ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Apr 23, 2022, 5:03 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

୧. ଆସନ୍ତାକାଲି ଜମ୍ମୁକାଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ଆସନ୍ତାକାଲି (ରବିବାର) ପଞ୍ଚାୟତ ରାଜ ଦିବସରେ ଜମ୍ମୁକାଶ୍ମୀର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି। ଦିନ ପ୍ରାୟ 11.30ରେ ଅନୁଷ୍ଠିତ ଉତ୍ସବରେ ଯୋଗ ଦେଇ ପାଲିରୁ ଦେଶର ସମସ୍ତ ପଞ୍ଚାୟତକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ।

୨. ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ।

୩. ଫୋକସରେ ହିମାଚଳ ପ୍ରଦେଶ, ଆଜି ମୁହାଁମୁହିଁ ହେବେ ନଡ୍ଡା-କେଜ୍ରିୱାଲ

ଫୋକସରେ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ । ଆଜି ରାଜ୍ୟର କଙ୍ଗଡା ଜିଲ୍ଲାରେ ମୁହାଁମୁହିଁ ହେବେ କେଜ୍ରିୱାଲ ଓ ଜେପି ନଡ୍ଡା ।

୪. ଆସନ୍ତା ୩୦ରେ ପୁଣି ହେବ ମୋଦି-ମମତା ଭେଟଘାଟ

ପୁଣି ହେବ ମୋଦି ମମତା ଭେଟଘାଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆସନ୍ତା ଏପ୍ରିଲ ୩୦ରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ମିଳିତ ସମ୍ମିଳନୀ (joint conference)ରେ ଯୋଗ ଦେବେ ମମତା ।

୫. BJDର ମିଶନ 2024: ପର୍ଯ୍ୟବେକ୍ଷକଙ୍କ ସହ ଫେସ ଟୁ ଫେସ କଥା ହେଲେ ନବୀନ

ନବୀନ ନିବାସରେ ଆରମ୍ଭ ହୋଇଛି ବିଜେଡିର ସାଙ୍ଗଠନିକ ସ୍ତରର ବୈଠକ । ପର୍ଯ୍ୟବେକ୍ଷକଙ୍କ ସହ ଫେସ ଟୁ ଫେସ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ।

୬. Plus Two Exam: ପରିଚାଳନା ପାଇଁ ଗଠନ ହେଲା ସ୍କ୍ବାର୍ଡ଼

ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ଥିଓରୀ ପରୀକ୍ଷା । ତେବେ ପରୀକ୍ଷା ପରିଚାଳନା ପାଇଁ ସ୍କ୍ବାର୍ଡ ଗଠନ ହୋଇଥିବା ଜଣାପଡ଼ିଛି ।

୭. ଅନନ୍ୟ ଆକାଶ: କୁହୁକ କଣ୍ଠରେ କରୁଛନ୍ତି ମତୁଆଲା, ରିଆଲିଟି ସୋ’ରେ କିଣୁଛନ୍ତି ଶ୍ରୋତାଙ୍କ ମନ

ତାଙ୍କ କଣ୍ଠରେ ରହିଛି କୁହୁକ ଭରା ଯାଦୁ । ଯିଏ ଶୁଣିବ ସିଏ ମତୁଆଲା ହୋଇଯିବ । ରିଆଲିଟି ସୋ ଠାରୁ ଆରମ୍ଭ କରି ଷ୍ଟେଜ ସୋ’ରେ କରୁଛନ୍ତି କମାଲ । ସୁର ସାଧନାରେ ନିମଗ୍ନ 19 ବର୍ଷିୟ ଆକାଶ ।

୮. IPL 2022: ଟ୍ରେଣ୍ଡ ବଦଳାଇଲେ ହାର୍ଦ୍ଦିକ, KKR ବିପକ୍ଷରେ ଟସ୍‌ ଜିତି GTର ବ୍ୟାଟିଂ ନିଷ୍ପତ୍ତି

ଚଳିତ ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟର ୩୫ତମ ମ୍ୟାଚ୍‌ ଗୁଜରାଟ ଟାଇଟନ୍ସ (GT) ଓ କୋଲକାତା ନାଇଟ ରାଇଡର୍ସ(KKR) ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ଗୁଜରାଟ ଟାଇଟନ୍ସ କୋଲକାତା ବିପକ୍ଷରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ।

୯. IPL 2022: ଆଜି KKR-GT, SRH-RCB ମୁକାବିଲା

ଆଜି ଆଇପିଏଲର ୩୫ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ(KKR)କୁ ଭେଟିବ ଗୁଜୁରାଟ ଟାଇଟନ୍ସ(GT) ଓ ୩୬ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)କୁ ଭେଟିବ ସନରାଇଜର ହାଇଦ୍ରାବାଦ(SRH) ।

୧୦. KGF: Chapter 2ର ସଫଳତାରେ ବହୁତ ଖୁସି ସଞ୍ଜୟ ଦତ୍ତ, ସେୟାର କଲେ ନିଜ ଭାବନା

ବଲିଉଡ ଇଣ୍ଡଷ୍ଟ୍ରିରେ ସଞ୍ଜୁ ବାବା ନାମରେ ଜଣାଶୁଣା ସଞ୍ଜୟ ଦତ୍ତଙ୍କ ଏକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନିକଟରେ ମୁକ୍ତିଲାଭ କରିଥିବା ବ୍ଲକବଷ୍ଟର ଫିଲ୍ମ କେଜିଏଫ 2 ସମ୍ପର୍କରେ ସଞ୍ଜୟ ଦତ୍ତ ଲେଖିଛନ୍ତି, ମୁଁ ପ୍ରାୟତଃ ଏହିପରି ଚଳଚ୍ଚିତ୍ର ଖୋଜେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.