ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Sep 28, 2021, 5:18 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.କୋଭିଡ୍ ମୃତକଙ୍କ ପରିବାରକୁ 50 ହଜାର ସହାୟତା, ସମସ୍ତ ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର

କୋଭିଡ ମୃତକଙ୍କ ପରିବାରକୁ ମିଳିବ 50 ହଜାର ଟଙ୍କାର ଅନୁକମ୍ପା ରାଶି । ସମସ୍ତ ରାଜ୍ୟକୁ ଚିଠି ଲେଖି ନିର୍ଦ୍ଦେଶ ଦେଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।

2.ପଞ୍ଜାବ କଂଗ୍ରେସ ମୁଖ୍ୟ ପଦ ଛାଡିଲେ ସିଦ୍ଧୁ, କଣ କହିଲେ କ୍ୟାପ୍ଟେନ ?

ସିଦ୍ଧୁଙ୍କ ଇସ୍ତଫା ନେଇ ବୟାନ ଦେଇଛନ୍ତି ଦିଲ୍ଲୀ ଗସ୍ତରେ ଥିବା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ । ସିଦ୍ଧୁ ଜଣେ ସ୍ଥିର ବ୍ୟକ୍ତି ନୁହଁନ୍ତି ।

3.ଦିଲ୍ଲୀରେ କ୍ୟାପ୍ଟେନ ଅମରିନ୍ଦର, ବିଜେପି ନେତାଙ୍କୁ କରିବେ ସାକ୍ଷାତ !

ଆସନ୍ତା ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ ରାଜନୀତି ତୀବ୍ର ବେଗରେ ବଦଳିବାରେ ଲାଗିଛି ।

4.ପଞ୍ଜାବ କଂଗ୍ରେସରେ ଭୂକମ୍ପ, ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ

ପଞ୍ଜାବ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେଲେ ନବଜୋତ ସିଂ ସିଦ୍ଧୁ । ପିସିସି ମୁଖ୍ୟ ହେବା ପରେ କ୍ୟାପଟେନଙ୍କ ସହ ହୋଇଥିଲା ବିବାଦ ।

5.IPL2021: ଟସ୍‌ ଜିତିଲେ ମୋର୍ଗାନ, ଦିଲ୍ଲୀକୁ ବ୍ୟାଟିଂ ଆମନ୍ତ୍ରଣ

ଟସ୍‌ ଜିତି KKR କ୍ୟାପଟେନ ଇଆନ ମୋର୍ଗାନ ପ୍ରଥମେ ବୋଲିଂ ନିଷ୍ପତ୍ତି । ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ।

6.Pipili Bypoll: ବୁଥରେ ପହଞ୍ଚିଲେ ପୁଲିଂ ପାର୍ଟି

ରାତି ପାହିଲେ ବହୁ ପ୍ରତୀକ୍ଷିତ ପିପିଲି ଉପନିର୍ବାଚନ । ମତଦାନ କେନ୍ଦ୍ର ଅଭିମୁଖେ ପୁଲିଂ ପାର୍ଟି । ୩୪୮ଟି ବୁଥରେ ନିର୍ଦ୍ଧାରଣ ହେବ 10 ପ୍ରାର୍ଥୀଙ୍କ ଭାଗ୍ଯ ।

7.3 ଲୋକସଭା, ୩୦ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା

ଅକ୍ଟୋବର ୩୦ରେ ଉପନିର୍ବାଚନ । ଘୋଷଣା କଲେ ନିର୍ବାଚନ କମିଶନର । ୩୦ ବିଧାନସଭା ଓ ୩ ଲୋକସଭା ଆସନ ପାଇଁ ଅନୁଷ୍ଠିତ ହେବ ଉପନିର୍ବାଚନ ।

8.ଝାଡ଼ଖଣ୍ଡର ଦ୍ବିତୀୟ ରାଜ୍ୟଭାଷା 'ଓଡ଼ିଆ'କୁ ଉପେକ୍ଷା, ଧାରଣା ଦେଲେ ଓଡ଼ିଆ ସମ୍ପ୍ରଦାୟ

ଝାଡ଼ଖଣ୍ଡର ଓଡ଼ିଆ ଭାଷାକୁ ମିଳିଥିଲା ଦ୍ବିତୀୟ ରାଜ୍ୟଭାଷାର ମାନ୍ୟତା । କିନ୍ତୁ ଏଠାରେ ରହୁଥିବା ଓଡ଼ିଆ ଭାଷାଭାଷୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ପଢାଯାଉନାହିଁ ଓଡ଼ିଆ ।

9.ଆସୁଛି ଆଉ ଏକ ଲଘୁଚାପ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

୨୪ ଘଣ୍ଟାରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା । ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ।

10.ଉରିରେ ଏନକାଉଣ୍ଟର: ଜଣେ ଆତଙ୍କୀ ସଫା, ଜଣେ ଗିରଫ

ଜମ୍ମୁକାଶ୍ମୀର ଉରିରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଜଣେ ପାକିସ୍ତାନ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଆଉ ଜଣଙ୍କୁ ଗିରଫ କରିଛନ୍ତି ଭାରତୀୟ ସେନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.