ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 15, 2021, 5:25 PM IST

1.ଚାଷୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା, ଆରମ୍ଭ ହେଲା କୃଷକ ତାଲିକା ରାଜନୀତି

ଭୂମିହୀନ ଓ ଭାଗଚାଷୀଙ୍କୁ ପିଏମ-କିଷାନରେ ଅନ୍ତର୍ଭୁକ୍ତ କରିବାକୁ ରାଜ୍ୟ ଦାବି କରୁଥିବା ବେଳେ ତାଲିକା ମାଗିଛି କେନ୍ଦ୍ର । ସେପଟେ ଉଭୟ ସରକାର ଚାଷୀଙ୍କୁ ନେଇ ରାଜନୀତି ନକରିବା ଲାଗି କହିଛି କଂଗ୍ରେସ

2.କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି; ରାଜ୍ୟର ୧୫ ଜିଲ୍ଲାରେ ୧୯ଟି ଅକ୍ସିଜେନ୍ ପ୍ଲାଣ୍ଟ ଦାବି

ଓଡ଼ିଶାର ୧୫ଟି ଜିଲ୍ଲାରେ ଅତିରିକ୍ତ ୧୯ଟି ପିଏସଏ ମେଡ଼ିକାଲ ଅକ୍ସିଜେନ ପ୍ଲାଣ୍ଟ ବ୍ୟବସ୍ଥା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ ।

3.ଲକଡାଉନ ବେଳେ ଯିବା ପାଇଁ ଅନୁମତି, ଏହି ଲିଙ୍କରେ କରନ୍ତୁ ରେଜିଷ୍ଟ୍ରେସନ

ଟ୍ବିନିସିଟିରେ ଆଇଟି କିମ୍ବା ବ୍ୟାଙ୍କିଙ୍ଗ୍ ଓ ଅନ୍ୟାନ୍ୟ ଘରୋଇ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଇ-ରେଜିଷ୍ଟ୍ରେସନ ଜରିଆରେ ମିଳିବ ଅନୁମତି।

4.ତୌକତେ ତାଣ୍ଡବ: ବାୟୁସେନା ହେଲିକେପ୍ଟରରେ ଭୁବନେଶ୍ବରରୁ ଜାମନଗର ଗଲା NDRF ଟିମ

ବାତ୍ୟା ତୌକତେର ମୁକାବିଲା ପାଇଁ ଭୁବନେଶ୍ବରରୁ 126 ଜଣିଆ ଏନଡିଆରଏଫ ଟିମ ବାୟୁସେନାର ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ଜାମନଗର ଯାଇଛି ।

5.ଆଖି ଆଗରେ ଭାସିଗଲା ଦୁଇ ମହଲା ଘର, ଦେଖନ୍ତୁ...

ତାଣ୍ଡବ ରଚାଇବା ଆରମ୍ଭ କଲାଣି ବାତ୍ୟା ତୌକତେ । ଯାହାର ପ୍ରଭାବରେ ଭାସିଗଲା ଦୁଇ ମହଲା ବିଶିଷ୍ଟ ଘର।

6.ସୀମାରେ ମାଓ ସ୍ଥିତିର ସମୀକ୍ଷା କଲେ ଡିଜିପି ଅଭୟ

ଜିଲ୍ଲା ଶେଷ ସୀମା ମୋଟୁରେ ପହଞ୍ଚିଲେ ପୋଲିସ ମହା ନିର୍ଦ୍ଦେଶକ ଅଭୟ । ପୋଲିସ ଓ ବିଏସଏଫର ବରିଷ୍ଟ ଅଧିକାରୀଙ୍କ ସହ ମାଓଦମନ ନେଇ କଲେ ସମୀକ୍ଷା ।

7.ଆସନ୍ତା 28ରେ ଜିଏସଟି ପରିଷଦର ଭର୍ଚୁଆଲ ବୈଠକ

ଆସନ୍ତା 28 ରେ ହେବ ଜିଏସଟି ପରିଷଦର 43 ତମ ବୈଠକ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।

8.ରବିବାର ଠୁ ମେ 30 ଯାଏଁ ପଶ୍ଚିମବଙ୍ଗରେ ଲକଡାଉନ

ରବିବାର ଠାରୁ ପଶ୍ଚିମବଙ୍ଗରେ ଲକଡାଉନ । ରାଜ୍ୟରେ ଅଣାୟତ୍ତ କୋରୋନା ସ୍ଥିତି ନେଇ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କଲେ ମମତା ସରକାର ।

9.କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ପିଏମ୍ କେୟାର ଫଣ୍ଡ ବ୍ୟବହାର କରିବାକୁ ସୁପ୍ରିମକୋର୍ଟରେ ପିଟିସନ

ଜିଲ୍ଲା ମେଡିକାଲ ଗୁଡିକରେ ସମସ୍ତ ଅତ୍ୟାବଶ୍ୟକ ଚିକିତ୍ସା ଉପକରଣ ଉପଲବ୍ଧ କରିବା ପାଇଁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ବ୍ୟବହାର କରିବାକୁ ସୁପ୍ରିମକୋର୍ଟରେ ପିଟିସନ ଦାଖଲ ।

10. ବିଏମସିକୁ 50 ଅକ୍ସିଜେନ କନସେନଟ୍ରେରର ଦାନ କଲେ ବିଗ୍ ବି

ଅମିତାଭ ବଚ୍ଚନଙ୍କ ମହାନତା । କୋରୋନା ସଙ୍କଟ ସହ ଲଢିବା ପାଇଁ ଦାନ କରିବାରେ ଲାଗିଛନ୍ତି ଅଭିନେତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.