ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ନଜର ପକାନ୍ତୁ news@5pm

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Apr 20, 2022, 5:09 PM IST

୧. ବଡଗଡ ହାଜତ ମୃତ୍ୟୁ ମାମଲା: ପୋଲିସ କମିଶନରଙ୍କୁ ରାଜ୍ୟ ମାନବାଧିକାର କମିଶନଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର ବଡ଼ଗଡ଼ ଥାନା ପୋଲିସ ହେପାଜତରେ ମୃତ୍ୟୁ ଘଟଣାକୁ ନେଇ ନିଜ ଆଡୁ ମାମଲା ରୁଜୁ କଲା ରାଜ୍ୟ ମାନବାଧିକାର କମିଶନ(OHRC) ।

୨. ନଗଡାରେ ସ୍ଥିତି ପରଖିଲେ ବିଜେପି ମହିଳା ଟିମ

ଯାଜପୁର ଚିଙ୍ଗୁଡ଼ିପାଳ ପଞ୍ଚାୟତର ବହୁଚର୍ଚ୍ଚିତ ନଗଡା ଗସ୍ତରେ ଆସିଛନ୍ତି ବିଜେପି ମହିଳା ମୋର୍ଚ୍ଚାର ଟିମ ।

୩. UK PM Visiting To India: କାଲିଠୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବିଟ୍ରେନ ପ୍ରଧାନମନ୍ତ୍ରୀ

21ରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଅହମ୍ମଦାବାଦରେ ଅବତରଣ ପରେ ଦିଲ୍ଲୀ ଆସିବେ । ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ସହ କରିବେ ଆଲୋଚନା ।

୪. BrahMos Scores Two Direct Strikes: ଗୋଟିଏ ଟାର୍ଗେଟକୁ ଦୁଇ ଥର ହିଟ୍ କଲା ବ୍ରହ୍ମୋସ

ମଙ୍ଗଳବାର ବ୍ରହ୍ମୋସର ଦୁଇଟି ଯାକ ପରୀକ୍ଷଣ ସଫଳ ହୋଇଥିଲା । ସଠିକତାର ସହ ନିର୍ଦ୍ଧାରିତ ଟାର୍ଗେଟକୁ ଲକ୍ଷ୍ୟଭେଦ କରିଥିଲା ବ୍ରହ୍ମୋସ । ଆଜି ବ୍ରହ୍ମୋସର ଗୋଟିଏ ଟାର୍ଗେଟକୁ ଦୁଇ ଥର ହିଟ୍ ଫଟୋ ସେୟାର ହୋଇଛି ।

୫. Azaan Row: ମେ 3ରେ ମହାଆଳତୀ କରିବେ MNS କର୍ମୀ

ମହାରାଷ୍ଟ୍ରରେ ଅଜାନ ଓ ହନୁମାନ ଚାଳିଶା ବିବାଦ ଲାଗି ରହିଛି । ଏହାରି ଭିତରେ ରାଜ ଠାକରେଙ୍କ ଦଳ ମହାରାଷ୍ଟ୍ର ନବନିର୍ମାଣ ସେନା ଏକ ବଡ ଘୋଷଣା କରିଛି ।

୬. ଖଣ୍ଡୱାରେ ଅଘଟଣ, କେନାଲରେ ଭାସି 4 ନାବାଳିକାଙ୍କ ମୃତ୍ୟୁ

କେନାଲକୁ ଗାଧୋଇବାକୁ ଯାଇ 4 ଜଣ ନାବାଳିକାଙ୍କ ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶର ଖଣ୍ଡୱା ସହର ଓମକାରେଶ୍ବର ଅଞ୍ଚଳସ୍ଥିତ କୋଠି ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ।

୭. ଲେଉଟିଲାଣି ମହାମାରୀ, ଦିଲ୍ଲୀରେ ମାସ୍କ ବାଧ୍ୟତାମୂଳକ

ଦିଲ୍ଲୀର ସାର୍ବଜନିନ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ନିୟମ ନମାନିଲେ 500ଟଙ୍କା ଜରିମାନା ଦେବାକୁ ପଡିବା ବୋଲି ନିର୍ଦ୍ଦେଶ ହୋଇଛି ।

୮. ଦେଶରେ ପ୍ରଥମ ଥର ପାଇଁ ତିଆରି ହେବ ହିନ୍ଦୁ କ୍ୟାଲେଣ୍ଡର, ସାମିଲ ହେବେ 300 ଜ୍ୟୋର୍ତିବିଜ୍ଞାନୀ

କେନ୍ଦ୍ର ସରକାର ଦେଶର ପ୍ରତ୍ୟେକ ରାଜ୍ୟ ପାଇଁ ହିନ୍ଦୁ କ୍ୟାଲେଣ୍ଡର ଡିଜାଇନ କରିବେ । ଏହି ପରିପ୍ରେକ୍ଷୀରେ ମଧ୍ୟପ୍ରଦେଶର ଉଜୈନରେ ଏକ ସମ୍ମିଳନୀ ଅନୁଷ୍ଠିତ ହେବ ।

୯. କ୍ୟାନସରରେ ଆଖିବୁଜିଲେ ପୂର୍ବତନ ବାଂଲାଦେଶୀ କ୍ରିକେଟର

ଅକାଳରେ ପୂର୍ବତନ ବାଂଲାଦେଶ କ୍ରିକେଟର ମୋଶ୍ରାଫେ ହୋସେନ ରୁବେଲଙ୍କ ମୃତ୍ୟୁ । ଏହାକୁ ନେଇ ବାଂଲାଦେଶ କ୍ରିକେଟ ବୋର୍ଡ ଦୁଃଖ ପ୍ରକାଶ କରିଛି ।

୧୦. ରୋହିତ ସେଟ୍ଟୀଙ୍କ OTT ଡେବ୍ୟୁରେ ଧମାଲ ମଚାଇବେ ସିଦ୍ଧାର୍ଥ, ଦେଖନ୍ତୁ ଭିଡିଓ

ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ତାଙ୍କର ନୂଆ ପ୍ରୋଜେକ୍ଟ ଘୋଷଣା କରିଛନ୍ତି । ସିଦ୍ଧାର୍ଥ ରୋହିତ ସେଟ୍ଟୀଙ୍କ ସହ କାମ କରିବେ ଏବଂ ଏହି ପ୍ରୋଜେକ୍ଟରୁ ସେ ତାଙ୍କର ପ୍ରଥମ ସିନ୍ ମଧ୍ୟ ସେୟାର କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.