ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଆଜିର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Apr 7, 2022, 5:08 PM IST

1. ସାମ୍ବାଦିକଙ୍କୁ ଆକ୍ରୋଶମୂଳକ ଗିରଫ ! ମେଡିକାଲରେ ବେଡି ପକାଇଲା ପୋଲିସ

ବାଲେଶ୍ବର ଜିଲ୍ଲା ନୀଳଗିରି ପୋଲିସର ଦାଦାଗିରି । ସାମ୍ବାଦିକଙ୍କୁ ଆକ୍ରୋଶମୂଳକ ଭାବରେ ଗିରଫ କରି ପାଦରେ ବେଡ଼ି ପକାଇଥିବା ଦେଖିବାକୁ ମିଳିଛି ।

2. XE ଭାରିଏଣ୍ଟ ଭୟାବହ ହେବ ନାହିଁ, ରାଜ୍ୟରେ ବ୍ୟାପିଲେ ନିୟନ୍ତ୍ରଣ କରାଯିବ: ଅଜିତ ମହାନ୍ତି

ଓମିକ୍ରନ ନ୍ୟୁ ଭାରିଏଣ୍ଟ XE କୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କହିଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ।

3. Lensman Manas Murder Case: ଶର୍ମିଷ୍ଠା ଓ ଝୁନାର ସରିଲା ଦ୍ଵିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି

ବହୁଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ଝୁନାର ସରିଲା ଦ୍ଵିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ।

4. କୋରାପୁଟରେ ଗୋଲମରିଚ ପ୍ରକ୍ରିୟାକରଣ ୟୁନିଟ ପାଇଁ ଦାବି

କଫି ଭଳି ବଜାରରେ କୋରାପୁଟ ଗୋଲମରିଚର ଚାହିଦା ବେଶ୍ ରହିଛି । ଜିଲ୍ଲାରେ ଗୋଲମରିଚ ଚାଷ ମଧ୍ୟ ବୃଦ୍ଧି ପାଉଛି ।

5. BJB କଲେଜରେ ନକଲି ସାର୍ଟିଫିକେଟ ମାମଲା, ୨ ଅଟକ

ନକଲି ସାର୍ଟିଫିକେଟ ଦେଇ BJB କଲେଜରେ ଆଡ଼ମିଶନ ମାମଲା । ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ବଡଗଡ ଥାନା ପୋଲିସ ।

6. ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆହତ, ଚାପା ଉତ୍ତେଜନା ଜାରି

ଜମ୍ମୁ କାଶ୍ମୀରର କୁପଓ୍ବାଡା ଅଞ୍ଚଳରେ ପ୍ରାର୍ଥନା କରାଯାଉ ଥିବାବେଳେ ଅଘଟଣ । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ସ୍ଥାନୀୟ ବାସିନ୍ଦା ଆହତ ହୋଇଥିବା ଅଭିଯୋଗ । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ।

7. Marhiya village: ଉଚ୍ଚତା ପାଇଁ ସୃଷ୍ଟି କରିଛି ନୂତନ ପରିଚୟ

ଭାରତରେ ବିବାହର ହେଉକି ଚାକିରୀର ବିଷୟ । ସର୍ବଦା ଛୋଟ ଇଚ୍ଚତା ବିଶିଷ୍ଟ ଲୋକମାନଙ୍କର ଉଚ୍ଚତା ନିଜ ସ୍ବପ୍ନରେ ବାଧା ଦେଇଥାଏ । ବିହାରର ବେତିୟାଠାରେ ଏକ ଗାଁ ଅଛି, ଯେଉଁଠାରେ ଝିଅମାନଙ୍କର ଉଚ୍ଚତା ସେମାନଙ୍କ ବିବାହରେ ବାଧା ସୃଷ୍ଟି କରୁଛି

8. Bengaluru Murder: ଉର୍ଦ୍ଦୁ ଭାଷା ଜାଣିନଥିବାରୁ ଯୁବକଙ୍କୁ ହତ୍ୟା!

ନିକଟରେ କର୍ଣ୍ଣାଟକରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁକୁ ନେଇ ଜୋର ଧରିଛି ରାଜନୀତି । ଘଟଣାକୁ ନେଇ ରାଜ୍ୟ ଗୃହମନ୍ତ୍ରୀ ଅରାଗା ଜାନେନ୍ଦ୍ର କହିଛନ୍ତି 22 ବର୍ଷୀୟ ଯୁବକଙ୍କୁ ହତ୍ୟା କରିବା କାରଣ ସେ ଉର୍ଦ୍ଦୁ ଭାଷା ଜାଣି ନ ଥିଲେ ।

9. ଓମାର ଅବଦୁଲ୍ଲାଙ୍କୁ ଜେରା କଲା ED

ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲାଙ୍କୁ ଜେରା । ବ୍ୟାଙ୍କ ଦୁର୍ନୀତି ମାମଲାରେ ତଦନ୍ତ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

10. RRR 1000 cr Success Party: ଅମିର ଖାନ ସମେତ ପହଞ୍ଚିଲେ ଏହି ବଲିଉଡ କଳାକାର, କାଟିଲେ କେକ୍‌

ଏହି ଚଳଚ୍ଚିତ୍ରଟି ମାର୍ଚ୍ଚ 25 ରେ ବିଶ୍ବବ୍ୟାପୀ ମୁକ୍ତିଲାଭ କରିଥିଲା ​​ଏବଂ ପ୍ରଥମ ଦିନରେ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ 250 କୋଟିରୁ ଅଧିକ ଆୟ କରିଥିଲା ​​।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.