ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : May 27, 2022, 5:03 PM IST

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

1.Road Accident: ଲଦାଖରେ ପ୍ରାଣ ହରାଇଲେ 7 ଯବାନ, ନଦୀକୁ ଖସିପଡିଲା ବସ୍

ଲଦାଖରେ 7 ଜଣ ଭାରତୀୟ ଯବାନଙ୍କ ମୃତ୍ୟୁ । ତୁରତୁକ ସେକ୍ଟରରେ ବସ ନଦୀକୁ ଖସିପଡିବାରୁ 7 ଯବାନ ପ୍ରାଣ ହରାଇଛନ୍ତି ।

2.Disproportionate Assets Case: ଓମପ୍ରକାଶ ଚୌଟାଲାଙ୍କୁ ୪ବର୍ଷ ଜେଲ ଦଣ୍ଡ

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌଟାଲାଙ୍କୁ ୪ ବର୍ଷ ଜେଲ ଦଣ୍ଡ । ତାସହ ୫୦ ଲକ୍ଷ ଟଙ୍କା ଜୋରିମାନା ଶୁଣାଇଲେ ସ୍ବତନ୍ତ୍ର ସିବିଆଇ କୋର୍ଟ ।

3.କ୍ରୁଜ୍ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ୍ ଖାନଙ୍କୁ କ୍ଲିନ୍ ଚିଟ୍

ମୁମ୍ବାଇର ପ୍ରସିଦ୍ଧ କ୍ରୁଜ୍ ଡ୍ରଗ୍ସ ମାମଲାରେ ବଲିଉଡର କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ କୋର୍ଟରୁ ମିଳିଲା କ୍ଲିନ୍ ଚିଟ୍ । NDPS କୋର୍ଟରେ ଶୁକ୍ରବାର ଦିନ ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କ ବିରୋଧରେ ଏକ ଚାର୍ଜସିଟ୍ ଦାଖଲ କରିଛି ।

4.ରଥଖଳା ହାଲଚାଲ୍‌: ନନ୍ଦିଘୋଷ ରଥର ୧୪ଟି ଚକ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ

ପାଖେଇ ଆସୁଛି ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ ।

5.Barsha Anubhab Controversy: ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟକୁ ହାଇକୋର୍ଟଙ୍କ ବାରଣ

କିଛିଦିନ ହେବା ପତ୍ନୀ ବର୍ଷାଙ୍କୁ ସୋସିଆଲ ମିଡିଆରେ ଟାର୍ଗେଟ କରିଥିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଉଭୟ ବର୍ଷା ଓ ଅନୁଭବ ପରସ୍ପର ପ୍ରତି କୌଣସି ଆକ୍ଷେପ ନକରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

6.Parikrama Project: ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନର ସଜବାଜ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ଚାଲିଥିବା ବେଆଇନ କାର୍ଯ୍ୟ ବିରୁଦ୍ଧରେ ଲୋକଙ୍କୁ ସଚେତନ କରାଇବ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ।

7.କାଠ ଫାଳିଆରେ ପିଟିପିଟି ମାଆକୁ ହତ୍ୟାକଲା ପୁଅ

ସମ୍ପର୍କରେ ଲାଗିଲା ରକ୍ତର ଛିଟା । ମାଆକୁ ହତ୍ୟା କଲା ନୃଶଂସ ପୁଅ । କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ଟାଉନ ଥାନା ଅନ୍ତର୍ଗତ ବିଡ଼ଙ୍ଗୀସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନିଜ ମାଆକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛି ପୁଅ ।

8.Instagram reels: ଏଣିକି ୧୫ ସେକେଣ୍ଡ ବଦଳରେ ୧ ମିନିଟ ମ୍ୟୁଜିକ ଟ୍ରାକ୍‌

ଇନଷ୍ଟାଗ୍ରାମ କେବଳ ଭାରତୀୟ ୟୁଜର୍ସଙ୍କ ପାଇଁ ଲଞ୍ଚ କଲା 1 MINUTE ମ୍ୟୁଜିକ ଟ୍ରାକ୍‌ । ଫଳରେ ଏବେ ୧ ମିନିଟ ପର୍ଯ୍ୟନ୍ତ ଗୀତକୁ ୟୁଜର୍ସ REELS ଓ ଷ୍ଟୋରୀରେ ବ୍ୟବହାର କରିପାରିବେ ।

9.ଲଡ଼ୁବାବାଙ୍କ ପୀଠରେ ଡ଼ଙ୍ଗାବୁଡି ଘଟଣା, ମନ୍ଦିର ପରିଚାଳକଙ୍କୁ କାରଣ ଦର୍ଶାଅ ନୋଟିସ

ନୟାଗଡ଼ର ପ୍ରସିଦ୍ଧ ଲଡୁବାବାଙ୍କ ପୀଠରେ ଚାପ ଖେଳୁଥିବାବେଳେ ଡଙ୍ଗା ବୁଡି ଘଟଣା । ମନ୍ଦିର ପରିଚାଳକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ।

10.IPL 2022: ଖରାପ ପ୍ରଦର୍ଶନ ପାଇଁ ବାପାଙ୍କଠୁ ମାଡ ଖାଇଲେ ଶିଖର ଧାୱନ

ଚଳିତ ଆଇପିଏଲରେ (IPL 2022) ଖରାପ ପ୍ରଦର୍ଶନ ପାଇଁ ମାଡ ଖାଇଲେ ଶିଖର ଧାୱନ । ନକ ଆଉଟ ମ୍ୟାଚରୁ ବିଦା ହୋଇଥିବା ପଞ୍ଜାବ ସୁପରକିଙ୍ଗ୍ସ ଖେଳାଳି ଶିଖର ଧାୱନ ତାଙ୍କ ବାପାଙ୍କଠୁ ମାଡ ଖାଉଥିବା ଏକ ଭିଡିଓ ପୋଷ୍ଟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.