ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Dec 21, 2021, 7:34 PM IST

ନଜର ପକାନ୍ତୁ TOP NEWS@7PM ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.Biju Pucca Ghar Yojana: ଘର ମରାମତି ପାଇଁ ସରକାର ଦେବେ ସହାୟତା

ଭୁବନେଶ୍ବର: ରାଜ୍ୟବାସୀଙ୍କୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik) ।

2.State Cabinet Meeting: ରାଜ୍ୟ କ୍ୟାବିନେଟ ବୈଠକ ଜାରି

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ ।

3.PDS ହିତାଧିକାରୀଙ୍କୁ ସହାୟତାରେ ନାହିଁ ରାଜନୀତି: ଶ୍ରମ ମନ୍ତ୍ରୀ

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରତ୍ୟେକ ହିତାଧିକାରୀଙ୍କୁ ମିଳିବ 1 ହଜାର ଟଙ୍କା ଲେଖାଏଁ ସହାୟତା ।

4.ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଟଙ୍କା ବାଣ୍ଟିବେ: ଗୋଲକ

ବିଜେଡି ଜାଣିଛି ପଞ୍ଚାୟତ ନିର୍ବାଚନରେ ରାଜ୍ୟବାସୀ ତାଙ୍କ ସପକ୍ଷରେ ଭୋଟ ଦେବେ ନାହିଁ ।

5.ମିଶନ ଶକ୍ତି ଗୃହ ସ୍ଥାନାନ୍ତର ଦାବିରେ ତାତିଲେ ମହିଳା

ମିଶନ ଶକ୍ତି ଗୃହ ସ୍ଥାନାନ୍ତର ଦାବିରେ ବ୍ରହ୍ମଗିରି ବ୍ଲକ ଗଡରୋଡଙ୍ଗ ପଞ୍ଚାୟତର ଶତାଧିକ ମହିଳାଙ୍କ ପୁରୀ-ସାତପଡ଼ା ରାଜପଥ ଅବରୋଧ ।

6.ଚୀନ-ପାକିସ୍ତାନର ବଢିଲା ଟେନସନ, ପଞ୍ଜାବରେ ମୁତୟନ ହେଲା S-400

ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଭାରତରେ ପହଞ୍ଚିଲା କ୍ଷପଣାସ୍ତ୍ର ବିସ୍ବଂସକାରୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ S-400 ।

7.Anti-India Propaganda: ଚୀନ ପରେ ପାକ୍ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ, ବନ୍ଦ ହେଲା 20 ୟୁଟ୍ୟୁବ୍ ଚ୍ୟାନେଲ

ଭାରତ ବିରୋଧୀ ଏଜେଣ୍ଡା (anti-India propaganda) ରେ ପରିଚାଳିତ ଏକାଧିକ ୟୁଟ୍ୟୁବ ଚ୍ୟାନେଲ ଓ ଓ୍ବେବ-ସାଇଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ।

8.Egg Hurled: ପ୍ରତାପ ଜେନାଙ୍କ ଗାଡିକୁ ଅଣ୍ଡାମାଡ

ଆଳିରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡିକୁ ଅଣ୍ଡାମାଡ । କଂଗ୍ରେସ କର୍ମୀ ଅଣ୍ଡାମାଡ କରିବା ସହ କଳା ପତାକା ପ୍ରଦର୍ଶନ କରିଥିବା ସୂଚନା ।

9.Covid Scare In Parliament ! ଗତକାଲି ଗୃହରେ ଯୋଗ ଦେଇଥିବା ସାଂସଦଙ୍କୁ କୋରୋନା

ଶୀତ ଅଧିବେଶନ ଜାରି ରହିଥିବା ବେଳେ ବିଏସପି ସାଂସଦ କନୱାର ଦାନିଶ ଅଲ୍ଲୀଙ୍କୁ କୋରୋନା । ଗତକାଲି ଗୃହରେ ଦେଇଥିଲେ ଯୋଗ । ନିଜ ଆଡୁ ପରୀକ୍ଷା କରାଇବା ପାଇଁ କଲେ ନିବେଦନ ।

10.ସରକାରୀ ହେବେ RTO ସ୍ମାର୍ଟ ଚିପ୍ ଅପରେଟର, ନିୟମିତ ପାଇଁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

RTOରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି ସରକାରୀ ସ୍ତରରେ ନିୟମିତ ହେବେ ସ୍ମାର୍ଟଚିପ୍ ଅପରେଟର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.