ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jun 18, 2021, 5:07 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

1.ଅଗଷ୍ଟ ଦ୍ବିତୀୟ ସପ୍ତାହରେ ଯୁକ୍ତ 2 ପରୀକ୍ଷା ଫଳ

କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ର, ଶିକ୍ଷକ ଏବଂ ଅଭିଭାବକଙ୍କ ସ୍ବାସ୍ଥ୍ୟ ଏବଂ ସୁରକ୍ଷା ସମସ୍ୟାକୁ ଦୃଷ୍ଟିରେ ରଖି ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷାକୁ ବାତିଲ କରାଯାଇଛି।

2.ରଥଯାତ୍ରା ପାଇଁ 4 ଥର କୋଭିଡ ପରୀକ୍ଷା

କୋଭିଡ ଗାଇଡ଼ଲାଇନ ଅନୁଯାୟୀ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରାକୁ ଆୟୋଜନ ନେଇ ଏକ ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ନିଷ୍ପତ୍ତି ଅନୁଯାୟୀ ରଥଯାତ୍ରା ପାଇଁ 4 ଥର କୋଭିଡ ପରୀକ୍ଷା କରାଯିବ ।

3.ଦିଲ୍ଲୀ ଦଙ୍ଗା: ଅଭିଯୁକ୍ତଙ୍କ ଜାମିନ ରଦ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ପ୍ରତ୍ୟାଖ୍ୟାନ

ଦିଲ୍ଲୀ ଦଙ୍ଗାରେ 3 ଅଭିଯୁକ୍ତଙ୍କ ଜାମିନ ରଦ୍ଦ ଦାବି ମାମଲା । ଜାମିନ ରଦ୍ଦ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ ।

4.ବାବା କା ଢାବା ମାଲିକ କାନ୍ତା ପ୍ରସାଦଙ୍କ ଆତ୍ମହତ୍ୟା ଉଦ୍ୟମ, ହସ୍ପିଟାଲରେ ଭର୍ତ୍ତି

ବହୁଚର୍ଚ୍ଚତ ବାବା କା ଢାବା ମାଲିକ କାନ୍ତା ପ୍ରସାଦଙ୍କୁ ହସ୍ପିଟାଲରେ କରାଯାଇଛି ଭର୍ତ୍ତି । କାନ୍ତା ପ୍ରସାଦ ଆତ୍ମହତ୍ୟା ଉଦ୍ୟମ କରିଥିବା କହିଛି ପୋଲିସ ।

5.ଚପାଯାଉଛି କୋଭିଡ ମୃତ୍ୟୁସଂଖ୍ୟା, ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ରାଜ୍ୟସରକାର ନିଜର ଭାବମୂର୍ତ୍ତି ବଞ୍ଚାଇବାକୁ ମୃତ୍ୟୁସଂଖ୍ୟା ଚାପି ଦେଉଥିବା ଅଭିଯୋଗ କରିଛନ୍ତି ଆଇନଜୀବୀ ନିଶିକାନ୍ତ ମିଶ୍ର । ଏ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜ୍ଜୁ ହୋଇଛି ।

6.କଲେକ୍ସନ ଏଜେଣ୍ଟଙ୍କୁ ଲୁଟୁଥିବା ଦୁଇ ଲୁଟେରା ଗିରଫ

ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ମାରଣାସ୍ତ୍ର, ବାଇକ ଓ ନଗଦ ଟଙ୍କା ଜବତ କରିଛି ବାଲେଶ୍ଵର ସଦର ଥାନା ପୋଲିସ ।

7.ବ୍ୟାଙ୍କ ସିକ୍ୟୁରିଟି ସିଷ୍ଟମ ଭାଙ୍ଗିଲେ ଚୋର, ରାଜଧାନୀ ଉପକଣ୍ଠରେ ବ୍ୟାଙ୍କ ଲୁଟ ଉଦ୍ୟମ

ଦିନ ଦ୍ବିପହରରେ ବ୍ୟାଙ୍କ ସିକ୍ୟୁରିଟି ସିଷ୍ଟମ ଭାଙ୍ଗି ଲୁଟ ଉଦ୍ୟମ କଲେ ଦୁର୍ବୃର୍ତ୍ତ । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ମଝିଗରା ଛକ ନିକଟ ଲକ୍ଷ୍ମୀବିଳାସ ବ୍ୟାଙ୍କରୁ ଲୁଟ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ ।

8.କୁନି ପୁଅର ପ୍ରଥମ ଝଲକ ଦେଖାଇଲେ ନୀତି ମୋହନ

ନିକଟରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ବଲିଉଡର ପପୁଲାର ଗାୟିକା ନୀତି ମୋହନ । ଯାହାକୁ ନେଇ ତାଙ୍କ ପରିବାରରେ ଖୁସିର ଲହରୀ । ବର୍ତ୍ତମାନ ନୀତି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରଶଂସକଙ୍କ ସହ ପୁଅର ପ୍ରଥମ ଝଲକ ସେୟାର କରିବା ସହ ପୁଅର ନାଁ ମଧ୍ୟ ପ୍ରକାଶ କରିଛନ୍ତି ।

9.ଟୋକିଓ ଅଲମ୍ପିକ୍ସରେ IOAର ପ୍ରାୟୋଜକ JSW ଗ୍ରୁପ୍‌

ଟୋକିଓ 2020 ଅଲମ୍ପିକ୍ସ ଗେମ୍ସ ପାଇଁ JSW ଗ୍ରୁପ IOAର ପ୍ରାୟୋଜକ ହୋଇଛି ।

10.WTC ଫାଇନାଲ: ସାଉଥାମ୍ପଟନରେ ବର୍ଷା ଜାରି, ପଡିଆରେ ମ୍ୟାଚ ଅଧିକାରୀ

ସ୍ଥାନୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ସାଉଥାମ୍ପଟନରେ ସଂପୂର୍ଣ୍ଣ 5 ଦିନ ପାଗ ମେଘୁଆ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.