ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Mar 23, 2022, 5:02 PM IST

1-ମତଦାନ ପାଇଁ ବ୍ୟାପକ ବ୍ୟବସ୍ଥା: SEC

ଆସନ୍ତାକାଲି(ଗୁରୁବାର) ପୌର ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢୀଙ୍କ ସାମ୍ବାଦିକ ସମ୍ମିଳନୀ ।

2-ରାଜଧାନୀରେ ଚାଞ୍ଚଲ୍ୟ: ଇଞ୍ଜଣା ବ୍ରିଜ ନିକଟରୁ ମିଳିଲା ମଣିଷ ଖପୁରୀ-ହାଡ

ରାଜଧାନୀରେ ଚାଞ୍ଚଲ୍ୟ । ରାସ୍ତା କଡ଼ କେନାଲ ଭିତରୁ ମିଳିଲା ମଣିଷ ଖପୁରି ଓ ହାଡ଼। ଏକାଧିକ ମଣିଷ ମୁଣ୍ଡ ଖପୁରି ସହ ଦେହର ହାଡକୁ ଠାବ କରିଛି ପୋଲିସ ।

3-ଆସନ୍ତା ୨୮ରୁ ଖୋଲିବ ଅଙ୍ଗନବାଡି

ଆସନ୍ତା ୨୮ରୁ ଖୋଲିବ ସମସ୍ତ ଅଙ୍ଗନବାଡି କେନ୍ଦ୍ର, ମହିଳା ଓ ଶିଶୁ ବିକାଶ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ।

4-Cameraman Manas Murder Case: ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ।

5-ଅହେତୁକ ତୈଳ ଦର ବୃଦ୍ଧି ନେଇ କେନ୍ଦ୍ର ଉପରେ ବର୍ଷିଲା କଂଗ୍ରେସ

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ରାଜ୍ୟରେ ଅହେତୁକ ତୈଳ ଓ ଗ୍ୟାସ ବୃଦ୍ଧିକୁ ନେଇ ସରକାରଙ୍କ ଉପରେ ବର୍ଷିଲା ରାଜ୍ୟ କଂଗ୍ରେସ।

6-ଭୋଟ ପୂର୍ବରୁ କଂଗ୍ରେସ କର୍ପୋରେଟର ପ୍ରାର୍ଥୀଙ୍କୁ ହତ୍ୟା ଧମକ

କର୍ପୋରେଟର ପ୍ରାର୍ଥୀଙ୍କୁ ହତ୍ୟା ମିଳିଥିବା ଅଭିଯୋଗ ହୋଇଛି । କଟକ ୫୦ ନମ୍ବର ୱାର୍ଡ୍‌ର କଂଗ୍ରେସ କର୍ପୋରେଟର ପ୍ରାର୍ଥୀ ସନ୍ତୋଷ କୁମାର ଭୋଳଙ୍କୁ ମିଳିଛି ହତ୍ୟା ଧମକ ।

7-Dhami Govt 2.0: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଧାମି, ଉପସ୍ଥିତ ଥିଲେ ମୋଦି-ଶାହ

ଉତ୍ତରାଖଣ୍ଡର 12ତମ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ପୁଷ୍କର ସିଂ ଧାମି । ଡେରାଡୁନର ପରେଡ ଗ୍ରାଉଣ୍ଡରେ ଏହି ଶପଥ ଗ୍ରହଣ ସମାରୋହ ହୋଇଥିବାବେଳେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟ କିଛି ବରିଷ୍ଠ ବିଜେପି ନେତା ମଧ୍ୟ ସାମିଲ ହୋଇଥିଲେ ।

8-ମହିଳା SIଙ୍କ ମହାନତା, ମୃତଦେହକୁ କାନ୍ଧେଇ ପାର କଲେ ୫ କିମି ରାସ୍ତା

ମୃତଦେହକୁ କାନ୍ଧେଇ ୫ କିଲୋମିଟର ଜଙ୍ଗଲ ପାରି ହେଲେ ମହିଳା ଏସଆଇ ପାବନୀ ସିରଶା । ଏପରି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ପ୍ରକାଶମ ଜିଲ୍ଲା ହିଜାପୁରମ ଗ୍ରାମରେ ।

9-ଋଷ ବିରୋଧରେ ଆଭିମୁଖ୍ୟ ଗ୍ରହଣ କରିବାରେ ପଛଘୁଞ୍ଚା ଦେଉଛି ଭାରତ: ବାଇଡେନ

ସୋମବାର ଦେଶର ବ୍ୟବସାୟିକ ପ୍ରତିନିଧିଙ୍କୁ ସମ୍ବୋଧନ କରି ବାଇଡେନ କହିଛନ୍ତି ଋଷ ଉପରେ ବାସନ୍ଦ ଓ କଟକଣା ଲଗାଇବାରେ ଅନ୍ୟ ଦେଶ ତୁଳନାରେ ଭାରତ ପଛଘୁଞ୍ଚା ଦେଉଛି । କ୍ବାର୍ଡ ରାଷ୍ଟ୍ର ଭିତରେ ଭାରତ ପଛରେ ପଡିଛି । ଋଷ ପ୍ରତି ଭାରତର ଆଭିମୁଖ୍ୟ ଅସ୍ଥିର ରହିଛି ବୋଲି କହିଛନ୍ତି ଜୋ ବାଇଡେନ ।

10-Veer Savarkar Biopic: ସାବରକରଙ୍କ ବାୟୋପିକରେ ନଜର ଆସିବେ ରଣଦୀପ ହୁଡ୍ଡା

ଶହୀଦ ଦିବସ 2022 ଅବସରରେ ନିର୍ମାତାମାନେ ବୀର ସାବରକରଙ୍କ ଉପରେ ବାୟୋପିକ ଘୋଷଣା କରିଛନ୍ତି । ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ମୁଖ୍ୟ ଭୂମିକାରେ ଅଭିନୟ କରିବେ । ଏହି ଫିଲ୍ମର ସୁଟିଂ ଜୁନ୍ 2022 ରେ ଆରମ୍ଭ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.