ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Apr 26, 2022, 7:09 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.PCC Race: ୱାନ ଟୁ ୱାନ ଆଲୋଚନା କଲେ ପ୍ରଭାରୀ, ଆସନ୍ତା ମାସରେ ନୂଆ ସଭାପତି

ବାରମ୍ବାର ନିର୍ବାଚନରେ ବିଫଳତା ପରେ ପୁରା ସାଂଗଠନକି ପରିବର୍ତ୍ତନ ପାଇଁ ରାଜ୍ୟ କଂଗ୍ରେସର ଆରମ୍ଭ ହୋଇଛି କସରତ । କଂଗ୍ରେସ ରାଜ୍ୟ ପ୍ରଭାରୀ ଓଡିଶା ଗସ୍ତରେ ଆସି ସମସ୍ତ ବିଧାୟକ, ପୂର୍ବତନ ସଭାପତି, ଜିଲ୍ଲା ସଭାପତି ଓ ଅନ୍ୟାନ୍ୟ ନେତାଙ୍କ ସହ ସିଧା ସଳଖ ଆଲୋଚନା କରୁଛନ୍ତି ।

2.Exclusive: 2024 ନିର୍ବାଚନ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେଉଛି, ଖୁବଶୀଘ୍ର ହେବ PCC ଘୋଷଣା: ଚେଲ୍ଲାକୁମାର

ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଏ ଚେଲ୍ଲାକୁମାରଙ୍କ ଇଟିଭି ଭାରତକୁ Exclusive ପ୍ରତିକ୍ରିୟା ।

3.Blast In Pakistan: କାରାଚି ବିଶ୍ୱବିଦ୍ୟାଳୟରେ ବିସ୍ଫୋରଣ, 3 ଚୀନ ନାଗରିକଙ୍କ ସମେତ 4 ମୃତ

ବିସ୍ଫୋରଣରେ ଥରିଲା କରାଚି ବିଶ୍ବବିଦ୍ୟାଳୟ । 3 ଚୀନ ନାଗରିକଙ୍କ ସମେତ 4 ମୃତ ସୂଚନା । ଏକାଧିକ ଆହତ ହସ୍ପିଟାଲରେ ଭର୍ତ୍ତି । 4.ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ପଦଯାତ୍ରାରେ ରୋକ ଲଗାଇଲା ଜିଲ୍ଲା ପ୍ରଶାସନ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଥମିବାର ନାଁ ଧରୁନି । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାରି ପାଖରେ ନିର୍ମାଣ ଓ ଖନନ ପ୍ରତିବାଦରେ ହେବାକୁ ଥିବା ପଦଯାତ୍ରାକୁ ବନ୍ଦ କଲା ପ୍ରଶାସନ ।

5.ନବନୀତ ରାଣାଙ୍କୁ ପୋଲିସ ନିର୍ଯାତନା ଅଭିଯୋଗ, ମହାରାଷ୍ଟ୍ର ସରକାରଙ୍କୁ ଗୃହ ମନ୍ତ୍ରଣାଳୟର ରିପୋର୍ଟ ତଲବ

ସାଂସଦ ନବନୀତ ରାଣାଙ୍କ ପୋଲିସ ନିର୍ଯାତନା ଅଭିଯୋଗକୁ ଗମ୍ଭୀରତାର ସହ ନେଲା କେନ୍ଦ୍ର । ମହାରାଷ୍ଟ୍ର ସରକାରଙ୍କୁ ସବିଶେଷ ରିପୋର୍ଟ ମାଗିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।

6.ଜଣଙ୍କୁ ପ୍ରେମ ଆଉଜଣଙ୍କୁ ବିବାହ, ରୋଷଣୀରୁ ବରକୁ ଉଠାଇ ନେଲା ପୋଲିସ

ଯୁବତୀଙ୍କୁ ପ୍ରତାରଣା କରି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ବାହାରିଥିଲେ ଯୁବକ । ତେବେ ପ୍ରେମିକାର ଅଭିଯୋଗ ଆଧାରରେ ଯୁବକକୁ ଅଧା ରାସ୍ତାରୁ ରୋଷଣୀରୁ ଉଠାଇ ନେଲା ପୋଲିସ ।

7.Gadkari On Tesla Cars: ମସ୍କଙ୍କୁ ସଫାସଫା ଶୁଣାଇଲେ ଗଡକରୀ, ଭାରତରେ ତିଆରିଲେ ଆମେ କିଣିବୁ

Teslaକୁ ଭାରତରେ ଉତ୍ପାଦନ କରିବାକୁ ସ୍ବାଗତ କିନ୍ତୁ ଚୀନରୁ ଆମଦାନୀ କରି ଭାରତରେ ବିକ୍ରି କରିପାରିବନି କହିଲେ ପରିବହନ ମନ୍ତ୍ରୀ ।

8.ମହାପ୍ରଭୁ ସମସ୍ତଙ୍କର, ରାଜନୀତି ନକରି ASI କଣ କହୁଛି ଅପେକ୍ଷା କର: ସମ୍ବିତ ପାତ୍ର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମୁହଁ ଖୋଲିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । କଳାପାହାଡ଼ ମାନସିକତା କ୍ଷତି ପହଞ୍ଚାଇବ । ରାଜନୀତି ନକରି ASI କଣ କହୁଛି, ସେଯାଏ ଅପେକ୍ଷା କରିବା ଦରକାର । ହାଇକୋର୍ଟଙ୍କ ନିର୍ଦ୍ଦେଶ ନଆସିବା ଯାଏ ନିର୍ମାଣ କାର୍ଯ୍ୟ ସ୍ଥଗିତ ଉଚିତ ବୋଲି କହିଲେ ସମ୍ବିତ ।

9.Bhool Bhulaiyaa 2 Trailer Out: ଦମଦାର୍ ଭୂମିକାରେ କାର୍ତ୍ତିକ ଓ କିଆରା

କାର୍ତ୍ତିକ ଆର୍ଯ୍ୟନ୍ ଏବଂ କିଆରା ଆଡଭାନୀଙ୍କ ହରର କମେଡି ଫିଲ୍ମ ଭୁଲ୍ ଭୁଲେୟା ୨ ର ଟ୍ରେଲର ରିଲିଜ୍ ହୋଇଛି । ଏହି କମେଡି ଫିଲ୍ମ ୨୦୨୨ ମଇ ୨୦ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

10.IPL 2022: ଆଜି ଲୟାଲ୍ସ ଲଢେଇ, ଟସ୍‌ ଜିତିଲା RCB

ଆଇପିଏଲ ୨୦୨୨ର ୩୯ତମ ମ୍ୟାଚ୍‌ରେ RCB କ୍ୟାପଟେନ ଫାଫ୍‌ ଡୁପ୍ଲେସିସ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେବାସହ ରାଜସ୍ଥାନକୁ ବ୍ୟାଟିଂ ଆମନ୍ତ୍ରଣ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.