ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS @7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @7PM
TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Dec 21, 2020, 7:00 PM IST

1-ପୋଖରୀରେ ବୁଡି ଭାଇଭଉଣୀଙ୍କ ମୃତ୍ୟୁ, ଗାଁରେ ଶୋକର ଛାୟା

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଡାଆଣିଗିରି ଗାଁରେ ପୋଖରୀରେ ବୁଡି ଦୁଇ ଭାଇଭଉଣୀ ମୃତ ।

2-ଯୌନ ନିର୍ଯାତନା ହତ୍ୟାର ପ୍ରମୁଖ କାରଣ: ଅରୁଣ ବୋଥ୍ରା

ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ସ୍ବତନ୍ତ୍ର ତଦନ୍ତକାରୀ ଦଳ । ଏନେଇ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି ।

3-ବିଜେପିର କୃଷକମୋର୍ଚ୍ଚା ମଣ୍ଡି ଚାଲ ଅଭିଯାନ: 3 ମାସରେ 3500 ମଣ୍ଡିର ହେବ ଅନୁଧ୍ୟାନ

ଆଗାମୀ 3 ମାସରେ ବିଜେପିର କୃଷକମୋର୍ଚ୍ଚାର ମଣ୍ଡି ଚାଲ ଅଭିଯାନ । ବିଭିନ୍ନ ମଣ୍ଡିକୁ ଯାଇ ଚାଷୀଙ୍କୁ କେନ୍ଦ୍ରୀୟ ସହାୟତା ଉପରେ ଅବଗତ କରାଇବା ଦଳ ।

4-ବିଜେଡି ପରିଷଦ ବୈଠକରେ ସ୍ଥିର ହେଲା ରୋଡ ମ୍ୟାପ୍‌; କର୍ମୀଙ୍କ ମତାମତରେ କାମ କରିବ ଦଳ

ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ବାର୍ତ୍ତା ସାଧାରଣ କର୍ମୀଙ୍କ ମତାମତ ଅନୁସାରେ ଦଳ କାର୍ଯ୍ୟ କରିବ । ଏନେଇ ଆଜି ବିଜେଡି ରାଜ୍ୟ ପରିଷଦ ବୈଠକରେ ସମସ୍ତ କର୍ମୀଙ୍କୁ ସରକାର ଓ ଦଳୀୟ ସଙ୍ଗଠନକୁ ମଜବୁତ କରିବାକୁ ପ୍ରସ୍ତାବ ମାଗିଛନ୍ତି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ।

5-ସମ୍ବଲପୁର-ପୁରୀ ସୁରଟ ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣା, ପ୍ରତିକ୍ରିୟା ରଖିଲେ ଡିଆରଏମ

ସମ୍ବଲପୁର ପୁରୀ ସୁରଟ ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣା, ପ୍ରତିକ୍ରିୟା ରଖିଲେ ଡିଆରଏମ । ଏନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି କହିଲେ ଅଧିକାରୀ ।

6-ସିଙ୍ଘୁ ବର୍ଡରରେ ପୁଣି ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ସିଙ୍ଘୁ ବର୍ଡରରେ ପୁଣି ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ସୁଇସାଇଡ ନୋଟ ଜବତ ।

7-ଚଳିତ ସପ୍ତାହରେ ଲଗାତାର ତିନି ଦିନ ବନ୍ଦ ରହିବ ବ୍ୟାଙ୍କ, ସାରି ନିଅନ୍ତୁ ଜରୁରୀ କାମ

ଚଳିତ ସପ୍ତାହରେ ଲାଗାତର ତିନି ଦିନ ବନ୍ଦ ରହିବ ବ୍ୟାଙ୍କ । ଡିସେମ୍ବର 25(ଶୁକ୍ରବାର) ଖ୍ରୀଷ୍ଟମାସ ପଡୁଥିବାବେଳେ 26 ଡିସେମ୍ବର ହେଉଛି ଚତୁର୍ଥ ଶନିବାର । ଏହାପରେ ରବିବାର ସାପ୍ତାହିକ ଛୁଟି ।

8-ଧରାପଡିଲା ଠକ ଯୁବକ: ପ୍ରଧାନମନ୍ତ୍ରୀଙ୍କ ଜାଲ ଦସ୍ତଖତ ଦେଖାଇ କରିଥିଲା ବିବାହ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାଲ ଦସ୍ତଖତ ଥିବା ଫେକ୍‌ ଆପଏଣ୍ଟମେଣ୍ଟ ଲେଟର୍‌ ଦେଖାଇ ବିବାହ କରିବା ଯୁବକଙ୍କୁ ଗିରଫ କଲା ପୋଲିସ ।

9-ଲଦାଖରେ ଚୀନ ସୈନ୍ୟ ପ୍ରବେଶ ପ୍ରସଙ୍ଗ, ଭିଡିଓର ସତ୍ୟତାକୁ ଖଣ୍ଡନ କଲା ଭାରତ

ଲଦାଖରେ ଚୀନ ସେନାର ଗାଡି ପ୍ରବେଶ କରିଥିବା ନେଇ ଏକ ଭିଡିଓ ଭାଇରାଲ ପ୍ରସଙ୍ଗରେ ସାମ୍ନାକୁ ଆସିଛି ସରକାରୀ ସୂତ୍ରର ବୟାନ । ସରକାରଙ୍କ ପକ୍ଷରୁ ଘଟଣାକୁ ଖଣ୍ଡନ କରାଯିବା ସହ ଭିଡିଓଟି ପୁରୁଣା ବୋଲି ପ୍ରତିକ୍ରିୟା ଦିଆଯାଇଛି ।

10-ସିରିଜ ଫଳାଫଳ ପାଇଁ ବକ୍ସିଂ ଡେ ଟେଷ୍ଟ ଗୁରୁତ୍ବପୂର୍ଣ୍ଣ: ବର୍ଣ୍ଣସ

ମେଲବୋର୍ଣ୍ଣ ଟେଷ୍ଟ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଅଷ୍ଟ୍ରେଲିଆ ଓଫନର ଜୋ ବର୍ଣ୍ଣସଙ୍କ ୱାର୍ଣ୍ଣିଂ । ଭାରତ କମବ୍ୟାକ କରିବ , ଅଷ୍ଟ୍ରେଲିଆ ପ୍ରସ୍ତୁତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.