ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୭ ପିଏମ

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

author img

By

Published : Jul 23, 2021, 7:03 PM IST

୧.'ବିପର୍ଯ୍ୟୟ ପରିଚାଳନା'କୁ ବାଧ୍ୟତାମୂଳକ ବିଷୟ କଲା ଶିକ୍ଷା ବିଭାଗ

ଏଣିକି ବିପର୍ଯ୍ୟୟ ପରିଚାଳନା ବିଷୟକୁ ସମସ୍ତ ବିଭାଗର ଛାତ୍ରଛାତ୍ରୀମାନେ ବାଧ୍ୟତାମୂଳକ ଭାବେ ପଢିବେ ।

୨.Pornography Case: କୁନ୍ଦ୍ରାଙ୍କୁ ସାଙ୍ଗରେ ନେଇ ଶିଳ୍ପାଙ୍କ ଘରେ ହାଜର କ୍ରାଇମବ୍ରାଞ୍ଚ

ରାଜ କୁନ୍ଦ୍ରାଙ୍କ କଳାଧନ୍ଦାର କୁଣ୍ଡଳୀ ଖୋଲିବାକୁ ସ୍ତ୍ରୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଘରେ ପହଁଞ୍ଚିଛି କ୍ରାଇମବ୍ରାଞ୍ଚ । ସାମ୍ନାସାମ୍ନି ହୋଇପାରେ ଜେରା ।

୩.ପାର୍ଲାମେଣ୍ଟରେ ଅଲମ୍ପିକ କ୍ରେଜ: 4 କଂଗ୍ରେସ ସାଂସଦ ପିନ୍ଧିଲେ ଟିମ ଇଣ୍ଡିଆ ଜର୍ସି

ଅଲମ୍ପିକରେ ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇ ଭାରତୀୟ ଟିମ ଜର୍ସି ପରିଧାନ କଲେ କେରଳର 4 କଂଗ୍ରେସ ସାଂସଦ ।

୪.ଟୋକିଓ ଅଲମ୍ପିକ: ସମସ୍ତ ଭାରତୀୟ ଖେଳାଳିଙ୍କୁ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତୀୟ ଅଲମ୍ପିଆନଙ୍କୁ ଶୁକ୍ରବାର ଶୁଭେଚ୍ଛା ଜଣାଇଛନ୍ତି ।

୫.ସୁଧୁରୁନି ସ୍ମାର୍ଟସିଟିର ସ୍ମାର୍ଟଚିତ୍ର, ବର୍ଷାରେ ବୁଡୁଛି ରାଜଧାନୀର ଗଳିକନ୍ଦି

ବର୍ଷାରେ ଉବୁଟୁବୁ ସ୍ମାର୍ଟସିଟି । ଗତକାଲି ମୂଷଳ ଧାରା ବର୍ଷା ପରେ ଏବେ ବେହାଲ ରାଜଧାନୀ । ଫଳରେ ଏବେ ରାଜ୍ୟ ଭୁବନେଶ୍ବରରେ ସୃଷ୍ଟି ହୋଇଛି ଜଳବନ୍ଦୀ ସମସ୍ୟା ।

୬.କାମ ଦେବା ନାଁରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ! ଏତଲା ରଖୁନି ପୋଲିସ

ସ୍ଥାନୀୟ ବେଗୁନିଆ ଅଞ୍ଚଳରେ ଚାଞ୍ଚଲ୍ୟ । ଲୁଗା ଦୋକାନରେ କାମ ଦେବା ନାଁରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ।

୭.cheer4India, ଓଡିଶାର 1 ଲକ୍ଷ ଯୁବପିଢିଙ୍କୁ ଯୋଡିବ ବିଜେପି ଯୁବ ମୋର୍ଚ୍ଚା

ଅଲମ୍ପିକ୍ସରେ ଭାଗ ନେଇଥିବା ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।

୮.ରସଗୋଲା ଦିବସରେ ରକ୍ତଦାନ ଶିବିର ଆୟୋଜିତ କଲା ପାହାଳ ଫାଉଣ୍ଡେସନ

ରସଗୋଲା ଦିବସରେ ପ୍ରତିବର୍ଷ ପରି ରକ୍ତଦାନ ଶିବିରର ଆୟୋଜନ କରିଛି ପାହାଳ ରସଗୋଲା ଫାଉଣ୍ଡେସନ ।

୯.ଭୁବନେଶ୍ବରରେ ପହଁଞ୍ଚିଲେ ଓଡ଼ିଶା କ୍ରିକେଟର ହେଡ୍‌ କୋଚ

ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା ଓଡ଼ିଶାର କ୍ରିକେଟର ନୂଆ କୋଚ ୱାସିମ ଜାଫର ଓଡ଼ିଶାରେ ପହଞ୍ଚିଛନ୍ତି ।

୧୦.Tokyo Olympics: ଦେଶର ଧ୍ବଜା ବାହକ ମେରୀ ଭାବବିହ୍ବଳ

ଟୋକିଓ ଅଲମ୍ପିକର ଉଦ୍‌ଘାଟନୀ ସମାରୋହ ପୂର୍ବରୁ ଭାରତର ଧ୍ବଜାବାହକ ମେରୀ କମ ଶୁକ୍ରବାର ଭାବବିହ୍ବଳ ହୋଇପଡିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.