ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : May 10, 2022, 4:55 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

୧. ଗ୍ଯାସ ଦରବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ବିକ୍ଷୋଭ

ଗ୍ଯାସ ଦରବୃଦ୍ଧି ପ୍ରତିବାଦରେ ଭୁବନେଶ୍ବରରେ ଛାତ୍ର କଂଗ୍ରେସର ବିକ୍ଷୋଭ । ବିକ୍ଷୋଭ ସ୍ଥଳରେ ପୋଲିସ ପହଞ୍ଚି କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିବା ସୂଚନା ।

୨. ଦିଲ୍ଲୀରୁ ଫେରିଲେ କଂଗ୍ରେସ ନେତା ଓ ବିଧାୟକ, ଖୁବଶୀଘ୍ର ଘୋଷଣା ହେବେ ପିସିସି ମଙ୍ଗୁଆଳ

ଦିଲ୍ଲୀରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରି ଫେରିଲେ ଓଡିଶା କଂଗ୍ରେସର ବରିଷ୍ଠ ନେତା । ପିସିସି ସଭାପତି ଅଙ୍କ ଛିଡାଇବା ଲାଗି ଦିଲ୍ଲୀରେ ଡେରା ପକାଇଥିଲେ ନେତା ଓ ବିଧାୟକ ।

୩. Sri Lanka crisis: ସ୍ଥିତି ନିୟନ୍ତ୍ରଣ ବାହାରେ, ନୌସେନା ବେସରେ ଲୁଚିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାର

ଶ୍ରୀଲଙ୍କାରେ ଅସମ୍ଭାଳ ସ୍ଥିତି । ପ୍ରାଣ ଭୟରେ ନୌସେନା ବେସରେ ଲୁଚିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାର । ଗତକାଲି ପଦରୁ ଇସ୍ତଫା ଦେଇଥିଲେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସେ ।

୪. ଶିକ୍ଷକ ନିଯୁକ୍ତି ମହାଦୁର୍ନୀତି ବିରୁଦ୍ଧରେ ଆନ୍ଦୋଳନ ଡାକରା

ଶିକ୍ଷକ ନିଯୁକ୍ତି ମହାଦୁର୍ନୀତି ଅଭିଯୋଗ । ଏହା ବିରୁଦ୍ଧରେ 'ଶିକ୍ଷା ବଞ୍ଚାଅ–ଓଡ଼ିଶା ବଞ୍ଚାଅ' ଅଭିଯାନ ପକ୍ଷରୁ ଆସନ୍ତାକାଲି(ବୁଧବାର)ଠାରୁ ଗଣଧାରଣା ଡାକରା ଦିଆଯାଇଛି ।

୫. ମଙ୍ଗଳାବାଗ ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ୨୫ ବର୍ଷ ଜେଲ ସହ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ଦଣ୍ଡାଦେଶ ଶୁଣାଇଛନ୍ତି ଓଡିଶା ହାଇକୋର୍ଟ ।

୬. ଜେଲରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା, ହାତରେ ଲେଖିଲେ I Love You MANJU

ବରଗଡ଼ ଜିଲ୍ଲା ସୋହେଲା ଜେଲରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଥିବା ଘଟଣା ଏବେ ସାମ୍ନାକୁ ଆସିଛି ।

୭. Cyclone Asani: ବିଶାଖାପାଟନମରୁ 23 ଓ ଚେନ୍ନାଇରୁ 10 ବିମାନ ବାତିଲ

ବାତ୍ୟା ଅସାନି ପ୍ରଭାବରେ ବଦଳୁଛି ପାଗ । ବିଶାଖାପାଟନମରୁ 23 ଓ ଚେନ୍ନାଇରୁ 10 ବିମାନ ଉଡାଣ ଓ ଅବତରଣ ବାତିଲ ।

୮. ଆଇଟିଆଇ ଏବଂ ପଲିଟେକନିକ ତାଲିମ ପାଇଁ ସଚେତନତା ସୃଷ୍ଟି କରିବାକୁ ହେବ: ସୁବ୍ରତ ବାଗ୍‌ଚୀ

ଓଡ଼ିଶାର ଆଇଟିଆଇ ଏବଂ ପଲିଟେକନିକ ନୂତନ ଭବିଷ୍ୟତ ପରିକଳ୍ପନାର ରୂପରେଖ ହେବେ । ଆଇଟିଆଇ ପ୍ରତି ବହୁତ ସମ୍ମାନ ରହିଛି ।

୯. Cyclone Asani: ଗୋପାଳପୁର ବେଳାଭୂମିରୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ, ଦେଖନ୍ତୁ କେମିତି ରହିଛି ଦୃଶ୍ୟ

ବାତ୍ୟା ଅସାନିକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କୁ ଗୋପାଳପୁର ବେଳାଭୂମି ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ ବେଳାଭୂମିକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

୧୦. ଫିଲ୍ମ ସର୍କସ‌ର ଫାଷ୍ଟ ଲୁକ୍‌ ଜାରି, ଡବଲ ରୋଲ୍‌ରେ ଧମାଲ କରିବେ ରଣବୀର ସିଂ

ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ସର୍କସ ମୁକ୍ତିଲାଭ କରିବାକୁ ଘୋଷଣା କରିଛନ୍ତି। ରଣବୀର ଏବଂ ରୋହିତ ସୋସିଆଲ ମିଡିଆରେ ଫିଲ୍ମର ପ୍ରଥମ ଲୁକ୍ ରିଲିଜ୍ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.