ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ସନ୍ଧ୍ୟା 7ଟାର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jun 24, 2021, 7:04 PM IST

1. ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ

ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ । ସୁଧାଂଶୁ ଷଡଙ୍ଗୀ ହେଲେ ଗୃହ ବିଭାଗର ସ୍ୱତନ୍ତ୍ର ଅଧିକାରୀ ।

2. ASI ନିର୍ଦ୍ଦେଶକୁ ଅବମାନନା, ଶ୍ରୀମନ୍ଦିର ଉପରେ ଉଡିଲା ହେଲିକପ୍ଟର

ASIର ନିଷିଦ୍ଧ ଆଦେଶକୁ ଫୁ । ଶ୍ରୀମନ୍ଦିର ଉପରେ ଏକ ହେଲିକପ୍ଟର ଉଡ଼ିବାର ଭିଡିଓ ସାମ୍ନାକୁ ଆସିଛି ।

2. ଅଧିକ ମାରାତ୍ମକ ‘ଡେଲ୍‌ଟା ପ୍ଲସ’ ଭ୍ୟାରିଆଣ୍ଟ, 6 ମାସ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ

ଦେଶରେ ଆତଙ୍କ ଖେଳାଇଛି କୋରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ ‘ଡେଲ୍‌ଟା ପ୍ଲସ’ । ପୂର୍ବାପେକ୍ଷା ହୋଇପାରେ ଅଧିକ ଘାତକ । ଆଗାମୀ 6 ମାସ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସତର୍କ ରହିବାକୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ବିଶେଷଜ୍ଞ ।

3. ଗୋଲକଙ୍କ ପୋଷ୍ଟର ଲଗାଇବା ମନ୍ତବ୍ୟକୁ ବିଜେପି-କଂଗ୍ରେସର ତୀବ୍ର ନିନ୍ଦା

ଟିକାକରଣ କେନ୍ଦ୍ରରେ ପୋଷ୍ଟରକୁ ନେଇ ବଡ ବିବାଦୀୟ ବୟାନ ଦେଇଛନ୍ତି ବିଜେପି ନେତା ଗୋଲକ ମହାପାତ୍ର । ଯାହାକୁ ଉଭୟ ବିଜେଡି ଓ କଂଗ୍ରେସ ତୀବ୍ର ସମାଲୋଚନା କରିଛନ୍ତି ।

4. ନାସାର ପ୍ରକଳ୍ପରେ ସହଯୋଗ କରିବେ କୋରାପୁଟର ଦଶମ ଶ୍ରେଣୀ ଛାତ୍ର

ନାସାକୁ ସହାୟତା କରିବେ କୋରାପୁଟର ଦଶମ ଶ୍ରେଣୀ ଛାତ୍ର ଆର୍ଯ୍ୟନ ପଟ୍ଟନାୟକ । ଆର୍ଯ୍ୟନଙ୍କ ସହ ରାଜ୍ୟର ଅନ୍ୟ ଅଞ୍ଚଳରୁ ଆଉ ଛଅ ଜଣ ଛାତ୍ର ମଧ୍ୟ ଏହି କୃତି ଅର୍ଜନ କରିଛନ୍ତି ।

5. ଦେବସ୍ନାନ ପରେ ଗଜବଦନ ବେଶରେ ସୁସଜ୍ଜିତ ଶ୍ରୀ ବଳଦେବଜୀଉ

ଦେବସ୍ନାନ ପରେ ଗଜବଦନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀ ବଳଦେବଜୀଉ ।

6. ଅଲାରନାଥ ମନ୍ଦିର ଚର୍ତୁଃପାଶ୍ବ ସିଲ କଲା ପ୍ରଶାସନ

ଅଲାରନାଥଙ୍କ ଅନବସର ଯାତ୍ରାକୁ ଭକ୍ତ ମନା । ଏନେଇ ମନ୍ଦିର ଚର୍ତୁଃପାଶ୍ବରେ ବ୍ୟାରିକେଟ ପକାଇ ସିଲ କଲା ପ୍ରଶାସନ ।

7. ଟଙ୍କା ବ୍ୟାଗ ଛଡାଇବାକୁ ଉଦ୍ୟମ କରୁଥିଲେ ଯୁବକ, ଖାଇଲେ ନିର୍ଦ୍ଧୁମ ଛେଚା

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢ଼ାମ୍ବ ଠାରେ ଟଙ୍କା ବ୍ୟାଗ ଛଡାଇବା ବେଳେ 3 ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ ।

8. ଶିଶୁଙ୍କ ଉପରେ କୋଭାକ୍ସିନର ଟ୍ରାଏଲ ଆରମ୍ଭ

2ରୁ 6 ବର୍ଷର 5 ଜଣ ଶିଶୁଙ୍କୁ ଲାଗିସାରିଛି ଟିକା । ପ୍ରଥମ ଥର ପାଇଁ 2ରୁ 8 ମାସର ଶିଶୁକନ୍ୟାକୁ ମଧ୍ୟ ଦିଆଯାଇଛି ଭ୍ୟାକ୍ସିନ ।

9. ହକି ରାନୀଙ୍କ ଅବିଶ୍ବସନୀୟ ସଂଘର୍ଷର ଯାତ୍ରା

ଦାରିଦ୍ର ଓ ଅଂସଖ୍ୟ ଆହ୍ବାନ ସହ ଲଢେଇ ପରେ ରାନୀ ରାମପାଲ ସେହି ସ୍ଥାନରେ ପହଞ୍ଚିଛନ୍ତି, ଯାହାକୁ ପ୍ରତିଦିନ ଖେଳାଳୀଟିଏ ହାସଲ କରିବାକୁ ସ୍ବପ୍ନ ଦେଖିଥାଏ ।

10. ହଲିଉଡରେ ଡେବ୍ୟୁ କରିବେ ବିଦ୍ୟୁତ ଜାମୱାଲ୍ !

ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲ ଫିଲ୍ମଠୁ ଅଧିକ ନିଜ ଫିଟନେସ ଏବଂ ମାର୍ଶଲ ଆର୍ଟ ପାଇଁ ଚର୍ଚ୍ଚାରେ ରୁହନ୍ତି । ଏଥିସହିତ ବିଦ୍ୟୁତ ଫିଲ୍ମରେ ନିଜର ଦମଦାର ଅଭିନୟ ଏବଂ ଆକ୍ସନ୍ ପାଇଁ ବେଶ ଜଣାଶୁଣା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.