ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 3PM ତାଜା ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Nov 30, 2021, 3:14 PM IST

1.CYCLONE JAWAD: ଆସୁଛି ବାତ୍ୟା ଜୱାଦ, ୪ରେ ଛୁଇଁବ ସ୍ଥଳଭା

ଆସୁଛି ବାତ୍ୟା ଜୱାଦ (Cyclone Jawad) । ଡିସେମ୍ବର ୪ ତାରିଖ (ଶନିବାର) ସକାଳେ ବାତ୍ୟା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ମଧ୍ୟରେ ସ୍ଥଳଭାଗ ଛୁଇଁବ। ଏହା ପ୍ରଭାବରେ ୩ ତାରିଖ ରାତିରୁ ବର୍ଷା ଆରମ୍ଭ ହୋଇଯିବ ।

2.Handball Stadium: କେନ୍ଦୁଝରରେ ରାଜ୍ୟର ପ୍ରଥମ ହ୍ୟାଣ୍ଡବଲ୍ ଷ୍ଟାଡିୟମ, ରହିଗଲା କୋଚ ସମସ୍ୟା

କେନ୍ଦୁଝରରେ ଖୋଲିଲା ଅତ୍ୟାଧୁନିକ ଡୁଆଲ ହ୍ୟାଣ୍ଡବଲ ଷ୍ଟାଡିୟମ(Handball Stadium keonjhar) । ବାଲି, କାଦୁଅ ଭରା ପଡିଆ ସିନ୍ଥେଟିକ ଷ୍ଟାଡିୟମର ନେଲା ରୂପରେଖ । ହେଲେ କୋଚଙ୍କ ଅଭାବ ଖେଳାଳିଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ।

3.ତଳେ ବସି ପାଠ ପଢିଲେ Ravenshaw University ଛାତ୍ରଛାତ୍ରୀ, ଫଟୋ ଭାଇରାଲ

ତଳେ ବସି ପାଠପଢିଲେ ରେଭେନ୍ସା ବିଶ୍ଵ ବିଦ୍ୟାଳୟ (Ravenshaw University)ର ଛାତ୍ରଛାତ୍ରୀ । ଭାଇରାଲ ହେଲା ଫଟୋ । ପ୍ରତିକ୍ରିୟା ରଖିଲେ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରର ।

4.Parliament Winter session: ନିଲମ୍ବିତ ରାଜ୍ୟସଭା ସାଂସଦଙ୍କ ପାଇଁ ଗାନ୍ଧୀମୂର୍ତ୍ତି ତଳେ ଗର୍ଜିଲେ ବିରୋଧୀ

ନିଲମ୍ବିତ ହୋଇଥିବା ୧୨ ରାଜ୍ୟସଭା ସାଂସଦଙ୍କ (12 RS MP) ନିଲମ୍ବନ ପ୍ରତ୍ୟାହାର ଦାବିରେ ସଂସଦ ପରିସରରେ ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ବିରୋଧୀ ଦଳର ନେତାମାନେ ବିରୋଧ କରିଛନ୍ତି।

5Assembly Winter Session: ବିଧାନସଭା ସୁରକ୍ଷା ନେଇ ଏଥର ନୂଆ ଷ୍ଟ୍ରାଟେଜି, ଆତ୍ମାହୁତି ରୋକିବାକୁ ଜିଲ୍ଲା ଏସପିଙ୍କୁ ଆଲର୍ଟ

ଚଳିତ ଶୀତ ଅଧିବେଶନ(Odisha Assembly Winter Session) ପୂର୍ବରୁ ଆତ୍ମାହୂତି ଚିନ୍ତା । ସମସ୍ତ ଏସପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ।

6.Navy Chief: ନୌସେନା ମୁଖ୍ୟ ଭାବେ ଦାୟିତ୍ବ ନେଲେ R Hari Kumar

ନୌସେନା ମୁଖ୍ୟ ଭାବେ ଦାୟିତ୍ବ ନେଲେ ଆର ହରି କୁମାର( New Navy Chief R Hari Kumar) ।

7.BJP MLA meeting: ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ବିଜେପିର ବିଧାୟକ ଦଳ ବୈଠକ

ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ବିଜେପିର ବିଧାୟକ ଦଳ ବୈଠକ । ଗୃହରେ କେଉଁ ସବୁ ମୁଦ୍ଦା ଗୁଡ଼ିକ ଦଳ ଉଠାଇବ ସେ ନେଇ ବୈଠକରେ ଆଲୋଚନା ହେବ ।

8.10th Summative Exam: ଜାନୁଆରୀକୁ ଘୁଞ୍ଚିଲା ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା

ଘୁଞ୍ଚିଲା ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା(Odisha Board Exam) । ଜାନୁଆରୀ ୫ରୁ ଆରମ୍ଭ ହେବ ପରୀକ୍ଷା ।

9.Odisha Corona Report: ଦିନକରେ ଚିହ୍ନଟ ହେଲେ ୨୨୮ ଆକ୍ରାନ୍ତ
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨୮ କୋରୋନା ପଜିଟିଭ ଚିହ୍ନଟ । ୩୫ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ।

10.ଅବସର ଘୋଷଣା କଲେ ଆଫଗାନିସ୍ତାନ କୋଚ Lance Klusener

ଆଫଗାନିସ୍ତାନ କ୍ରିକେଟ କୋଚ୍(Afghanisthan Cricket Coach) ପଦ ଛାଡିବା ନେଇ ଘୋଷଣା କଲେ ଲାନ୍ସ କ୍ଲୁଜନର(Lance Klusener) ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.