ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Apr 5, 2022, 7:06 PM IST

1. ଭାତହାଣ୍ଡି ସହ ସାଙ୍ଘାତିକ ଷଡଯନ୍ତ୍ର, ମଧ୍ୟାହ୍ନ ଭୋଜନରେ ପ୍ଲାଷ୍ଟିକ ଚାଉଳ !

ବାଟବଣା ହୋଇଛି ମଧ୍ୟାହ୍ନ ଭୋଜନ ଯୋଜନା ! ଅପମିଶ୍ରିତ ଚାଉଳ ବଣ୍ଟନ କରି ନିରୀହ ପିଲାଙ୍କ ଜୀବନ ସହ ଖେଳୁଛି ପ୍ରଶାସନ । କଳାହାଣ୍ଡିରେ ମଧ୍ୟାହ୍ନ ଭୋଜନ ଆଳରେ ପିଲାଙ୍କୁ ଦିଆଯାଉଛି ପ୍ଲାଷ୍ଟିକ ଚାଉଳ ।

2. ଉନ୍ନତ ଜିଲ୍ଲାରେ ଅନୁନ୍ନତ ସ୍ୱାସ୍ଥ୍ୟସେବା: ଝିଅର ମୃତଦେହକୁ ୨୦ କିମି ବୋହିଲା ବାପା

କେନ୍ଦ୍ରାପଡ଼ା ଭଳି ଉନ୍ନତ ଜିଲ୍ଲାରେ ମଙ୍ଗଳବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଝିଅର ମୃତ୍ଯୁ ପରେ ଟଙ୍କା ନଥିବାରୁ ମୃତଦେହକୁ ମହାପ୍ରୟାଣ ଗାଡ଼ି ବଦଳରେ ବାଇକ୍‌ରେ ନିଆଯାଉଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

3. ଦାଦନ ଖଟିବାକୁ ଯାଇ ଫେରିଲାନି ପୁଅ, ୨୨ ଦିନ ପରେ ଘରେ ପହଞ୍ଚିଲା ମୃତ୍ୟୁ ଖବର

ଅନେକ ଦିନ ବିତିଗଲା । ଦାଦନ ଖଟିବାକୁ ଯାଇଥିବା ପୁଅର ଖବର ପାଇପାରିଲେନି ପରିବାର । ଆଉ ଏକ ଅଜଣା ନମ୍ବରରୁ ଫୋନ ଆସିବା ପରେ ପୁଅ ଫୋନ କରିଛି ଭାବି କେମିତି ଅଛୁ ପଚାରିବାରୁ ପାଇଲେ ପୁଅର ମୃତ୍ୟୁ ଖବର ।

4. ଅକସ୍ମାକ ଦୁର୍ଘଟଣାରେ ବ୍ୟବସାୟୀଙ୍କ ମୃତ୍ୟୁ, JCB ଜାଳିଦେଲେ ସମ୍ପର୍କୀୟ

ଜେସିବି ସହ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ । ଦୁର୍ଘଟଣା ଘଟାଇଥିବା JCB ଜାଳିଦେଲେ ସମ୍ପର୍କୀୟ ଓ ଉତ୍ତ୍ୟକ୍ତ ଲୋକ ।

5. ରୋଷଶାଳା ଚୁଲା ଭଙ୍ଗା ଘଟଣା, କଂଗ୍ରେସ ଆଣିଲା ସାଙ୍ଘାତିକ ଅଭିଯୋଗ

ଗତକାଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ପୋଲିସ ଡିଜି ଘଟଣାସ୍ଥଳ ଅନୁଧ୍ୟାନ କରି ଫେରିଛନ୍ତି। କୋଟି କୋଟି ଭକ୍ତଙ୍କ ଆସ୍ଥା ଆଉ ଭରସା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚତୁଃର୍ପାଶ୍ବରେ ବଡବଡ ଗର୍ତ ଖନନକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି।

6. ନିଯୁକ୍ତି ଦାବିରେ NTPC କ୍ଷତିଗ୍ରସ୍ତଙ୍କ ଆମରଣ ଅନଶନ

ନିଯୁକ୍ତି ଦେବାରେ NTPC ଟାଳଟୁଳ ନୀତି ଆପଣେଇବା ଅଭିଯୋଗରେ ଆନ୍ଦୋଳନରେ ବସିଲେ ଜମି ହରାଇଥିବା 65ଟି ପରିବାର ସଦସ୍ୟ ।

7. ଭାରତରେ ଉପୁଜିପାରେ ଶ୍ରୀଲଙ୍କା ସ୍ଥିତି ! ମୋଦିଙ୍କୁ ସତର୍କ କରାଇଲେ ବରିଷ୍ଠ ଅଧିକାରୀ

ଭାରତ ବିରୋଧୀ ଖବର ପ୍ରସାରଣ, ଅଚଳ ହେଲା 22 YouTube channels

8. ଦିଲ୍ଲୀରେ ଚାଞ୍ଚଲ୍ୟ: 13 ବର୍ଷ ନାବାଳକର ଅଦ୍ଭୁତ କାଣ୍ଡ, ୮ବର୍ଷର ନାବାଳକକୁ ଅପହରଣ ପରେ ହତ୍ୟା

ରାଜଧାନୀ ଦିଲ୍ଲୀରେ ଘଟିଛି ଏକ ବୀଭତ୍ସ କାଣ୍ଡ । ଜଣେ ଆଠ ବର୍ଷର ନାବାଳକକୁ ପ୍ରଥମେ ଅପହରଣ ପରେ ୧୩ ବର୍ଷର ନାବାଳକ ହତ୍ୟା କରିବାରେ ଜଙ୍ଗଲରେ ଫିଙ୍ଗି ଦେଇଥିବା ଜଣାପଡିଛି ।

9. Sri Lankas Crisis: ଦାୟିତ୍ୱ ନେବାର 24ଘଣ୍ଟା ନପୁରୁଣୁ ନୂଆ ଅର୍ଥମନ୍ତ୍ରୀଙ୍କ ଇସ୍ତଫା

ଶ୍ରୀଲଙ୍କା ଆର୍ଥିକ ସଙ୍କଟ ନିୟନ୍ତ୍ରଣକୁ ଆସିବାର ନାଁ ନେଉନାହିଁ । ଅଣାୟତ ହେବାରେ ଲାଗିଛି ସ୍ଥିତି । ଦାୟିତ୍ବ ନେବାର 24 ଘଣ୍ଚା ନପୁରୁଣୁ ଇସ୍ତାଫା ଦେଲେ ନୂଆ ଅର୍ଥମନ୍ତ୍ରୀ । ଦେଶବ୍ୟାପୀ ପ୍ରତିବାଦ ସହ ରାଜନୈତିକ ଅସ୍ଥିରତା ମଧ୍ୟ ଜାରି ।

10. IPL Point Table: ପଏଣ୍ଟ ଟେବୁଲରେ ହାଇଦ୍ରାବାଦ୍‌ର ହାଲ୍‌ ବେହାଲ, ଶୀର୍ଷରେ RR

ଆଇପିଏଲ ୨୦୨୨ ସିଜିନର ପଞ୍ଚଦଶ ସଂସ୍କରଣରେ ସମସ୍ତ ୧୦ ଟିମ ଅତିକମରେ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳିସାରିଛନ୍ତି । ସୋମବାର ସନରାଇଜର୍ସ ହାଇଦ୍ରାବାଦ ନିଜର ଦ୍ବିତୀୟ ମ୍ୟାଚ୍‌ ଖେଳିଥିଲା, ଯେଉଁଥିରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ଠାରୁ ପରାଜୟ ମିଳିଥିଲା । ଫଳରେ ଲଗାତାର ଦ୍ବିତୀୟ ପରାଜୟ ସହ ପଏଣ୍ଟ ଟେବୁଲର ଶେଷରେ ରହିଛି ହାଇଦ୍ରାବାଦ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.