ETV Bharat / bharat

TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 27, 2022, 3:50 PM IST

ନଜର ପକାନ୍ତୁ NEWS AT 3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. Ankita Bhandari Murder Case: ମୁଖ୍ୟ ଅଭିଯୁକ୍ତର ପୂର୍ବତନ ରିସୋର୍ଟ ମ୍ୟାନଜେରଙ୍କ ଚାଞ୍ଚଲ୍ୟକର ଖୁଲାସା

ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାରେ ଜାରି ରହିଛି ତଦନ୍ତ । ରିସୋର୍ଟରେ କଣ ଚାଲିଥିଲା ଜଣେ ପୂର୍ବତନ ମ୍ୟାନେଜରଙ୍କ ସହ କଥା ହୋଇଛି ଇଟିଭି ଭାରତ ଟିମ

2. Dada Saheb Phalke Award: ଆଶା ପାରେଖଙ୍କୁ ମିଳିବ ଦାଦାସାହେବ ଫାଲକେ ପୁରସ୍କାର

ଚଳିତ ବର୍ଷ ଭେଟେରାନ ଅଭିନେତ୍ରୀ ଆଶା ପାରେଖଙ୍କୁ ଦାଦାସାହେବ ଫାଲକେ (Dadasaheb Phalke Award 2022) ପୁରସ୍କାର ପ୍ରଦାନ କରାଯିବ

3. ମା' ଦୁର୍ଗାଙ୍କ ନିଆରା କିନ୍ନର ପୂଜକ ବୈଶାଳୀ

କୋଲକାତାରେ ମା’ ଦୁର୍ଗାଙ୍କ ପୂଜା କରୁଛନ୍ତି କିନ୍ନର ପୂଜକ । କହିଲେ ପିଲାବେଳୁ ଥିଲା ଆଧ୍ୟାତ୍ମିକତା ପ୍ରତି ଦୁର୍ବଳତା । ଏବେ ଭବାନୀପୁରର ଏକ ମନ୍ଦିରର ମୁଖ୍ୟ ପୂଜକ । ତଥାପି ସ୍ବାଭାବିକ ଭାବେ ଗ୍ରହଣ କରିପାରୁନି ସମାଜ

4. ଅଫିସରେ ବସି ମଦ ପିଉଛନ୍ତି RBSK ମ୍ୟାନେଜର, ଫଟୋ ଭାଇରାଲ

ଜିଲ୍ଲା ସ୍ୱାସ୍ଥ୍ୟବିଭାଗ କାର୍ଯ୍ୟାଳୟରେ ମଦ ପିଉଛନ୍ତି ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ ମ୍ୟାନେଜର, ସୋସିଆଲ ମିଡିଆରେ ଫଟୋ ଭାଇରାଲ

5. ପ୍ରଧାନଶିକ୍ଷକଙ୍କ ଦୁର୍ବ୍ୟବହାର, ବିଷ ପିଇ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ

ଛାତ୍ରୀଙ୍କୁ ର୍ଦୁବ୍ୟବହାର । ପ୍ରଧାନଶିକ୍ଷକ ଛାତ୍ରୀଙ୍କୁ ଖରାପ ଭାଷାରେ ଗାଳିଗୁଳଜ କରିବା ସହ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ମାନସିକ ଭାରସାମ୍ୟ ହରାଇ ଛାତ୍ରୀଜଣଙ୍କ ଆତ୍ମହତ୍ୟା କରିଛନ୍ତି

6. ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ

ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ। ଡାକ୍ତରଖାନାର ଔଷଧ ବିଭାଗରେ ନିଆଁ ଲାଗିବା ଯୋଗୁଁ ଲକ୍ଷାଧିକ ଟଙ୍କାର ଔଷଧ ପୋଡ଼ି ନଷ୍ଟ

7. କୃଷି କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ସହ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ: ସୁବ୍ରତ ବାଗଚୀ

ସର୍ବଭାରତୀୟ ମହାତ୍ମା ଗାନ୍ଧୀ ଜାତୀୟ ଫେଲୋଙ୍କୁ ନେଇ ୱାର୍ଲଡ଼ ସ୍କିଲ ସେଣ୍ଟରରେ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଛି । ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବିଷୟରେ ଅଲୋଚନା କରାଯାଇଛି

8. Samsung Credit card: ଭାରତରେ ସାମସଙ୍ଗର କ୍ରେଡିଟ କାର୍ଡ ସେବା ଆରମ୍ଭ

ଗ୍ରାହକଙ୍କୁ ଅତିରିକ୍ତ ଫାଇନାନ୍ସ ବିକଳ୍ପ ଯୋଗାଇବା ଉଦ୍ଦେଶ୍ୟରେ ସାମସଙ୍ଗ ଆକ୍ସିସ୍ ବ୍ୟାଙ୍କ ସହିତ ସହଭାଗୀ ହୋଇଛି । ଜାଣନ୍ତୁ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ କାର୍ଡଧାରୀ ପାଇବେ କେଉଁ ସୁବିଧା

9. କ୍ରେଡିଟ କାର୍ଡ ନା BNPL ? ଜାଣନ୍ତୁ କିଏ ଅଧିକ ଲାଭଦାୟକ

ବର୍ତ୍ତମାନ ଫ୍ଲିପକାର୍ଟ ବିଗ୍ ବିଲିୟନ ଡେ, ଦି ଗ୍ରେଟ ଇଣ୍ଡିଆଲ ଫେଷ୍ଟିଭାଲ ଭଳି ଫେଷ୍ଟିଭ ବିକ୍ରିୟ ଆରମ୍ଭ ହୋଇଯାଇଛି । ଇ-କମର୍ସ କମ୍ପାନୀଗୁଡିକ ଲୋଭନୀୟ ଅଫର ବର୍ଷା କରୁଛନ୍ତି

10. Leech Therapy: ଜୋକକୁ ନେଇ ବିରଳ ଥେରାପି, ଦୂର ହେବ ଆଣ୍ଠୁ ଗଣ୍ଠି ସମସ୍ୟା

ଯେଉଁ ଜୋକ ଚର୍ମକୁ ସ୍ପର୍ଶ କରିବା ଦ୍ବାରା ନାନା ସଂକ୍ରାମକ ହେବାର ଆଶଙ୍କା ଥାଏ ବୋଲି କୁହାଯାଏ, ସେହି ଜୋକ ଏବେ ଆଣ୍ଠୁଗଣ୍ଠି ରୋଗ(knee Treatment) ଦୂର କରିବ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.