ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : May 7, 2022, 5:04 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

୧. ଆଜି ସନ୍ଧ୍ୟା ସୁଦ୍ଧା ଅବପାତର ରୂପ ନେବ ସମ୍ଭାବ୍ୟ ବାତ୍ୟା: ଏଚ.ଆର ବିଶ୍ବାସ

ଆଜି(ଶନିବାର) ସନ୍ଧ୍ୟା ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ ସମ୍ଭାବ୍ୟ ବାତ୍ୟା, ସୂଚନା ଦେଲେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବିଶେଷଜ୍ଞ ।

୨. Cyclone Update: ସମ୍ଭାବ୍ୟ ବାତ୍ୟା ନେଇ ପାଣିପାଗ ବିଶେଷଜ୍ଞଙ୍କ ସହ ଅଧିକ ଆଲୋଚନା

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି(ଶନିବାର) ସ୍ପଷ୍ଟ ହୋଇଛି । ତେବେ ବାତ୍ୟା କେଉଁଠି ଲ୍ୟାଣ୍ଡ ଫଲ୍ କରିବ, ସେନେଇ କୌଣସି ସ୍ପଷ୍ଟ ଚିତ୍ର ଆସି ନାହିଁ ।

୩. ରାଜଧାନୀରେ ରାଜ୍ୟ ବାହାର ଅପରାଧୀ, ରାତିଅଧିଆ ଲୁଟିଲେ ୧୫ ଲକ୍ଷ

ରାଜଧାନୀରେ ଆତଙ୍କ ଖେଳାଉଛନ୍ତି ବାହାର ରାଜ୍ୟର ଅପରାଧୀ । ଧଉଳି ଥାନା ଅଞ୍ଚଳରୁ ଜଣଙ୍କ ଘରେ ରାତିଅଧିଆ ପଶି ଲୁଟିଛନ୍ତି ସୁନା ଅଳଙ୍କାର ସହ ନଗଦ ଟଙ୍କା ।

୪. ତେଲେଙ୍ଗାନାରେ ରାହୁଲ ଗାନ୍ଧୀ: କାର୍ଯ୍ୟକ୍ରମ ପୂର୍ବରୁ ପଚାରିଲେ କ୍ୟା ବୋଲନା ହୈ

ତେଲେଙ୍ଗାନାରେ ସଭାକୁ ସମ୍ବୋଧିତ କରିବା ପୂର୍ବରୁ ସ୍ଥାନୀୟ ନେତାଙ୍କୁ ରାହୁଲ ଗାନ୍ଧୀ(Rahul Gandhi) ପଚାରିଲେ ପ୍ରସଙ୍ଗ କଣ ଓ କଣ କହିବେ । ଭିଡିଓ ପୋଷ୍ଟ କରି ସମାଲୋଚନା କଲା ବିଜେପି ।

୫. ଜାମସେଦପୁର Tata Steel ପ୍ଲାଣ୍ଟ୍‌ରେ ଭୟଙ୍କର ବିସ୍ଫୋରଣ

ଜାମସେଦପୁର ଟାଟା ଷ୍ଟିଲ(Tata Steel) ପ୍ଲାଣ୍ଟରେ ବିସ୍ଫୋରଣ । କ୍ଷୟକ୍ଷତି ନେଇ ମିଳିନି ସ୍ପଷ୍ଟ ସୂଚନା ।

୬. Havana Explosion: ମୃତ୍ୟୁ ସଂଖ୍ୟା 22କୁ ବୃଦ୍ଧି, ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି

କ୍ବିବାର ରାଜଧାନୀ ହାଭାନାରେ ଭୟଙ୍କର ବିସ୍ଫୋରଣ । ଏଥିରେ 22 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 70ରୁ ଅଧିକ ଆହତ ।

୭. ପାଟଣାଗଡ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଆଣିଲେ ପରିବାର

ପାଟଣାଗଡ଼ ବ୍ଲକ JE ସୁରେଶଚନ୍ଦ୍ର ସାହୁଙ୍କ ମୃତ୍ୟୁଦେହ ଉଦ୍ଧାର । ପରିବାରଲୋକେ ଆଣିଲେ ହତ୍ୟା ଅଭିଯୋଗ ।

୮. ଖୋର୍ଦ୍ଧାରେ ମଧ୍ୟାହ୍ନ ଭୋଜନ ଖାଇ ୪ ଛାତ୍ରଛାତ୍ରୀ ଅସୁସ୍ଥ

ସ୍କୁଲରେ ଖାଇଥିଲେ ମଧ୍ୟାହ୍ନ ଭୋଜନ । ଖାଇବାର କିଛି ସମୟ ପରେ ଅସୁସ୍ଥ ହୋଇ ପଡ଼ିଥିଲେ ପିଲାମାନେ ।

୯. IPL2022: ରାଜସ୍ଥାନ ବିପକ୍ଷରେ ଟସ୍‌ ଜିତିଲା ପଞ୍ଜାବ

ଆଇପିଏଲ ୨୦୨୨ର(IPL 2022) ୫୨ତମ ମ୍ୟାଚ ପଞ୍ଜାବ କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯଆଉଛି । ଟସ୍ ଜିତି ପଞ୍ଜାବର ବ୍ୟାଟିଂ ନିଷ୍ପତ୍ତି । ଅଧିକ

୧୦. Met Gala looks: ହଟକେ ଅନ୍ଦାଜରେ ନତାଶା ପୁନାୱାଲା, ଦେଖନ୍ତୁ ଝଲକ

ମେଟ୍ ଗାଲା ୨୦୨୨ (Met Gala) । ଫ୍ୟାଶନ ଦୁନିଆର ସବୁଠୁ ବଡ ଇଭେଣ୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.