1.କୋରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ 8 ମାସର ଗର୍ଭବତୀ ଡାକ୍ତର
କୋରୋନା ଯୁଦ୍ଧରେ ହାରିଗଲେ 8 ମାସର ଗର୍ଭବତୀ ଡାକ୍ତର କାର୍ତ୍ତିଗା ।
2.ବାତ୍ୟା ପୁନରୁଦ୍ଧାର: କିଛି ସମୟ ପରେ ପ୍ୟାକେଜ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ
3.ଶ୍ରୀମନ୍ଦିରରେ ହେଲା ମହାସ୍ନାନ ନୀତି
4.ଜୁନରୁ ସମସ୍ତ ଆପୋଲୋ ହସ୍ପିଟାଲରେ ମିଳିବ ସ୍ପୁଟନିକ-ଭି
5.ଯୁଆଡେ ଆଖି ଯାଉଛି ପାଣି ହିଁ ପାଣି, ଆକାଶରୁ ନବୀନ ବଖାଣିଲେ ବାତ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି
6.ରଙ୍ଗ ବଦଳାଉଛି ଫଙ୍ଗସ, କ୍ରିମ ରୂପରେ ଆସି ବଢାଇଲା ଭୟ
7.କୋଭିଡ ଡ୍ୟୁଟିରେ ଥିବା BMC ଡ୍ରାଇଭରଙ୍କ କାରନାମା; ନିଶା ଖାଇ ରାସ୍ତାରେ ଗଡିଲେ
8.ଭଞ୍ଜନଗରରୁ ଆସ୍କା NH-୧୫୭ ପ୍ରଶସ୍ତିକରଣ, ୮୭ କୋଟି ମଞ୍ଜୁର
9.ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବାତ୍ୟା ପ୍ରଭାବିତ ଅଞ୍ଚଳ କରିବେ ପରିଦର୍ଶନ
10.ସାନ ଭାଇକୁ ଖାସ ଅନ୍ଦାଜରେ ବର୍ଥଡେ ଓ୍ବିଶ କଲେ ସୁହାନା