ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Apr 4, 2022, 2:57 PM IST

1-ଶ୍ରୀମନ୍ଦିର ରୋଷ ଘର ବିଶୃଙ୍ଖଳାକୁ BJPର ସମାଲୋଚନା, ମନ୍ଦିର ପ୍ରଶାସନକୁ ଦାୟୀ କଲେ ବିଜୟ

ଶ୍ରୀମନ୍ଦିର ରୋଷ ଘର ବିଶୃଙ୍ଖଳାକୁ କଡା ସମାଲୋଚନା କରିଛି ବିଜେପି । ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ବରିଷ୍ଠ ବିଜେପି ନେତା ସମାଲୋଚନା କରିଛନ୍ତି । ମନ୍ଦିର ଓ ଜିଲ୍ଲା ପ୍ରଶାସନ 3 ଦିନ ଆଗରୁ ରୋଷ ଘରେ ବିଭ୍ରାଟ କଥା ଜାଣିଥିଲା ।

2-ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣା, ଚିନ୍ତାପ୍ରକଟ କଲେ ଧର୍ମେନ୍ଦ୍ର

ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣାକୁ ନେଇ ଚିନ୍ତାପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାପ୍ରଭୁଙ୍କ ଶ୍ରୀମନ୍ଦିରରେ ଦୁର୍ବୃତ୍ତଙ୍କ ଏଭଳି କାଣ୍ଡକୁ ନେଇ ଟ୍ବିଟ ଯୋଗେ ଦୁଃଖ ପ୍ରକାଶ କରିଛନ୍ତି ।

3-ଆଜି ମହାପ୍ରଭୁଙ୍କ ଖସାପଡା ନୀତି, 4 ଘଣ୍ଟା ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି । ଏଥିଲାଗି ଆଜି ଅପରାହ୍ନ ୪ଟାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି ।

4-ଆନ୍ଧ୍ର ନକ୍ସାରେ ଯୋଡି ହେଲା 13 ନୂଆ ଜିଲ୍ଲା

ଆନ୍ଧ୍ରପ୍ରଦେଶ ମାନଚିତ୍ରରେ ଯୋଡି ହେଲା ଆଉ 13 ନବଗଠିତ ଜିଲ୍ଲା । ଆଜି ଭିଡିଓ କନଫରେନ୍ସି ଜରିଆରେ (ସୋମବାର) ୧୩ ନୂଆ ଜିଲ୍ଲାକୁ ଉଦଘାଟନ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ।

5-AP New Districts: କୋଟିଆ କବଜା କରିବାକୁ ଆନ୍ଧ୍ରର ନୂଆ ଚାଲ୍‌

ଆନ୍ଧ୍ରପ୍ରଦେଶ ମାନଚିତ୍ରରେ ଯୋଡ଼ି ହୋଇଛି ୧୩ ନୂଆ ଜିଲ୍ଲା । କୋରାପୁଟ ସୀମାରେ ମାନ୍ୟମ ଜିଲ୍ଲା ଗଠନ ହେବା ପରେ ଆନ୍ଧ୍ରର ଦୃଷ୍ଟି କୋଟିଆ ଉପରେ ଦୃଢୀଭୂତ ହେବାର ଆଶଙ୍କା ରହିଛି ।

6-ମାନସ ସ୍ବାଇଁ ହତ୍ୟା ମାମଲା: ତିନି ଦିନିଆ ରିମାଣ୍ଡରେ ଗଲେ ଶର୍ମିଷ୍ଠା ଓ ଝୁନା

ପୁଣି ରିମାଣ୍ଡରେ ଗଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ତାର ସହଯୋଗୀ ଝୁନା ଭୋଇ।

7-ସୁନା ବ୍ୟବସାୟୀଙ୍କ ଠୁ ୫୦ ଲକ୍ଷ ମୂଲ୍ୟର ଅଳଙ୍କାର ସହ ନଗଦ ୯ ଲକ୍ଷ ଲୁଟ

ଆନ୍ଧ୍ରପ୍ରଦେଶର ଦୁଇ ଜଣ ସୁନା ବ୍ୟବସାୟୀଙ୍କ ଠାରୁ ବଡ ଧରଣର ଲୁଟ୍ ହୋଇଛି । ସେମାନଙ୍କ ନିକଟରୁ ୫୦ ଲକ୍ଷ ମୂଲ୍ୟର ସୁନା ଅଳଙ୍କାର ସହ ନଗଦ ୯ ଲକ୍ଷ ଟଙ୍କା ଲୁଟ ହୋଇଥିବା ଜଣାପଡ଼ିଛି ।

8-ଶପଥ ନେଲେ ୬ ନବ ନିର୍ବାଚିତ ରାଜ୍ୟସଭା ସଦସ୍ୟ

ନବ ନିର୍ବାଚିତ ୬ ରାଜ୍ୟସଭା ସଦସ୍ୟ ଆଜି ଶପଥ ନେଇଛନ୍ତି । ରାଜ୍ୟସଭା ସଭାପତି ଭେଙ୍କେୟା ନାଇଡୁ ସେମାନଙ୍କୁ ଶପଥ ଗ୍ରହଣ କରାଇଛନ୍ତି ।

9-ୟୁକ୍ରେନ ସଂର୍ଘଷରେ ନାଟୋର ହସ୍ତକ୍ଷେପକୁ ମାଡ୍ରିଡରେ ବିରୋଧ

ୟୁକ୍ରେନ ସଂଘର୍ଷରେ ନାଟୋର ହସ୍ତକ୍ଷେପକୁ ପ୍ରତ୍ୟାଖ୍ୟାନ କରିବାକୁ ଶତାଧିକ ଲୋକ ମାଡ୍ରିଡରେ ପ୍ରଦର୍ଶନ କରିଛନ୍ତି ।

10-2nd Star Film Award 2022: ସବ୍ୟସାଚୀଙ୍କୁ ଶ୍ରେଷ୍ଠ ଲୋକପ୍ରିୟ ଅଭିନେତା ସମ୍ମାନ

ଚଳତବର୍ଷର ଦ୍ବିତୀୟ ଷ୍ଟାର ଆୱାର୍ଡ ୨୦୨୨ ଆୟୋଜିତ ହୋଇଯାଇଛି । ଦୀର୍ଘ ଦୁଇ ବର୍ଷ ପରେ ରବୀନ୍ଦ୍ର ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଥିଲେ ଦର୍ଶକ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.