ETV Bharat / bharat

TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 28, 2022, 3:05 PM IST

ନଜର ପକାନ୍ତୁ NEWS AT 3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. Congress President election: ନାମାଙ୍କନ ଫର୍ମ ନେଲେ ପୂର୍ବତନ ରେଳମନ୍ତ୍ରୀ ପଓ୍ବନ ବଂଶଲ

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବ୍ବୀତା କରିପାରନ୍ତି ଦଳର ବରିଷ୍ଠ ନେତା ପଓ୍ବନ ବଂଶଲ (senior congress leader pawan bansal)। ନାମାଙ୍କନ ପତ୍ର ଆଣି ସାରିଥିବା ଚର୍ଚ୍ଚା

୨. ଖୁବଶୀଘ୍ର ଆସିବ ନୂଆ ଆପାର୍ଟମେଣ୍ଟ ଓନରସିପ୍‌ ଆକ୍ଟ

ରାଜ୍ୟରେ ନୂଆ ଆପାର୍ଟମେଣ୍ଟ ଓନରସିପ ଆକ୍ଟ ପ୍ରଣୟନ ହେବ । ଆପାର୍ଟମେଣ୍ଟ ଫ୍ଲାଟ ବୁକିଂ ପାଇଁ ସଂଶୋଧିତ ଫ୍ଲାଟ ବୁକିଂ ଏଗ୍ରିମେଣ୍ଟର ଏକ ଫର୍ମାଟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଉପସ୍ଥାପନ କରାଯାଇଛି

୩. ଗଡକରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ହେବ ୮ ଲେନ୍‌

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଳାଶୁଣି ଛକ ସ୍ଥିତ ବ୍ରିଜର ସମ୍ପ୍ରସାରଣ କରିବା ପାଇଁ କଲେ ଅନୁରୋଧ

୪. ସାମ୍ନାକୁ ଆସିଲା ସାଂଘାତିକ ସତ, ଔଷଧ ନାଁରେ ବିଷ ଖାଉଛନ୍ତି କିଡନୀ ରୋଗୀ !

ରାଜ୍ୟ ସରକାର କିଡନୀ ଜନିତ ରୋଗୀଙ୍କୁ ନିଷିଦ୍ଧ ଔଷଧ ଯୋଗାଉଥିବା ଅଭିଯୋଗ କରି ଭୁବନେଶ୍ବର ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ଶହଶହ କିଡନୀ ରୋଗୀ ଏବଂ ସମ୍ପର୍କୀୟ

୫. ଝଙ୍କଡବାସିନୀ ମା' ଶାରଳାଙ୍କ ଅଲୌକିକ ମହିମା, କୃପାକଲେ ମିଳେ ସୁଖ ଶାନ୍ତି

ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶକ୍ତିପୀଠ । ଦିନ କେଇଟା ପରେ ଧରାପୃଷ୍ଠକୁ ଓହ୍ଲାଇ ଆସିବେ ଜଗତଜନନୀ । ସମସ୍ତ ଶକ୍ତିପୀଠରେ ମା'ଙ୍କ ସ୍ବତନ୍ତ୍ର ପୂଜା ଜାରି ରହିିଛି

୬. NASA Moon Rocket Back: ପୁଣି ଥରେ ଆର୍ଟେମିସ ପରୀକ୍ଷଣ ସ୍ଥଗିତ

ପୁଣି ଥରେ ସ୍ଥଗିତ ରହିବ NASAର ବହୁ ପ୍ରତିକ୍ଷିତ ମୁନ୍ ରକେଟ ଆର୍ଟେମିସର ପରୀକ୍ଷଣ(Artemis-1 moon rocket)

୭. ଆଗାମୀ ଦିନରେ ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ: ପ୍ରଦୀପ ପାଣିଗ୍ରାହୀ

ରାଜ୍ୟରେ ଆଗାମୀ ଦିନରେ ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ । ଏହିପରି କିଛି ପ୍ରତିକ୍ରିୟା ରଖିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

୮. Fasting in Navaratri: ସ୍ବାସ୍ଥ୍ୟ ସମସ୍ୟା ଏଡାଇବା ପାଇଁ ଏପରି କରନ୍ତୁ ବ୍ରତ ପାଳନ

ବେଶ୍ ନିଷ୍ଠାର ସହ ବିଭିନ୍ନ ସ୍ଥାନରେ ପାଳନ ହେଉଛି ମା'ଙ୍କ ନବରାତ୍ର ପୂଜା(Navaratri Puja) । ମା'ଙ୍କ ସାନିଧ୍ୟ ପାଇଁ ଅନେକ ଲୋକେ ବିଭିନ୍ନ ପ୍ରକାର ବ୍ରତ ବା ଉପବାସ ରଖୁଛନ୍ତି(Fasting in Navaratri)

୯. ଶୀଘ୍ର ନିବେଶ କରନ୍ତୁ ଓ ଯଥେଷ୍ଟ ସଞ୍ଚୟ କରନ୍ତୁ

ପ୍ରତ୍ୟେକ ପରିବାର ସୃଦୁଢ ଆର୍ଥିକ ସ୍ଥିତି ଚାହାନ୍ତି । ଏଥିପାଇଁ ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ଶିଖିବା ଉଚିତ୍ । ସର୍ବଦା ଦରମାର ଏକ ତୃତୀୟାଂଶ ସଞ୍ଚୟ ଓ ନିବେଶ କରିବା ଆବଶ୍ୟକ

୧୦. WhatsApp New Features: ହ୍ବାଟ୍ସଆପ୍‌ ୟୁଜର୍ସଙ୍କ ପାଇଁ ଖୁସି ଖବର, ଆସୁଛି ନୂଆ ଫିଚର୍ସ

ବ୍ୟବହାରକାରୀଙ୍କ ପାଇଁ ପ୍ରତି ଥର କିଛି ନା କିଛି ନୂଆ ଫିଚର୍ସ ଆଣିଥାଏ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍ । ଏଥର ମଧ୍ୟ ଏପରି କିଛି ଅଫର୍ ଆଣିଛି, ଯାହା ଆପଣଙ୍କୁ ଏକଦମ୍ ଖୁସି କରିଦେବ, ଜାଣନ୍ତୁ କଣ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.