ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 23, 2022, 3:00 PM IST

୧. Maharashtra Political Crisis: ସୁପ୍ରିମକୋର୍ଟ ପହଞ୍ଚିଲା ମହାରାଷ୍ଟ୍ର ବିବାଦ

ସୁପ୍ରିମକୋର୍ଟରେ ପହଞ୍ଚିଛି ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମାମଲା । ଏନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ ହୋଇଛି ।

୨. Presidential Election: ନବୀନଙ୍କ ସହ କଥା ହେଲେ ଜେପି ନଡ୍ଡା, ଓଡିଶାରୁ 2 ମନ୍ତ୍ରୀ ପ୍ରସ୍ତାବକ

ରାଷ୍ଟ୍ରପତି ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

୩. BJDର ସିଦ୍ଧାନ୍ତ ଓଡ଼ିଶାବାସୀଙ୍କ ସେବା: ଅମର ପଟ୍ଟନାୟକ

ନିର୍ବାଚନ ନୁହେଁ ଓଡ଼ିଶାବାସୀଙ୍କ ସେବା କରିବା ହେଉଛି ବିଜେଡ଼ିର ସିଦ୍ଧାନ୍ତ ବୋଲି କହିଛନ୍ତି ସାଂସଦ ଅମର ପଟ୍ଟନାୟକ ।

୪. କାଲି ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ, ଉପସ୍ଥିତ ରହିବେ 10 BJP ବିଧାୟକ

ଆସନ୍ତାକାଲି(ଶୁକ୍ରବାର) ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ । ଓଡିଶାର 10ରୁ ଅଧିକ ବିଜେପି ବିଧାୟକ ଉପସ୍ଥିତ ରହିବେ ।

୫. 1984 ଶିଖ୍‌ ଦଙ୍ଗା ମାମଲାରେ ସଂପୃକ୍ତ ଆଉ 5 ଅଭିଯୁକ୍ତଙ୍କୁ ବାନ୍ଧିଲା SIT

1984ରେ ଶିଖ୍‌ ବିରୋଧୀ ଦଙ୍ଗା ସମୟରେ ନିରଲା ନାଗରରେ ହୋଇଥିବା ତିହରେ ହତ୍ୟାକାଣ୍ଡ ମାମଲା । ଏଥିରେ ସମ୍ପୃକ୍ତ ଥିବା ଅନ୍ୟ 5ଅଭିଯୁକ୍ତଙ୍କୁ ଏସଆଇଟି ବୁଧବାର ଗିରଫ କରିବା ସହ ଏମାନଙ୍କୁ କୋର୍ଟରେ ହାଜିର ନେଇ ସୂଚନା ଦେଇଛି

୬. ଇସ୍ରୋର GSAT-24 ସାଟେଲାଇଟର ସଫଳ ଉତ୍‌କ୍ଷେପଣ

ସଫଳତାର ସହ ଉତକ୍ଷେପଣ ହୋଇଛି GSAT-24 । ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍‌ର (NSIL) ଏହା ପ୍ରଥମ ଉପଗ୍ରହ ମିଶନ ଅଟେ ।

୭. ବେଙ୍ଗାଲୁରୁର ୧୦ରୁ ଅଧିକ ଠିକଣାରେ ଆୟକର ବିଭାଗର ଚଢାଉ

କେତେକ ଖ୍ୟାତିସମ୍ପନ୍ନ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର କାର୍ଯ୍ୟାଳୟ ଉପରେ ଆୟକର ବିଭାଗର ଚଢାଉ ।

୮. କୋରୋନା ସଂକ୍ରମିତ ଶିଶୁଙ୍କ ଫୁସଫୁସରେ ୨ ମାସ ରୁହେ ସଂକ୍ରମଣ

ସାର୍ସ-କୋଭ୍‌-୨(SARS-CoV-2)ଦ୍ବାରା ଆକ୍ରାନ୍ତ ପିଲାଙ୍କ ଫୁସ୍‌ଫୁସ୍‌ ଅନ୍ୟୂନ ୨ ମାସ ପର୍ଯ୍ୟନ୍ତ ରୁହେ ସଂକ୍ରମଣ ।

୯. FIH Pro League: ଆମେରିକା ବିିିପକ୍ଷରେ ଭାରତର ଦମଦାର ବିଜୟ

ଏଫଆଇଏଚ ମହିଳା ପ୍ରୋ ଲିଗରେ ଭାରତର ଦମଦାର ପ୍ରଦର୍ଶନ । ଆମେରିକା ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ଭାରତ ।

୧୦. 46 ବର୍ଷ ବୟସରେ ପୁଲର ପାରା ବଢାଇଲେ ସୁସ୍ମିତା

ଅଭିନେତ୍ରୀ ସୁସ୍ମିତା ସେନ୍‌ ଆଜିକାଲି ମାଲଦ୍ୱୀପରେ ସମୟ ଉପଭୋଗ କରୁଛନ୍ତି । ସୁସ୍ମିତା ସେଠାରୁ ନିଜର ବୋଲ୍ଡ ଫଟୋ ସେୟାର କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.