ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଅପରାହ୍ନ ୩ଟାର ବଡ଼ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 19, 2022, 3:02 PM IST

1. Road Rage Case: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ବର୍ଷେ ଜେଲ୍‌ ଦଣ୍ଡାଦେଶ

କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ । ୧୯୮୮ ରୋଡ୍‌ ରୋଜ ମାମଲାରେ ସିଦ୍ଧୁଙ୍କୁ ବର୍ଷେ ଜେଲ୍ ଦଣ୍ଡ ଶୁଣାଇଲେ ସୁପ୍ରିମକୋର୍ଟ ।

2. Terror Funding Case: ୟାସିନ ମଲିକ ଦୋଷୀ ସାବ୍ୟସ୍ତ

ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

3. ଏଥର ଭକ୍ତଙ୍କ ଗହଣରେ ହେବ ସ୍ନାନଯାତ୍ରା, ଶ୍ରୀଜିଉଙ୍କ ଦର୍ଶନ ସାନିଧ୍ୟ ପାଇବେ ଶ୍ରଦ୍ଧାଳୁ

ଚଳିତ ବର୍ଷ ଭକ୍ତଙ୍କ ଗହଣରେ ହେବ ସ୍ନାନଯାତ୍ରା । ହାତୀବେଶ ପୂର୍ବରୁ ସ୍ନାନ ମଣ୍ଡପ ତଳେ ମିଳିବ ମହାପ୍ରଭୁଙ୍କ ଦର୍ଶନ ।

4. ଓଡିଶା ଦେଇ ଗଡିବ ପୂର୍ବତଟ ରେଳବାଇର ବୈଷ୍ଣୋଦେବୀ ତୀର୍ଥଯାତ୍ରୀ ସ୍ବତନ୍ତ୍ର ଟୁରିଷ୍ଟ ଟ୍ରେନ୍‌

ଓଡ଼ିଶା ଦେଇ ମାତା ବୈଷ୍ଣୋଦେବୀ ତୀର୍ଥଯାତ୍ରୀ ପାଇଁ ସ୍ବତନ୍ତ୍ର ପର୍ଯ୍ୟଟକ ଟ୍ରେନ ସ୍ବଦେଶ ଦର୍ଶନ ଯାତ୍ରା କରିବ। ଭାରତୀୟ ରେଳବାଇ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ ଦ୍ୱାରା ସ୍ୱତନ୍ତ୍ର ପର୍ଯ୍ୟଟନ ପ୍ୟାକେଜ ।

5. କମିଶନରେଟ୍‌ ପୋଲିସ କବ୍ଜାରେ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ୍‌

କମିଶନରେଟ୍‌ ପୋଲିସକୁ ବଡ ସଫଳତା । ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗର ୫ଜଣଙ୍କୁ ଗିରଫ କରିବା ସହ 100 ଗ୍ରାମର ସୁନା ଅଳଙ୍କାର ଓ ମୋବାଇଲ ଜବତ ।

6. ରାଜଧାନୀରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, DCP କହିଲେ ଏହା ହତ୍ୟା ନୁହେଁ ଆତ୍ମହତ୍ୟା

ଇନଫୋସିସ୍‌ ଥାନା ଶିଖରଚଣ୍ଡୀ ପାହାଡ ତଳୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣା । ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ଦେଲେ ଭୁବନେଶ୍ବର ଡିସିପି ।

7. ତ୍ରୁଟିପୂର୍ଣ୍ଣ ଅର୍ଥନୈତିକ ପରିଚାଳନା ଯୋଗୁଁ ବଢୁଛି ଦରଦାମ: ଯୋଗାଣ ମନ୍ତ୍ରୀ

ଦେଶରେ ଦରଦାମ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୈତିକ ପରିଚାଳନା ଯୋଗୁଁ ଏପରି ହୋଇଥିବା ରଣେନ୍ଦ୍ର ଅଭିଯୋଗ କରିଛନ୍ତି ।

8. IPL 2022: ସୂତା ଖିଅରେ ଆରସିବିର ପ୍ଲେ-ଅଫ୍‌ ଆଶା

ପାଖଉଛି ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର (IPL 2022) ପ୍ଲେ-ଅଫ୍‌ ପର୍ଯ୍ୟାୟ । ସ୍ଥାନ ପକ୍କା କରିବାକୁ ଦଳମାନଙ୍କର ଜୋରଦାର କସରତ ଆରମ୍ଭ ହୋଇଛି । ଆଜି ଖେଳାଯିବାକୁ ଥିବା 67 ତମ ଲିଗ ମ୍ୟାଚରେ ଗୁଜୁରାଟ ଓ ବାଙ୍ଗାଲୋର ପରସ୍ପରକୁ ଭେଟିବେ ।

9. Cannes 2022: ରେଡ୍‌ କାର୍ପେଟ୍‌ରେ ପୁଣି ଚମକିଲେ ପୂର୍ବତନ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା

କାନ୍ସ ଫେଷ୍ଟିଭାଲରେ ରେଡ୍‌ କାର୍ପେଟ୍‌ରେ ପୁଣି ଚମକିଲେ ପୂର୍ବତନ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ଏହି ଫଟୋଗୁଡ଼ିକରେ ଐଶ୍ୱର୍ଯ୍ୟା ବହୁତ ଷ୍ଟାଇଲିସ୍ ଏବଂ ସୁନ୍ଦର ଦେଖାଯାଉଛନ୍ତି ।

10. Cannes 2022: ରେଡ କାର୍ପେଟରେ ହେଲି ଶାହା, ଲୁକ୍‌ ଦେଖି ଦର୍ଶକ ଫିଦା

ଦୀପିକା ପାଦୁକୋନ, ଐଶ୍ୱର୍ଯ୍ୟା ରାୟ, ତମନ୍ନା ଭାଟିଆ ଏବଂ ପୂଜା ହେଗଡେଙ୍କ ପରି ତାରକାଙ୍କ ପରେ ଟିଭି ଅଭିନେତ୍ରୀ ହେଲି ଶାହା ମଧ୍ୟ ଗ୍ଲାମର ତଡକା ଲଗାଇବା ପାଇଁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଉପସ୍ଥିତ ଅଛନ୍ତି । ଦେଖନ୍ତୁ ତାଙ୍କର କିଛି ଝଲକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.