ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Apr 24, 2022, 2:59 PM IST

1. ପଞ୍ଚାୟତରୁ ନେଇ ପାର୍ଲାମେଣ୍ଟ କୌଣସି କାର୍ଯ୍ୟ ଛୋଟ ନୁହେଁ: ପ୍ରଧାନମନ୍ତ୍ରୀ

ଆଜି ଜାତୀୟ ପଞ୍ଚାୟତରାଜ ଦିବସ ଅବସରରେ ଜମ୍ମୁ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 370 ଧାରା ହଟିବା ପରେ ଏହା ମୋଦିଙ୍କ ପ୍ରଥମ ଜମ୍ମୁ ଗସ୍ତ । ଏହି ଅବସରରେ ସାମ୍ବା ଜିଲ୍ଲା ପାଲ୍ଲୀ ପଞ୍ଚାୟତରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ।

2. ରାଜଧାନୀରେ ଡବଲ ମର୍ଡର, ନିଖୋଜ ରିପୋର୍ଟ ସତ୍ତ୍ବେ ବି ଶୁଣିଲାନି ପୋଲିସ !

ରାଜଧାନୀରେ ଡବଲ‌ ମର୍ଡର । ନିଜ ସ୍ତ୍ରୀ ଓ ଶାଳୀକୁ ହତ୍ୟା କଲା ବ୍ୟକ୍ତି ।

3. ପ୍ରିୟଙ୍କାଙ୍କଠୁ 2 କୋଟିର ପେଣ୍ଟିଂ କିଣିବାକୁ ମତେ ବାଧ୍ୟ କରାଯାଇଥିଲା: ରାଣା କପୁର

'ୟେସ ବ୍ୟାଙ୍କ' ସହ- ସଂସ୍ଥାପକ ରାଣା କପୁର ଗାନ୍ଧୀ ପରିବାର ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଠାରୁ ଏମ.ଏଫ ହୁସେନଙ୍କ ଗୋଟିଏ ପେଣ୍ଟିଂ କିଣିବାକୁ ରାଣା କପୁରଙ୍କୁ ବାଧ୍ୟ କରିଥିଲେ ।

4. ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ମୃତ୍ୟୁ ଘଟଣା: ବିଜେଡି-ବିଜେପି ମୁହାଁମୁହିଁ

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଆତ୍ମହତ୍ୟାକୁ ନେଇ ବିଜେଡି ବିଜେପି ମୁହାଁମୁହିଁ । ଶତାଧିକ କର୍ମୀଙ୍କୁ ଉଠେଇ ନେଲା ପୋଲିସ ।

5. ପରବର୍ତ୍ତୀ PCC ନେଇ ସୁରଙ୍କ ବୟାନ, କାଲି କହିଲେ ଆଜି ଓହରିଲେ

ଓଡିଶା ପିସିସି ସଭାପତି ପରିବର୍ତ୍ତନ ନେଇ କଂଗ୍ରେସ ରାଜନୀତି ସରଗରମ ହୋଇଛି । କିଏ ହେବେ ପରବର୍ତ୍ତୀ ପିସିସି ସଭାପତି ସେ ନେଇ ଚର୍ଚ୍ଚା ଲାଗି ରହିଛି ।

6. Mann Ki Baat: ମ୍ୟୁଜିୟମଠୁ ନେଇ ମ୍ୟାଥ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଆଜି (ରବିବାର) 88ତମ ମନ୍ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାସିକ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସଂଗ୍ରହାଳୟ ନେଇ ପ୍ରଶ୍ନ କରିଛନ୍ତି ।
7. ଶାହଙ୍କ ଦିନିକିଆ ପୁଡୁଚେରୀ ଗସ୍ତ: ଶ୍ରୀ ଅରବିନ୍ଦ ଆଶ୍ରମ କଲେ ପରିଦର୍ଶନ

ପୁଡୁଚେରୀ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

8. ନିଜକୁ ଉପରାଷ୍ଟ୍ରପତି କହି WhatsAppରେ ଚାଟିଂ କରୁଛି ଦୁର୍ବୃତ୍ତ

ନିଜକୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କହି ସୋସିଆଲ ମିଡିଆରେ ଲୋକଙ୍କ ସହ ଜଣେ ଦୁର୍ବୃତ୍ତ କଥା ହେଉଥିବା ଅଭିଯୋଗ ହୋଇଛି । ଏନେଇ ଗତ ଶନିବାର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

9. Russia-Ukraine War: ଯୁଦ୍ଧକୁ ୨ ମାସ, ଋଷ କବଜାରେ ୟୁକ୍ରେନର ୪୨ରୁ ଅଧିକ ସହର

ଋଷ-ୟୁକ୍ରେନ୍‌ ଯୁଦ୍ଧକୁ ୨ ମାସ ପୂରିଥିବା ବେଳେ ଋଷ ପୂର୍ବ ୟୁକ୍ରେନ୍‌ରେ ଏହାର ଆକ୍ରମଣକୁ ଜୋରଦାର କରିଛି । ମାରିୟୁପୋଲ୍‌ ପରେ ଏବେ ଋଷ୍‌ ଖାରକିଭ, ମାଇ‌‌କୋଲେଭ୍‌ ଏବଂ ଲୁହାଂସ୍କରେ ଜୋରଦାର ଗୋଳାବର୍ଷା କରୁଛି ।

10. IPL 2022: ଆଜି ଲକ୍ଷ୍ନୌ-ମୁମ୍ବାଇ ମୁକାବିଲା, ପ୍ରଥମ ବିଜୟ ଲକ୍ଷ୍ୟରେ MI

ଆଜି ଆଇପିଏଲର ୨୦୨୨ ଟୁର୍ଣ୍ଣାମେଣ୍ଟର 37ତମ ଲିଗ ମ୍ୟାଚ ଖେଳାଯିବ । ଏଥିରେ ଆଇପିଏଲର ସବୁଠୁ ଶକ୍ତିଶାଳୀ ତଥା 5 ଥର ଚମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଓ ନବାଗତ ଲକ୍ଷୌ ସୁପରଜାଏଣ୍ଟସ ପରସ୍ପରକୁ ଭେଟିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.