ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Aug 6, 2021, 5:00 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

୧.OSSC କେଳେଙ୍କାରୀର ବଡ଼ ଖୁଲାସା, 900 ଜଣଙ୍କ ପଲିସି କରିଛନ୍ତି ବିରଞ୍ଚିଙ୍କ ପତ୍ନୀ

କୋଟିପତି ପିଏସ ବିରଞ୍ଚୀ ସାହୁଙ୍କ ୪ ଦିନିଆ ରିମାଣ୍ଡ ସରିବା ପରେ କୋର୍ଟରେ ହାଜର କରିଛି ଭିଜିଲାନ୍ସ । ରିମାଣ୍ଡ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟର ଗୁମର ଖୋଲିଛନ୍ତି ବିରଞ୍ଚି। ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚବେଳେ ମିଳିଥିଲା ଇନସ୍ୟୁରାନ୍ସ ଲିଙ୍କ।

୨.ମ୍ୟାଚ ହାରିଛ ମନ ଜିତିଛ କହିଲେ ନବୀନ, ଧନ୍ୟବାଦ ଦେଲେ ମହିଳା ହକି ଟିମ୍ ଅଧିନାୟିକା

ଅଗଷ୍ଟ ୧୭ ତାରିଖ ଦିନ ମହିଳା ହକି ଟିମକୁ ଓଡ଼ିଶାକୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଲମ୍ପିକ୍ ଗେମ୍ସରେ ଭାରତୀୟ ଦଳ ଗ୍ରେଟ ବ୍ରିଟେନଠାରୁ ୪-୩ ଗୋଲରେ ପରାଜିତ ହୋଇଛି ଦଳ । ଏହାକୁ ନେଇ ସେମାନଙ୍କୁ ସାନ୍ତ୍ବନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

୩.ସଂସଦରେ ଓଡିଶାକୁ 'ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା' ଦାବି କଲା ବିଜେଡି

ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦିଆଯାଉ ବୋଲି ରାଜ୍ୟସଭାରେ ଦାବି କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ।

୪.ପରାଜୟ ପରେ ଜାତୀୟ ମହିଳା ହକି ଦଳ ସହ କଥା ହେଲେ ମୋଦି

ଟୋକିଓ ଅଲମ୍ପିକ ଗେମ୍ସରେ ଗ୍ରେଟ ବ୍ରିଟେନ ବିପକ୍ଷରେ କାଂସ୍ୟ ପଦକ ମ୍ୟାଚରେ ଭାରତୀୟ ମହିଳା ହକି ଦଳକୁ ପରାଜିତ ହେବାକୁ ପଡ଼ିଛି । ଦଳରେ ନିରାଶାର ମାହୋଲ ଥିବା ବେଳେ ସେମାନଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

୫.ମ୍ୟାଚ ହାରିଛ ମନ ଜିତିଛ କହିଲେ ନବୀନ, ଧନ୍ୟବାଦ ଦେଲେ ମହିଳା ହକି ଟିମ୍ ଅଧିନାୟିକା

୬.Tokyo Olympics: ସେମିରେ ହାରିଲେ ବଜରଙ୍ଗ, ବ୍ରୋଞ୍ଜ ପାଇଁ ହେବ ଲଢେଇ

ଟୋକିଓ ଅଲମ୍ପିକ କୁସ୍ତି ସେମିଫାଇନାଲରେ ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ପରାସ୍ତ ।

୭.ଶନିବାର ଓ ରବିବାର ବନ୍ଦ ରହିବ ନନ୍ଦନକାନନ

ଶନିବାର ଓ ରବିବାର ରାଜ୍ୟରେ ଜାରି ରହିବ ସପ୍ତାହାନ୍ତ ସଟଡାଉନ । କୋଭିଡ ସଂକ୍ରମଣରେ ରୋକ୍ ଲଗାଇବାକୁ ୨ ଦିନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ନନ୍ଦନକାନନ ।

୮.ପାରଳା ପ୍ୟାଲେସ ଘଟଣା ଭଳି ପରଦା ପଛରେ ରହିଯିବ କି ସୌମ୍ୟ ମୃତ୍ୟୁ ରହସ୍ୟ ?

ସୌମ୍ୟଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ 25ରୁ ଅଧିକ ଦିନ ବିତି ସାରିଛି, କିନ୍ତୁ ଟେର୍ ପାଉନି ପୋଲିସ । ଏହାକୁ ନେଇ ପାରଳାଖେମୁଣ୍ଡି ବିଧାୟକ ପ୍ରଶ୍ନ ଉଠାଇବା ସହ ସଠିକ ତଦନ୍ତର କରିଛନ୍ତି ଦାବି ।

୯.କଂଗ୍ରେସର ଅଭିଯୋଗ, ରାଜ୍ୟରେ ବନ୍ଦ ପଡିଛି 18 ହଜାର ଶିଳ୍ପ

ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ରାଜ୍ୟରେ 18 ହଜାର ଶିଳ୍ପ ବନ୍ଦ ହୋଇ ପଡ଼ିଥିବା କଂଗ୍ରେସ ଅଭିଯୋଗ କରିଛି ।

୧୦.ଧୋନିଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇଲା ଟ୍ବିଟର

କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ଟ୍ବିଟର ଆକାଉଣ୍ଟରୁ ହଟିଲା ବ୍ଲୁ ବ୍ୟାଚ୍‌ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.