ କଲେ ଅପରାଜିତା, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ

ମହାପ୍ରଭୁଙ୍କୁ ଦର୍ଶନ କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ମହାପ୍ରଭୁଙ୍କ ଦର୍ଶନ ପରେ ଏଏସଆଇ ନିୟମ ଅନୁଯାୟୀ ପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟ କରିବାକୁ ସରକାରଙ୍କୁ କଲେ ପୁଣି ଅନୁରୋଧ ।

10.ଧରାପଡିଲେ ଲୁଟେରା ଗ୍ୟାଙ୍ଗ: ଲେଡିଜ ହଷ୍ଟେଲ ଦେଖି ପଶୁଥିଲେ, ମୁକ-ବଧିର ଆକ୍ଟିଂ କରି ଖସି ଯାଉଥିଲେ

ରାଜଧାନୀରୁ ଧରାପଡିଲା ତାମିଲନାଡୁ ଗ୍ୟାଙ୍ଗ । ଧରାପଡିବା ପରେ ମୁକ ବଧିର ଅଭିନୟ କରି ଦେଉଥିଲେ ଚକମା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.