ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - TOP NEWS AT 5PM

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 19, 2021, 5:12 PM IST

1. Mamita Missing Mystry: ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବାସଭବନ ଉପରେ ଅଣ୍ଡାମାଡ

ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ବରେ ପ୍ରାୟ ୨୦ରୁ ୩୦ କଂଗ୍ରେସ କର୍ମୀ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସରକାରୀ ବାସଭବନ ଉପରକୁ ଅଣ୍ଡା ମାଡ଼ କରିଛନ୍ତି ।

2. ଶିକ୍ଷୟିତ୍ରୀ ମମିତା ମେହେର ମିସିଂ ମିଷ୍ଟ୍ରି: କ୍ୟାପଟେନଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ବହୁ ଚର୍ଚ୍ଚିତ ମମିତା ମେହେର ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛି କଂଗ୍ରେସ । ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବି କରି କଂଗ୍ରେସ ।

3. ଦେବଭୂମିରେ ବର୍ଷା ତାଣ୍ଡବ, 48 ଘଣ୍ଟାରେ ୨୩ ମୃତ

ଦିନରୁ ଲଗାଣ ବର୍ଷା ଯୋଗୁଁ ଉତ୍ତରାଖଣ୍ଡରେ ବନ୍ୟା ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଗତ ୪୮ ଘଣ୍ଟା ମଧ୍ୟରେ ବର୍ଷା କାରଣରୁ ୨୩ ଜଣଙ୍କ ଜୀବନ ଯାଇସାରିଲାଣି । କେବଳ କୁମାଉଁରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି ।

4. ମମିତା ମେହେର ମିସିଂ ମିଷ୍ଟ୍ରି: ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବାସଭବନରେ ବଢିଲା ସୁରକ୍ଷା

କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ନିଖୋଜ ଘଟଣାରେ ବଢୁଛି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଡୁଆ । ରାଜଧାନୀର ସରକାରୀ ବାସଭବନରେ ସୁରକ୍ଷା କଡାକଡି କଲା କମିଶନରେଟ ପୋଲିସ ।

5. ୨ଦିନ ପରେ ଏକାଦଶ ଶ୍ରେଣୀରେ ପାଠପଢା, ଶୁଣନ୍ତୁ ଛାତ୍ରୀଙ୍କ ପ୍ରତିକ୍ରିୟା

ଆସନ୍ତା 21 ତାରିଖରୁ ଅର୍ଥାତ ଦୁଇ ଦିନ ପରେ ଆରମ୍ଭ ହେବ ଏକାଦଶ ଓ ୨୫ରେ ଖୋଲିବ ଅଷ୍ଟମ କ୍ଲାସ । ଉତ୍ସାହ ଓ ଆଶଙ୍କା ମଧ୍ୟରେ ଛାତ୍ରଛାତ୍ରୀ । କୋଭିଡ SOP କଡାକଡି ଅନୁପାଳନ ହେବା ନେଇ ଗୁରୁତ୍ବ ଦେବାକୁ ଅଭିଭାବକଙ୍କ ମତ ।

6. ମମିତା ମିସିଂ ମିଷ୍ଟ୍ରି: ଗୋବିନ୍ଦ ସାହୁଙ୍କୁ ଧରାଇଦେଲେ ମିଳିବ 1 ଲକ୍ଷ

କଳାହାଣ୍ଡି ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ମାମଲା । ଫେରାର ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୁଣ୍ଡରେ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲା ବଲାଙ୍ଗୀର ପୋଲିସ ।

7. ପ୍ରିୟଙ୍କାଙ୍କ ବଡ ଘୋଷଣା, ଉତ୍ତରପ୍ରଦେଶରେ ୪୦% ମହିଳାଙ୍କୁ ଟିକେଟ ଦେବ କଂଗ୍ରେସ

ୟୁପି ବିଧାନସଭା ନିର୍ବାଚନରେ କଂଗ୍ରେସ ଖେଳିବାକୁ ଯାଉଛି ମହିଳା କାର୍ଡ । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ୪୦ ପ୍ରତିଶତ ମହିଳା ପ୍ରାର୍ଥୀଙ୍କୁ ନେଇ ମୈଦାନକୁ ଓହ୍ଲାଇବ କଂଗ୍ରେସ ।

8. ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ 618 କୋରାେନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 618 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 23 ହଜାର 398ରେ ପହଞ୍ଚିଲା ।

9. ପୁରୀ ସମୁଦ୍ରରେ ବୁଡିଗଲେ ୬ବଙ୍ଗୀୟ ପର୍ଯ୍ୟଟକ: ୪ ଉଦ୍ଧାର, ଜଣେ ମୃତ

ପୁରୀ ସମୁଦ୍ର ସ୍ନାନବେଳେ ଅଘଟଣ । ବୁଡିଗଲେ 6 ବଙ୍ଗୀୟ ପର୍ଯ୍ୟଟକ । ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଅନ୍ୟ ୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସେହିପରି ଏବେ ମଧ୍ୟ ଅନ୍ୟ ଜଣେ ପର୍ଯ୍ୟଟକ ନିଖୋଜ ଥିବା ସୂଚନା ।

10. ଧୋନିଙ୍କ ବିନା ଚେନ୍ନାଇ ସୁପରକିଙ୍ଗ୍ସର ପରିକଳ୍ପନା ଅସମ୍ଭବ: ଏନ୍‌ ଶ୍ରୀନିବାସନ

ମହେନ୍ଦ୍ର ସିଂହ ଧୋନିଙ୍କ ବିନା ଚେନ୍ନାଇ ସୁପର କିଙ୍ଗ୍ସର ପରିକଳ୍ପନା କରାଯାଇ ନପାରେ, ଏହା କହିଛନ୍ତି ଇଣ୍ଡିଆ ସିମେଣ୍ଟ୍‌ସ ଲିମିଟେଡ୍‌(ICL) ର ଉପ-ସଭାପତି ତଥା ମ୍ୟାନେଜିଂ ଡାଇରେକ୍ଟର ଏନ ଶ୍ରୀନିବାସନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.