ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ସନ୍ଧ୍ୟା ୭ଟାର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 5, 2021, 7:03 PM IST

1. ମୋଟୁ ଥାନାରେ ଥାର୍ଡ ଡିଗ୍ରୀ ମାମଲା: ମାଲକାନଗିରି ଏସପିଙ୍କୁ OHRC ର ରିପୋର୍ଟ ତଲବ

ଥାନାରେ ଥାର୍ଡ ଡିଗ୍ରୀ ମାମଲାର ଅଭିଯୋଗକୁ ନେଇ ରାଜ୍ୟ ମାନବାଧିକାର କମିଶନ ମାଲକାନଗିରି ଏସପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । 4 ସପ୍ତାହ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ।

2. ‘ପଞ୍ଚାୟତ ନିର୍ବାଚନରେ ପଡିବ ନାହିଁ ପିପିଲି ଫଳାଫଳ ପ୍ରଭାବ, ଭଲ କରିବ BJP ’

ପଞ୍ଚାୟତ ନିର୍ବାଚନକୁ ନେଇ ବେଶ ଆଶାବାଦୀ ବିଜେପି। ନେତା ଓ କର୍ମୀ ପ୍ରସ୍ତୁତ । ଭଲ ପ୍ରଦର୍ଶନ କରିବା ନେଇ ଦମ୍ଭୋକ୍ତି ଦେଖାଇଲେ ଦଳୀୟ ବିଧାୟକ ଜୟନ୍ତ ଷଡଙ୍ଗୀ ।

3. ମହିଳାକୁ ଅସଦାଚରଣ ମାମଲା, ଗିରଫ ହେଲେ ସାମ୍ବାଦିକଙ୍କ ସମେତ ଚ୍ୟାନେଲ MD

ସୁଧ କାରବାର ନେଇ ମହିଳାଙ୍କୁ ଅସଦାଚରଣ ଘଟଣାରେ ଗିରଫ ହେଲେ ଚ୍ୟାନେଲ ଏମଡି ସମେତ ସାମ୍ବାଦିକ ।

4. ଖୋର୍ଦ୍ଧା ପୋଲିସ୍‌ ଟାର୍ଗେଟ୍‌ରେ ନିଶା ମାଫିଆ, ଗଞ୍ଜେଇ ଚାଲାଣବେଳେ ୫ ଗିରଫ

ଚୋରା ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଖୋର୍ଦ୍ଧା ପୋଲିସ ସ୍ପେଶାଲ୍‌ ସ୍କ୍ବାଡ୍‌ । ବେଗୁନିଆ ବାଘମାରି ଥାନା ଅଞ୍ଚଳରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା ଖୋର୍ଦ୍ଧା ପୋଲିସ ।

5. ଓଡ଼ିଶାରେ ହରିୟାଣା ATM ଲୁଟେରାଙ୍କ ଉତ୍ପାତ, ଗିରଫ କଲା ବଲାଙ୍ଗୀର ପୋଲିସ

ଅନ୍ୟ ରାଜ୍ୟକୁ ଆସି ଉତ୍ପାତ କରୁଥିଲେ ହରିୟାଣାର ATM ଲୁଟେରା । ଏମାନଙ୍କୁ ବଲାଙ୍ଗୀର ପୋଲିସ ଗିରଫ କରିବାରେ ହୋଇଛି ସଫଳ ।

6. କୋଭିଡ ଗ୍ରାଫ କମୁଥିବାବେଳେ ବିଏମସିର ଏକଚାଟିଆ ପଦକ୍ଷେପ

ବିଏମସି ପକ୍ଷରୁ ଜାରି କରାଯାଇଥିବା କୋରୋନା କଟକଣାକୁ ନେଇ ପ୍ରତିକ୍ରିୟା ରଖିଲା ବିଜେପି ।

7. ରାଜନୀତିରୁ ସନ୍ନ୍ୟାସ ନେଲେ ଜୟରାମ ପାଙ୍ଗି

ବିଜେପିରୁ ଇସ୍ତଫା ଦେଇ ରାଜନୀତିରୁ ସନ୍ନ୍ୟାସ ନେଲେ ବରିଷ୍ଠ ନେତା ଜୟରାମ ପାଙ୍ଗି । ଆଦିବାସୀଙ୍କ ସ୍ବାର୍ଥ ଓ ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ପାଇଁ ଦଳ ଛାଡ଼ିଥିବା କଥା କହିଛନ୍ତି ଜୟରାମ ପାଙ୍ଗି ।

8. ଇଟିଭି ଭାରତ ପ୍ରଭାବ: ଅନାଥ ୨ ନାବାଳିକାଙ୍କୁ ଉଦ୍ଧାର କଲା ଶିଶୁ ସୁରକ୍ଷା ବିଭାଗ

ଇଟିଭି ଭାରତର ପ୍ରଭାବ । ଖବର ପ୍ରସାରଣ ହେବା ପରେ ଦେବଗଡ଼ ୨ ଅନାଥ ନାବାଳିକାଙ୍କୁ ଉଦ୍ଧାର କଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ।

9. ପଦାର୍ଥ ବିଜ୍ଞାନରେ 3 ଜଣଙ୍କୁ ମିଳିବ ନୋବେଲ ପୁରସ୍କାର

ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଉଲ୍ଲଖନୀୟ ଅବଦାନ ପାଇଁ ଚଳିତ ବର୍ଷ ବିଶ୍ବର ସମ୍ମାନଜନକ ନୋବେଲ ପୁରସ୍କାରର ଘୋଷଣା । 3 ବୈଜ୍ଞାନିକ ନୋବେଲରେ ସମ୍ମାନିତ ହୋଇଛନ୍ତି ।

10. ସୁଟିଂ ବିଶ୍ବ ଚମ୍ପିଆନସିପ୍‌: ବିଶ୍ବ ରେକର୍ଡ ସହ ସ୍ବର୍ଣ୍ଣ ଜିତିଲେ ଐଶର୍ଯ୍ୟ

ପୁରୁଷ ୫୦ ମିଟର ରାଇଫଲ ୩ ପୋଜିସନ ଇଭେଣ୍ଟରେ ବିଶ୍ବ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତିଲେ ଯୁବ ସୁଟର ଐଶର୍ଯ୍ୟ ପ୍ରତାପ ସିଂହ ତୋମାର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.