ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - TOP NEWS

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Mar 2, 2021, 7:19 PM IST

1.ପୁଣି ବଦଳିଲା ସକାଳୁଆ ସ୍କୁଲ ସମୟ, 7ଟାରୁ 12ଟା ପର୍ଯ୍ୟନ୍ତ ହେବ କ୍ଲାସ

ପୁଣିଥରେ ବଦଳିଛି ସକାଳୁଆ ସ୍କୁଲ ସମୟ । ଏଣିକି ସକାଳ 7ରୁ ଅପରାହ୍ନ 12ଟା ପର୍ଯ୍ୟନ୍ତ ହେବ କ୍ଲାସ । ମାର୍ଚ୍ଚ 1ରୁ ସକାଳ 7ଟାରୁ ଛାତ୍ରଛାତ୍ରୀ ସ୍କୁଲ ଯିବା ନେଇ ନିଷ୍ପତ୍ତି ହୋଇଥିବାବେଳେ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ଦେଖି ପୁଣିଥରେ ସ୍କୁଲର ସମୟ ସୀମା ବଦଳିଛି।

2.ଭିସୁଟରେ ମିଛ କୋରୋନା ରିପୋର୍ଟ ତନାଘନା, 3 ଦିନ ମଧ୍ୟରେ ରିପୋର୍ଟ ଦେବାକୁ osmcର ନୋଟିସ

ଭୁଲ କିଟ ଯୋଗୁଁ ଭିସୁଟରେ ଛାତ୍ରଛାତ୍ରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ଘଟଣାରେ ଆଣ୍ଟିଜେନ କିଟ ଯୋଗାଣକାରୀ 2 କମ୍ପାନୀଙ୍କୁ କାରଣ ଦର୍ଶାଓ ନୋଟିସ ଜାରି ହୋଇଛି ।

3..ଦ୍ୱିତୀୟ ଦିନରେ ବରିଷ୍ଠ ନାଗରିକଙ୍କ ଟୀକାକରଣ, ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ

ଦ୍ୱିତୀୟ ଦିନରେ ବରିଷ୍ଠ ନାଗରିକଙ୍କ ଟୀକାକରଣ, ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ

4..କୋଭିଡ ଟୀକାକରଣ ପାଇଁ ପିଏମ ଫଣ୍ଡକୁ SBIର 11 କୋଟି ପାଣ୍ଠି ଦାନ

ଦେଶରେ କୋଭିଡ ଟୀକାକରଣ ପାଇଁ କେନ୍ଦ୍ର ସରକାରଙ୍କୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ 11 କୋଟି ଟଙ୍କା ପ୍ରଦାନ କରାଯାଇଛି ।

5..ହରିୟାଣା ସୈନିକ ସ୍କୁଲରେ କୋରୋନା ଆତଙ୍କ, 54 ଶିକ୍ଷାର୍ଥୀ ପଜିଟିଭ ଚିହ୍ନଟ

ହରିୟାଣା କରନାଲ ସହରସ୍ଥିତ ସୈନିକ ସ୍କୁଲର 54 ଶିକ୍ଷାର୍ଥୀ କୋରୋନା ପଜିଟିଭ ଚିହ୍ନଟ ।

6.ଚା'ରେ ନିଶା ଦେଇ ଲୁଟିଲେ, ପରେ ରାସ୍ତାରେ ଫୋପାଡି ଦେଲେ

ବ୍ରହ୍ମପୁରରୁ ଭୁବନେଶ୍ବର ଆସୁଥିବାବେଳେ ଜଣେ ବ୍ୟକ୍ତିଙ୍କୁ ଚା'ରେ ନିଶା ଦେଇ ଲୁଟ୍ ଅଭିଯୋଗ ।

7.ବିଶ୍ବର ଅଷ୍ଟମ ଧନୀ ମୁକେଶ ଅମ୍ବାନୀ, ଶୀର୍ଷରେ ମସ୍କ

ବିଶ୍ବର 8 ନମ୍ବର ଧନୀ ହେଲେ ଭାରତର ସବୁଠୁ ବଡ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ । ସେହିଭଳି ଏହି ଲିଷ୍ଟରେ ଭାରତରେ 209 ଅରବପତି ରହିଛନ୍ତି ।

8. ଡଲାର ତୁଳନାରେ ଟଙ୍କା 18 ପଇସା ମଜବୁତ.

ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ମଜବୁତ ହୋଇଛି । ଟଙ୍କା ମଙ୍ଗଳବାର 18 ପଇସା ସୁଦୃଢ ହୋଇଛି ।

9.ଟି20 ପରେ ଦିନିକିଆ ସିରିଜରୁ ବାଦ୍‌ ପଡିପାରନ୍ତି ବୁମରା

ବୁମରାଙ୍କୁ ଇଂଲଣ୍ଡ ବିପକ୍ଷ 5 ମ୍ୟାଚ ବିଶିଷ୍ଟ ଟି20 ସିରିଜରେ ବିଶ୍ରାମ ଦିଆଯାଇଥିଲା । ଅନ୍ୟପଟେ ବ୍ୟକ୍ତିଗତ କାରଣ ଦର୍ଶାଇ ବୁମରା 4ର୍ଥ ଟେଷ୍ଟରୁ ଓହରି ଯାଇଛନ୍ତି ।

10.ଟାଇଗରଙ୍କ ପରିବାର ସହ ନଜର ଆସିଲେ ଦିଶା, ଦେଖନ୍ତୁ ଭିଡିଓ...

ମୁମ୍ବାଇରେ ଅଭିନେତ୍ରୀ ଦିଶାଙ୍କୁ ବଏଫ୍ରେଣ୍ତ ଟାଇଗର ଶ୍ରଫ ଏବଂ ତାଙ୍କ ପରିବାର ସହ ଦେଖିବାକୁ ମିଳିଥିଲା । ଅଭିନେତା ନିଜ ଜନ୍ମଦିନର ଗୋଟିଏ ରାତି ପୂର୍ବରୁ ଦିଶାଙ୍କ ସହ କିଛି କ୍ବାଲିଟି ସମୟ ବିତାଇଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.