ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jan 29, 2022, 5:03 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବରTOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1. ସବୁ ତଥ୍ୟକୁ ବିଶ୍ଳେଷଣ କରି ଫେବୃଆରୀ କଟକଣା ନିଷ୍ପତ୍ତି ନିଆଯିବ: ସ୍ୱାସ୍ଥ୍ୟ ନିର୍ଦେଶକ

ରାଜ୍ୟରେ ଏବେ ବି ୨୫ରୁ ୩୦ ପ୍ରତିଶତ ଡେଲ୍ଟା ଭାଇରସ ସକ୍ରିୟ ଅଛି । ସ୍ଥିତି ସୁଧୁରୁଥିଲେ ମଧ୍ୟ ବିପଦ ଟଳିନାହିଁ । ସବୁ ତଥ୍ୟକୁ ବିଶ୍ଳେଷଣ କରି ଫେବୃଆରୀ କଟକଣା ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ।

2. BJD ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଅକାଳ ବିୟୋଗ

କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ୮ ନମ୍ବର ଜୋନର ବିଜୁ ଜନତା ଦଳ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଅକାଳ ବିୟୋଗ ।

3. JSW Project: ଉଦ୍ୟାନ ବିଭାଗର ଫଳନ୍ତି ଗଛ ଚିହ୍ନଟ, ବର୍ଦ୍ଧିତ ଦର ପାଇବେ ବିସ୍ଥାପିତ

JSW ପ୍ରକଳ୍ପ ଉଦ୍ୟାନ ବିଭାଗ ପକ୍ଷରୁ ଚିହ୍ନଟ ଫଳନ୍ତି ଗଛର ବର୍ଦ୍ଧିତ ମୂଲ୍ୟପାଇବେ ବିସ୍ଥାପିତ । ଜିଲ୍ଲାର ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା JSW ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ।

4. Workshop of Army: ଯୁବକଙ୍କୁ ସେନାରେ ଭର୍ତ୍ତି ପାଇଁ ଆହ୍ବାନ

କାଶ୍ମୀର ପୁଞ୍ଚ ସେକ୍ଟରରେ ସ୍ବତନ୍ତ୍ର କର୍ମଶାଳା ଆୟୋଜନ କଲା ସେନା । ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ସହ କାଶ୍ମୀର ଯୁବକଙ୍କୁ ସଶସ୍ତ୍ର ବଳରେ ସାମିଲ ହେବା ପାଇଁ ଆହ୍ବାନ ।

5. ମହାରାଷ୍ଟ୍ରରେ ପିକ୍‌ ଅତିକ୍ରମ କରି ସାରିଛି ତୃତୀୟ ଲହର: ସ୍ବାସ୍ଥ୍ଯମନ୍ତ୍ରୀ

ମହାରାଷ୍ଟ୍ରରେ ପିକ୍‌ ଅତିକ୍ରମ କରି ସାରିଛି ତୃତୀୟ ଲହର । ଏବେ ମାତ୍ର ୧ ପ୍ରତିଶତ ଆକ୍ରାନ୍ତ ହସ୍ପିଟାଲରେ ହେଉଛନ୍ତି ଚିକିତ୍ସିତ । ଚିନ୍ତାଜନକ ସ୍ଥିତି ନଥିବା ସ୍ପଷ୍ଟ କଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ।

6. କିଛି ଆକ୍ରାନ୍ତଙ୍କ ଶରୀରରେ ୭ ମାସ ପର୍ଯ୍ୟନ୍ତ ରହୁଛି କୋଭିଡ଼ ଭାଇରସ: ରିପୋର୍ଟ

ବ୍ରାଜିଲର ଏକ ରିପୋର୍ଟରୁ ଜଣାପଡ଼ିଛି ଯେ କୋରୋନାରେ ଆକ୍ରାନ୍ତ ହେବା ପରେ ପ୍ରାୟ ୭ ମାସ ପର୍ଯ୍ୟନ୍ତ ଭାଇରସ ଶରୀରରେ ଜୀବିତ ରହୁଛି ।

7. ଅମୃତସର-ଇଷ୍ଟରୁ ନାମାଙ୍କନ ଭରିଲେ ସିଦ୍ଧୁ

ଅମୃତସର-ଇଷ୍ଟ ବିଧାନସଭା ଆସନରୁ ନାମାଙ୍କନ ଭରିଲେ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜ୍ୟୋତ ସିଂ ସିଦ୍ଧୁ । ମୁଖ୍ୟ ପ୍ରତିଦ୍ବନ୍ଦୀ ହେବେ ଅକାଳୀ ଦଳର ବରିଷ୍ଠ ନେତା ବିକ୍ରମ ସିଂ ମନଜିତିଆ ।

8. ୨୦୧୯ ମାହାଙ୍ଗା ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ ଆଜୀବନ ଦଣ୍ଡାଦେଶ

କଟକ ମାହାଙ୍ଗାରେ ୪ ବର୍ଷର ନାବାଳିକା ଦୁଷ୍କର୍ମ ମାମଲାର ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଅଦାଲତ ।

9. Odisha Open: ପରାସ୍ତ ହେଲେ ଓଡ଼ିଆ ଝିଅ ଶ୍ବେତପର୍ଣ୍ଣା ପଣ୍ଡା

ଓଡି଼ଶା ଓପନରେ ଶେଷ ହୋଇଛି ଓଡି଼ଶା ଅଭିଯାନ । BWF ସୁପର ୧୦୦ ବ୍ୟାଡ୍‌ମିଣ୍ଟନ ସେମିଫାଇନାଲ ପରାସ୍ତ ହୋଇଛନ୍ତି ଓଡ଼ିଆ ଝିଅ ଶ୍ବେତପର୍ଣ୍ଣା ପଣ୍ଡା ।

10. Adipurush ରଚିବ ଇତିହାସ: 15ଟି ଭାଷା ଓ 20 ହଜାର ସ୍କ୍ରିନରେ ରିଲିଜ୍ ହେବ ପ୍ରଭାସଙ୍କ ଫିଲ୍ମ

ପ୍ରଭାସ, ସୈଫ ଅଲୀ ଖାନ, କ୍ରିତି ସାନନ ଏବଂ ସନ୍ନି ସିଂଙ୍କ ଅଭିନୀତ ଚଳଚ୍ଚିତ୍ର ଆଦିପୁରୁଷ ଏକ ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛି । ଭାରତୀୟ ଭାଷା ଏବଂ ଇଂରାଜୀ ବ୍ୟତୀତ ଇଣ୍ଡୋନେସିଆ, ଶ୍ରୀଲଙ୍କା, ଜାପାନ ଏବଂ ଚୀନ୍‌ର ବିଭିନ୍ନ ଭାଷାରେ ଏହି ଚଳଚ୍ଚିତ୍ରକୁ ସାରା ବିଶ୍ୱରେ ମୁକ୍ତ କରିବା ପାଇଁ ପ୍ରସ୍ତୁତି ଚାଲିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.