ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

author img

By

Published : Jul 19, 2021, 5:02 PM IST

1.ACF ସୌମ୍ୟ ମା’ଙ୍କ ସଙ୍ଗୀନ ଅଭିଯୋଗ, ଏକବର୍ଷ ପାଇଁ ବିଦ୍ୟାଙ୍କ ସହ ହୋଇଥିଲା ଏଗ୍ରିମେଣ୍ଟ

ସନ୍ଦେହ ଘେରରେ ACF ସୌମ୍ୟଙ୍କ ମୃତ୍ୟୁ ମାମଲା । ବୋହୂର ସଂମ୍ପୃକ୍ତି ନେଇ ଅଭିଯୋଗ କଲେ ସୌମ୍ୟଙ୍କ ମା' ।

2.CBSE: ଆସନ୍ତାକାଲି ଦଶମ ପରୀକ୍ଷାଫଳ !

ମଙ୍ଗଳବାର ପ୍ରକାଶ ପାଇପାରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(CBSE) ଦଶମ ବୋର୍ଡ ପରୀକ୍ଷାଫଳ ।

3.ରାଜ୍ୟସଭାରେ ରଘୁନାଥଙ୍କୁ ଶ୍ରଦ୍ଧାଞ୍ଜଳି

ରାଜ୍ୟସଭା ଆରମ୍ଭ ହେବା କ୍ଷଣି ନିକଟରେ ପ୍ରାଣ ହରାଇଥିବା ଶିଳ୍ପୀଗୁରୁ ରଘୁନାଥ ମହାପାତ୍ରଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି ।

4.‘ଭୁଲ ମଡେଲ ପାଇଁ ବଢୁଛି ସଂକ୍ରମଣ, ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ମାନୁନାହାନ୍ତି କନେଷ୍ଟବଳ’

ରାଜ୍ୟରେ କ୍ରମାଗତ ଭାବେ ସଂକ୍ରମିତଙ୍କ ସଂଖ୍ୟା 2 ହଜାରରୁ ଅଧିକ ରହୁଛି । ତେବେ ଅନ୍ୟ ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିସାରିଥିବା ବେଳେ ରାଜଧାନୀରେ କାହିଁକି ନିୟନ୍ତ୍ରଣକୁ ଆସୁନି ସଂକ୍ରମଣ । ପ୍ରଶ୍ନ କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।

5.ଭେଙ୍କଟେଶ୍ବରଙ୍କୁ ୧.୮ କୋଟି ଟଙ୍କାର ସୁନା ଖଣ୍ଡା ଦାନ କଲେ ଭକ୍ତ

ହାଇଦ୍ରବାଦର ଏମ.ଏସ ପ୍ରସାଦ ନାମକ ଏହି ଭକ୍ତ ତିରୁପତି ମନ୍ଦିରରେ ଭଗବାନ ଭେଙ୍କେଟେଶ୍ବରଙ୍କୁ ୧.୮ କୋଟି ଟଙ୍କାର ଏକ ସୁନାଖଣ୍ଡା ଦାନ କରିଛନ୍ତି । ସୁନା ଖଣ୍ଡାର ଓଜନ ୬.୫ କିଲୋଗ୍ରାମ ରହିଛି ।

6.ଦେଶରେ 2.60 କୋଟିରୁ ଅଧିକ ଟିକା ମହଜୁଦ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ଦେଶରେ 2.60 କୋଟିରୁ ଅଧିକ ଟିକା ମହଜୁଦ ରହିଛି । ବିଭିନ୍ନ ରାଜ୍ୟ ସମେତ କେନ୍ଦ୍ରଶାସିତ ଅଞ୍ଚଳ ଓ ଘରୋଇ ମେଡିକାଲ ଗୁଡିକରେ ଟିକା ମହଜୁଦ ରହିଛି । ଏ-ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି ।

7.ଅଧାରେ ଅଟକିଛି ବଳଦେବଜୀଉ ମନ୍ଦିରର ବିକାଶ କାର୍ଯ୍ୟ

ଅଧାରେ ଅଟକିଛି ବଳଦେବଜୀଉ ମନ୍ଦିରର ବିକାଶ କାର୍ଯ୍ୟ । ଜନପ୍ରତିନିଧିଙ୍କ ଆନ୍ତରିକତା ଅଭାବରୁ ହୋଇପାରୁନି ବିକାଶ । 2019ରେ ମନ୍ଦିରର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ସାଢେ 10 କୋଟି ଟଙ୍କାର କରିଥିଲେ ଅନୁଦାନ ଘୋଷଣା ।

8.ସତ ହେଲା ଆକଳନ, ରାଜ୍ୟରେ କମିଛି ସଂକ୍ରମଣ

ରାଜ୍ୟରେ ସଂକ୍ରମଣ ଗ୍ରାଫ ତଳମୁହାଁ । ଯାହା ଆକଳନ କରାଯାଇଥିଲା ସେହି ଅନୁଯାୟୀ ସଂକ୍ରମିତଙ୍କ ସଂଖ୍ୟା କମୁଛି ବୋଲି କହିଛନ୍ତି ନିରଞ୍ଜନ ମିଶ୍ର ।

9.Tokyo Olympics: ଟିମ ଇଣ୍ଡିଆକୁ AIFFର ଶୁଭେଚ୍ଛା

ଆଗାଗୀ ଅଲମ୍ପିକ୍ସ ଖେଳ ପାଇଁ ଭାରତୀୟ ଅଲମ୍ପିକ ଟିମକୁ ସୋମବାର ଶୁଭେଚ୍ଛା ଜଣାଇଛି ସର୍ବଭାରତୀୟ ଫୁଟବଲ ମହସଂଘ(AIFF) ।

10.ଆମେରିକୀୟ ଟେନିସ ଷ୍ଟାର କୋକୋଙ୍କୁ COVID, ଅଲମ୍ପିକ୍ସରୁ ଓହରିଲେ

ଆମେରିକୀୟ ଟେନିସ ଷ୍ଟାର କୋକୋ ଗୌଫ୍‌ଙ୍କ COVID-19 ରିପୋର୍ଟ ପଜିଟିଭ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.