ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Feb 2, 2022, 3:03 PM IST

1-ଆଜି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ, କାଲି ସକାଳୁ ଦର୍ଶନ ପାଇବେ ଭକ୍ତ

ମହାପ୍ରଭୁଙ୍କ ପଦ୍ମବେଶ ନେଇ ଚଳଚଞ୍ଚଳ ଶ୍ରୀମନ୍ଦିର । ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ।

2-Odisha ULB Polls: 107 ପୌରାଞ୍ଚଳ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ

ଆଗେଇଲା ପୌର ନିର୍ବାଚନ ପ୍ରକ୍ରିୟା । ଏପ୍ରିଲ ଶେଷ ବେଳକୁ ପୌର ନିର୍ବାଚନ ହେବାକୁ ଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ମୁନିସିପାଲଟି ଏବଂ ଵିଜ୍ଞାପିତ ଅଞ୍ଚଳ ପରିଷଦ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି ।

3-ରାଜ୍ୟରେ ସ୍ଥିତି ସୁଧୁରୁଛି: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ ସଂକ୍ରମଣ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ଦୈନିକ ସଂକ୍ରମଣ ୫ ହଜାର ତଳେ ରହିଛି । ରାଜ୍ୟରେ କୋରୋନା ସ୍ଥିତିରେ ସୁଧାର ଆସୁଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

4-ଚା’ ଦୋକାନରୁ BBA ଛାତ୍ରଙ୍କୁ ଅପହରଣ, 24 ଘଣ୍ଟାରେ ଇଶାନ ଉଦ୍ଧାର

ରାଜଧାନୀରେ ଲକ୍ଷ୍ମୀସାଗର ଅଞ୍ଚଳରୁ ବିବିଏ ଛାତ୍ରଙ୍କୁ ଅପହରଣ ଘଟଣା । ଅପହୃତକୁ ଉଦ୍ଧାରକଲା ଲକ୍ଷ୍ମୀସାଗର ପୋଲିସ ।

5-ଜିଲ୍ଲାପାଳଙ୍କ ଗାଡି ଆଗରେ ଶୋଇପଡିଲେ ବୃଦ୍ଧା, କହିଲେ ଗାଈ ନ ମିଳିଲେ ଜୀବନ ହାରିବି

ଗାଈକୁ ଫେରାଇ ଦେବା ଦାବିରେ ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଗୁହାରି କଲେ ବୃଦ୍ଧା । ପ୍ରଶାସନ ଆଗରେ କାନ୍ଦି କାନ୍ଦି ନେହୁରା ହୋଇ କହିଲେ, "ମୋ ଗାଈକୁ ଫେରାଇ ଦିଅ, ତା ବିନା ମୁଁ ବଞ୍ଚି ପାରିବି ନାହିଁ। ସେ ନ ମିଳିଲେ ମୁଁ ଜୀବନ ହାରିବି"।

6-Panchayat Election: ନିର୍ବାଚନ ପୂର୍ବରୁ ଅଶାନ୍ତ ଶୁଣ୍ଢିପଦର, ହିଂସାକାଣ୍ଡରେ ୩ ଗୁରୁତର

ବୌଦ୍ଧ କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଶୁଣ୍ଢିପଦର ପଞ୍ଚାୟତରେ ପ୍ରାକ୍ ନିର୍ବାଚନ ହିଂସା । ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଗୋଷ୍ଠୀର ତିନି ଜଣ ଗୁରୁତର ।

7-ଚାକିରିରୁ ବିଦା ହେଲେ IAS ବିନୋଦ କୁମାର

ଦୁର୍ନୀତି ବିରୋଧରେ ସରକାରଙ୍କ ବଡ଼ ପଦକ୍ଷେପ । ଚାକିରିରୁ ବିଦା ହେଲେ ବରିଷ୍ଠ ଆଇଏଏସ ବିନୋଦ କୁମାର ।

8-୫୭ ଦେଶକୁ ମାଡିଲା ଓମିକ୍ରନର ସବ ଭ୍ୟାରିଆଣ୍ଟ BA.2

ଓମିକ୍ରନର ସବ୍‌ ଭ୍ୟାରିଆଣ୍ଟ କୁହାଯାଉଥିବା BA.2 ଏବେ ୫୭ଟି ଦେଶରେ ଠାବ କରାଯାଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ପକ୍ଷରୁ କୁହାଯାଇଛି।

9-ଶମିତା ଶେଟ୍ଟୀଙ୍କୁ ଜନ୍ମଦିନରେ ସରପ୍ରାଇଜ ଦେଲେ ରାକେଶ ବାପତ୍

ଆଜି ଶମିତା ଶେଟ୍ଟି ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ଏହି ଜନ୍ମଦିନ ଅବସରରେ ରାକେଶ ବାପତ୍ ମଧ୍ୟରାତ୍ରିରେ ଶମିତା ଶେଟ୍ଟୀଙ୍କୁ ସରପ୍ରାଇଜ ଦେଇଛନ୍ତି ।

10-ସିଙ୍ଗଲ ନାହାନ୍ତି ସଲମାନ, ରିଲେସନସିପକୁ ନେଇ କଲେ ଖୁଲାସା

ବଲିଉଡ ସୁପରଷ୍ଟାର ସଲମାନ ଖାନ ସିଙ୍ଗଲ ନାହାନ୍ତି। ବିଗ୍ ବସ୍ 15 ର ଗ୍ରାଣ୍ଡ ଫାଇନାଲ୍ ଏପିସୋଡରେ ଏକା ନାହାନ୍ତି ବୋଲି ସଲମାନ ସ୍ପଷ୍ଟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.