ETV Bharat / bharat

Top News AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Oct 17, 2022, 3:22 PM IST

ନଜର ପକାନ୍ତୁ NEWS AT 3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

Top News AT 3PM : ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. Odisha Investors Meet: ସମ୍ମିଳନୀ ପୂର୍ବରୁ 37 ପୁଞ୍ଜିପତିଙ୍କ ସହ ଆଲୋଚନା କରୁଛନ୍ତି ନବୀନ

ଆଜି ସନ୍ଧ୍ୟାରେ ହାଇଦ୍ରାବାଦରେ ଅନୁଷ୍ଠିତ ହେବ ଓଡି଼ଶା ଇନଭେଷ୍ଟର୍ସ ମିଟ । ଏହାପୂର୍ବରୁ ଓଡିଶାରେ ଶିଳ୍ପ ପ୍ରତିଷ୍ଠା ନେଇ ହାଇଦ୍ରାବାଦରେ ନିବେଶକଙ୍କ ସହ ସିଧାସଳଖ ଅର୍ଥାତ ୱାନ ଟୁ ୱାନ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ

୨. Congress President Poll: କିଏ ହେବେ ସଭାପତି, ରାଜ୍ୟରେ ଚାଲିଛି ଭୋଟିଂ

AICC ଅଧ୍ୟକ୍ଷ ପଦ ଲାଗି ଓଡ଼ିଶାରେ ମତଦାନ ପ୍ରକ୍ରିୟା ଜାରି ରହିଛି । କିଏ ହେବ କଂଗ୍ରେସର ହାଇକମାଣ୍ଡ ବାଛୁଛନ୍ତି କଂଗ୍ରେସ ନେତା

୩. ଗଛରେ ପିଟି ହେଲା ଆମ୍ବୁଲାନ୍ସ, 2 ମୃତ

କଳାହାଣ୍ଡି ଜିଲ୍ଲା ମହିଚଳା ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଆମ୍ବୁଲାନ୍ସ ଦୁର୍ଘଟଣା ଘଟି ଦୁଇଜଣଙ୍କ ମୃତ୍ୟୁ ହୋଇଛି

୪. ଗ୍ରାମକୁ ଦୋଷ ଲାଗିଥିବାରୁ ଗଡୁଛି ମୁଣ୍ଡ ! ପ୍ରତିକାର ପାଇଁ ଘୁଷୁରୀ ବଳି

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖଣ୍ଡିଆଗୁଡା ଗ୍ରାମରେ ସୀମା ଲଂଘୁଛି ଅନ୍ଧ ବିଶ୍ବାସ । ଲୋକଙ୍କ ମୃତ୍ୟୁ ଘଟିବା ଯୋଗୁଁ ଗ୍ରାମଦେବୀଙ୍କୁ ସନ୍ତୁଷ୍ଟ ପାଇଁ ଘୁଷୁରୀ ବଳି

୫. UK PM crisis: ସଙ୍କଟରେ ଲିଜ ଟ୍ରସଙ୍କ ଗାଦି, କମବ୍ୟାକ କରିବେ କି ସୁନକ

ସଙ୍କଟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଗାଦି । ଟ୍ରସଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଥିବା ଋଷି ସୁନକଙ୍କ ହାତରେ କ୍ଷମତା ଦେବା ଲାଗି ଦଳ ଭିତରେ ଆଲୋଚନା ହେଉଛି । ସୁନକଙ୍କ ସପକ୍ଷରେ ବାଜି ମଧ୍ୟ ଲାଗିଛି

୬. କଟକରେ ତାଲିବାନୀ ଶାସନ ! ଯୁବକଙ୍କୁ ସ୍କୁଟିରେ ବାନ୍ଧି 6 କିମି ଦୌଡାଇଲେ, 2 ଅଟକ

କଟକରେ ତାଲିବାନୀ ଶାସନର ନଗ୍ନ ନମୁନା । ଯୁବକଙ୍କୁ ଦୌଡ଼ିରେ ବାନ୍ଧି ୬ କେଲୋମିଟର ଦୌଡାଇଲେ ଦୁର୍ବୃତ୍ତ

୭. ବ୍ୟବସାୟୀଙ୍କ ବଡ ହୃଦୟ, କର୍ମଚାରୀଙ୍କୁ କାର୍‌ ଓ ବାଇକ ଦେଲେ ଦୀପାବଳି ଉପହାର

ତାମିଲନାଡୁର ଜଣେ ବ୍ୟବସାୟୀ ତାଙ୍କ କମ୍ପାନୀ ଷ୍ଟାଫଙ୍କୁ ଦୀପାବଳି ଗିଫ୍ଟ ଆକାରରେ ଦେଇଛନ୍ତି ଦାମୀ କାର୍‌ ଓ ବାଇକ । ଯାହାର ମୂଲ୍ୟ ପାଖାପାଖି 12 କୋଟି ଟଙ୍କା ହେବ

୮. ଚମ୍ବଲ ନଦୀରେ ବୁଡିଗଲା ଡଙ୍ଗା, 4 ମୃତ

ମଧ୍ୟପ୍ରଦେଶ ଚମ୍ବଲ ନଦୀରେ ଅଘଟଣ ଘଟିଛି । ଡଙ୍ଗା ବୁଡି ଯିବାକୁ 4ଜଣଙ୍କ ଜୀବନ ଚାଲି ଯାଇଛି

୯. ATMରୁ ଚୁଟ୍‌କିରେ ବାହାରିବ ଇଡଲି-ସାମ୍ବର, ଜାଣନ୍ତୁ କେଉଁଠି ମିଳିବ ଏହି ସୁବିଧା

କର୍ଣ୍ଣାଟକରେ ଏଟିଏମ ମେସିନ ସାହାଯ୍ୟରେ ପାଣି ଓ ଚାଉଳ ମିିଳିବା ପରେ ଉପଲବ୍ଧ ହେବ ଇଡଲି ଓ ସାମ୍ବର । ଅତି ସ୍ବଳ୍ପ ସମୟରେ 24x7 ମିଳିବ ଖାଦ୍ୟ

୧୦. ଇରାନ ହିଜାବ ବିରୋଧି ଆନ୍ଦୋଳନକୁ ସମର୍ଥନ କଲେ ଉର୍ବଶୀ ରୌତେଲା, କାଟିଲେ ନିଜ କେଶ

ଇରାନରେ ଆରମ୍ଭ ହୋଇଥିବା ହିଜାବ ଲଢେଇରେ ମହିଳାଙ୍କୁ ସମର୍ଥନ କରିବାକୁ ଉର୍ବଶୀ ରୌତେଲା ଆଗକୁ ଆସିଛନ୍ତି । ଏଥିପାଇଁ ଅଭିନେତ୍ରୀ ନିଜ କେଶ କାଟିଛନ୍ତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.