ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Apr 3, 2022, 5:01 PM IST

1-Cameraman Murder Case: ଆଉ ୩ ଦିନିଆ ରିମାଣ୍ଡରେ ଯିବେ ଶର୍ମିଷ୍ଠା ଓ ଝୁନା

ଚାନ୍ଦବାଲିରେ ପହଞ୍ଚିଥିଲେ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡର ଅଭିଯୁକ୍ତ ଶର୍ମିଷ୍ଠା, ଝୁନା, ନିରଞ୍ଜନ ଓ ରଞ୍ଜନ । ପୁଣି ଶର୍ମିଷ୍ଠା ଓ ଝୁନାଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଛି କ୍ରାଇମବ୍ରାଞ୍ଚ ।

2-ମାଲକାନଗିରିରେ ଅସହ୍ୟ ତାତି, ଜନଜୀବନ ଅସ୍ତବ୍ୟସ୍ତ

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପରେ ଜଳୁଛି ସାରା ରାଜ୍ୟ । ଏଥିରୁ ମାଲକାନଗିରି ଜିଲ୍ଲା ମଧ୍ୟ ବାଦ ପଡ଼ିପାରିନାହିଁ । ଜିଲ୍ଲାରେ ପ୍ରବଳ ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି ।

3-ବିଷାକ୍ତ ଖାଦ୍ୟ ଖାଇ 28 ଛାତ୍ରୀ ଗୁରୁତର

ବିଷାକ୍ତ ଖାଦ୍ୟ ଖାଇ ୨୮ ଛାତ୍ରୀ ଗୁରୁତର । ଗୁରୁତର ଛାତ୍ରୀଙ୍କୁ ନିକଟସ୍ଥ ସିଏଚସି ଦାତଗଞ୍ଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

4-ଆର୍ମି ଚିଫ୍‌ ହେବେ ଭାଇସ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ !

ଆର୍ମି ଭାଇସ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ପରବର୍ତ୍ତୀ ଆର୍ମି ଚିଫ୍‌ । ତେବେ ସେ ଆର୍ମି ଚିଫ୍‌ ହେବା ନେଇ ଖବର ମିଳିଥିବା ଜଣାପଡିଛି ।

5-Jaivilas Palace: ୮୦ ହଜାରରେ ରାଜମହଲ ଠିଆ କଲେ ମଧ୍ୟପ୍ରଦେଶ ଯୁବକ

ମଧ୍ୟପ୍ରଦେଶ ମୋରନା ନିକଟ ଉତ୍ତମପୁରା ଅଞ୍ଚଳର ଯୁବକ ସତପାଲ ସିଂ । ସେ ନିଜସ୍ବ ଉଦ୍ୟମରେ ୮୦ ହଜାର ଟଙ୍କା ବ୍ୟୟରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ରାଜମହଲର ଏକ ଅବିକଳ ମଡେଲ ତିଆରି କରିବାରେ ସକ୍ଷମ ହୋଇପାରିଛନ୍ତି ।

6-Pakistan Crisis: ସଂସଦ ଭଙ୍ଗ ନିଷ୍ପତ୍ତିକୁ ଅସାମ୍ବିଧାନିକ ଦର୍ଶାଇ ସୁପ୍ରିମକୋର୍ଟରେ ବିରୋଧୀ

ପାକିସ୍ତାନ ସଂସଦ ଭଙ୍ଗ ପରେ ସୁପ୍ରିମକୋର୍ଟ ଗଲେ ବିରୋଧୀ । ନିଷ୍ପତ୍ତିକୁ ଅସାମ୍ବିଧାନିକ କହିଲେ PPP ମୁଖ୍ୟ ବିଲାଓ୍ବଲ ଭୁଟ୍ଟୋ । ଏବେ ମଧ୍ୟ ଭୋଟିଂ ଦାବିରେ ଗୃହରେ ବିରୋଧୀଙ୍କ ଧାରଣା ଜାରି।

7-A Role Model: ଅର୍ଥ ସାଜିଲାନି ବାଧକ, ଇଟାଗଢା ଶ୍ରମିକଙ୍କ ଝିଅ ହାସଲ କଲେ PhD ଡିଗ୍ରୀ

ଅଦମ୍ୟ ଇଚ୍ଛାଶକ୍ତି ସମ୍ମୁଖରେ ସବୁକିଛି ହାର ମାନିଛି । ଆର୍ଥିକ ଅନଟନ ମଧ୍ୟରେ ଗତିକରି ମଧ୍ୟ ସେ ନିଜ ପାଠପଢାରେ ଲଗାଇ ନାହାନ୍ତି ବିରାମ । ଜାରି ରଖିଥିଲେ ପାଠପଢା । ଆଉ ଆଜି ତାର ଫଳ ମିଳିଛି । ଇଟାଗଢା ଶ୍ରମିକ ତଥା ଆଦିବାସୀ ସମ୍ପ୍ରଦାୟର ହୋଇ ମଧ୍ୟ ସେ ପିଏଚଡ଼ି ଡିଗ୍ରୀ ହାସଲ କରିବାରେ ସକ୍ଷମ ହୋଇପାରିଛନ୍ତି ।

8-ମହାରାଷ୍ଟ୍ରରେ ପଡିଲା ଦୁର୍ଘଟଣାଗ୍ରସ୍ତ ଉପଗ୍ରହର ଭଗ୍ନାବଶେଷ

ନ୍ୟୁଜିଲ୍ୟାଣ୍ଡରେ ଉତକ୍ଷେପଣ ହୋଇଥିବା ଏକ ଉପଗ୍ରହର ଭଗ୍ନାବଶେଷ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି ।

9-IPL2022: ଆଜି CSK-PBKS ମୁକାବିଲା, ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ

ଚଳିତ ଟାଟା ଆଇପିଏଲର ୧୧ତମ ମ୍ୟାଚରେ ଆଜି ଚେନ୍ନାଇ ସୁପରକିଙ୍ଗସ ଓ ପଞ୍ଜାବ କିଙ୍ଗସ ପରସ୍ପରକୁ ଭେଟିବେ ।

10-Miami Open: ନାଓମି ଓସାକାଙ୍କୁ ହରାଇ ଇଗା ସ୍ବିଆତେକ ଚାମ୍ପିୟନ

WTA ଟୁର୍‌ରେ ବିଶ୍ବ ମହିଳା ଟେନିସ ଜଗତର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଇଗା ସ୍ବିଆତେକ ନିଜର ବିଜୟ ପ୍ରଦର୍ଶନ ଜାରି ରଖିଛନ୍ତି । ମିଆମି ଓପନ ଫାଇନାଲ ମୁକାବିଲାରେ ଶନିବାର ନାଓମି ଓସାକାଙ୍କୁ ୬-୪, ୬-୦ରେ ହରାଇ ଚାମ୍ପିୟନ ହୋଇଛନ୍ତି ସ୍ବିଆତେକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.