ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @7PM
ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...
author img

By

Published : Feb 22, 2021, 7:03 PM IST

1.ଓଡିଶା ବଜେଟ 2021: ମୋଟ 1 ଲକ୍ଷ 70 ହଜାର କୋଟି ବ୍ୟୟବରାଦ

ପଶ୍ଚିମ ଓଡିଶା ବିକାଶ ପାଇଁ ୧୮୦ କୋଟି ବ୍ୟୟବରାଦ, ସ୍ବାଭିମାନ ଅଞ୍ଚଳକୁ ୫୦ କୋଟି

2.1999 ଗଣଦୁଷ୍କର୍ମ ମାମଲା: ମୁହଁ ଖୋଲିଲେ ପୀଡିତା, ୨୨ବର୍ଷ ଧରି ମରିମରି ବଞ୍ଚିଛି

ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ଗିରଫ କରିବା ପରେ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ଦୁଷ୍କର୍ମ ପୀଡିତା ।

3.2 ହଜାର ବଡ ଗଛ ବଞ୍ଚାଇଲା ଓଡିଶା ବଜେଟ

ପେପରଲେସ ବଜେଟରେ ଓଡିଶା ଆଦର୍ଶ । ବଞ୍ଚିଲା 2000 ବଡ ଗଛ ।

4.MSME ପାଇଁ 465 କୋଟି ବ୍ୟୟବରାଦ

ରାଜ୍ୟସରକାର MSMEକୁ ଗୁରତ୍ବ ଦେଇଛନ୍ତି । ଏଥିପାଇଁ 465 କୋଟିର ବ୍ୟୟବରାଦ କରାଯାଇଛି ।

5.ଓଡିଶା ବଜେଟରେ ଶିକ୍ଷାକୁ ଗୁରୁତ୍ବ: 24, 370 କୋଟି ଆବଣ୍ଟନ

2021-22ଓଡିଶା ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ମୋଟ 24, 370 କୋଟି ବ୍ୟୟବରାଦ ହୋଇଛି ।

6.ଓଡିଶା ବଜେଟ 2021: ମିଶନ ଶକ୍ତି ପାଇଁ 316 କୋଟି ଆବଣ୍ଟନ

ମହିଳା ଓ ଶିଶୁ ବିକାଶ ପାଇଁ 3 ହଜାର 9ଶହ 6 କୋଟି ବ୍ୟୟ ବରାଦ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

7.ବାଲେଶ୍ବର ଚାନ୍ଦିପୁରରେ VL-SRSAMର ସଫଳ ପରୀକ୍ଷଣ

ଭର୍ଟିକାଲ୍ ଲଞ୍ଚ୍-ସର୍ଟ ରେଞ୍ଜ୍ ସର୍ଫେସ୍ ଟୁ ଏୟାର ମିସାଇଲର(VL-SRSAM) ସଫଳ ପରୀକ୍ଷଣ। ଓଡ଼ିଶା ତଟରେ ଥିବା ବାଲେଶ୍ବର ଚାନ୍ଦିପୁର ମିସାଇଲ ପରୀକ୍ଷଣ କେନ୍ଦ୍ରରୁ ଏହି ମିସାଇଲ ପରୀକ୍ଷା କରାଯାଇଛି।

8.ହୁଗୁଲିରେ ମୋଦି, ମଞ୍ଚରେ ନାହାଁନ୍ତି ମମତା

ପ୍ରଧାନମନ୍ତ୍ରୀ ହୁଗୁଲିରେ ପହଞ୍ଚିଥିବାବେଳେ ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମମତା ବାନାର୍ଜୀ ସାମିଲ ହୋଇନାହାନ୍ତି ।

9.ଦାଦରା ଓ ନଗର ହାବେଳି ସାଂସଦ ମୋହନ ଡେଲକରଙ୍କ ଆତ୍ମହତ୍ୟା

ଦାଦରା ଓ ନଗର ହାବେଳି ସାଂସଦ ମୋହନ ଡେଲକର ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି ।

10.ବିଜୟ ହଜାରେ ଟ୍ରଫି: ୟୁପି ବିପକ୍ଷରେ ଶ୍ରୀସାନ୍ତଙ୍କ ଘାତକ ବୋଲିଂ

ସଦ୍ୟ ସମାପ୍ତ ଆଇପିଏଲ ମିନି ନିଲାମିରେ କୌଣସି ଟିମ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଏସ. ଶ୍ରୀସାନ୍ତଙ୍କୁ କିଣିବାକୁ ଆଗ୍ରହ ଦେଖାଇନଥିଲେ । ଶ୍ରୀସାନ୍ତ ନିଲାମ ପାଇଁ ନିଜର ବେସ୍‌ ପ୍ରାଇସ 75 ଲକ୍ଷ ଟଙ୍କା ରଖିଥିଲେ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.