ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Nov 12, 2021, 3:07 PM IST

1-ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲେରାନ୍ସ ନୀତି; ଆଉ ୮ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିରୋ ଟଲେରାନ୍ସ ନୀତି । ଆଜି(ଶୁକ୍ରବାର) ପୁଣି ୮ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର ।

2-'ସଂକ୍ରମଣ କମୁଥିଲେ ମଧ୍ୟ ସତର୍କ ରହିବା ଆବଶ୍ୟକ'

ସଂକ୍ରମଣ କମୁଥିଲେ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ବିଶେଷଜ୍ଞ ବିଜୟ ମହାପାତ୍ର ।

3-ଶୀତ ଆରମ୍ଭରୁ ଲଘୁଚାପ ବର୍ଷାରେ ଭିଜିଲା ରାଜଧାନୀ

ଅଦିନିଆ ବର୍ଷାରେ ବେହାଲ ସ୍ମାର୍ଟସିଟି ଭୁବନେଶ୍ବର । ସାଧାରଣ ଜୀବନଯାତ୍ରା ସାମୟିକ ବ୍ୟାହତ ।

4-୬ ଘଣ୍ଟିଆ କଂଗ୍ରେସ ହରତାଲ, ମମିତାଙ୍କୁ ନ୍ୟାୟ ପାଇଁ ଲଣ୍ଡା ହେଲେ କର୍ମୀ

ସନସାଇନ ସ୍କୁଲ୍ ଶିକ୍ଷୟିତ୍ରୀ ମମିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ଅଭିନବ ପ୍ରୟାସ । ବିକ୍ଷୋଭ ସ୍ଥଳରେ ଲଣ୍ଡା ହେଲେ କଂଗ୍ରେସ କର୍ମୀ ।

5-ଆଜି ଓଡିଶାରେ ୪ କୋଟି ଛୁଇଁଲା ଟୀକାକରଣ

ଆଜି ରାଜ୍ୟରେ ୪ କୋଟି ଛୁଇଁଲା ଟୀକାକରଣ । ସଫଳ ଟୀକାକରଣ ପାଇଁ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଦେଲା ସ୍ବାସ୍ଥ୍ୟ ବିଭାଗ ।

6-ଚଳନ୍ତା ଟ୍ରେନରୁ ଖସିଲା ଚିପ୍ସ, ଧୁଳିଧୂଆଁମୟ ହେଲା ପ୍ଲାଟଫର୍ମ

ମାଲ ବୋଝେଇ ଟ୍ରେନ୍‌ରୁ ଚିପ୍ସ ପଡ଼ି ପ୍ଲାଟଫର୍ମ ସାରା ଖେଳିଗଲା । ପ୍ଲାଟଫର୍ମର ଏଭଳି ଅବସ୍ଥା ଯୋଗୁଁ ଅପେକ୍ଷାରତ ଯାତ୍ରୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ବାଲେଶ୍ବର ଷ୍ଟେସନରେ ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ।

7-ବିଧାୟକ ବାପାଙ୍କ ବନ୍ଧୁକରେ ଆତ୍ମହତ୍ୟା କଲା ପୁଅ

ଗୁଳିକରି ଆତ୍ମହତ୍ୟା କଲେ କଂଗ୍ରେସ ବିଧାୟକଙ୍କ ପୁଅ । ଜବଲପୁରର ବର୍ଗୀ ବିଧାୟକ ସଞ୍ଜୟ ଯାଦବଙ୍କ ସାନ ପୁଅ ବିଭୁ ଯାଦବ ଆତ୍ମହତ୍ୟା କରିଥିବା ଜଣାପଡିଛି ।

8-ବାଂଲାଦେଶ ସୀମାରେ ଚାଲାଣ କରୁଥିଲେ ଗୋରୁମୁଣ୍ଡ, BSF ଗୁଳିରେ ସଫା ୨ ଅନୁପ୍ରବେଶକାରୀ

ବିଏସଏଫ(Border Security Force) ଗୁଳିରେ ଟଳିରେ ଦୁଇ ବାଂଲାଦେଶୀ ଅନୁପ୍ରବେଶକାରୀ । ପଶ୍ଚିମବଙ୍ଗ କୁଚବେହାର ଜିଲ୍ଲାର ଭାରତ-ବାଂଲାଦେଶ ସୀମା ଦେଇ ଦୁଇ ଅନୁପ୍ରବେଶକାରୀ ଗୋରୁମୁଣ୍ଡ ଚୋରା ଚାଲାଣ କରୁଥିଲେ ।

9-ତାଜିକସ୍ତାନ NSAଙ୍କୁ ଭେଟିଲେ ଏସ.ଜୟଶଙ୍କର, ଦ୍ବିପାକ୍ଷିକ ଆଲୋଚନା ସଫଳ

ଗୁରୁବାର ତାଜିକିସ୍ତାନ ଜାତୀୟ ସୁରକ୍ଷା ପରାମର୍ଶଦାତା ମହମୁଦଜୋଦା ନାସରୁଲୋ ରହମତଜନଙ୍କୁ ଭେଟିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ଉଭୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ସହଯୋଗ ଏବଂ ଆଞ୍ଚଳିକ ପରିସ୍ଥିତି ଉପରେ ଆଲୋଚନା ହୋଇଥିବା ଜଣାପଡିଛି ।

10-World Pneumonia Day, ସଚେତନ ହେଲେ ହାରିବ ନିମୋନିଆ

ଛୋଟ ବଡ ସବୁ ରୋଗ ପ୍ରତି ସଜାଗ ରହିବା ଆବଶ୍ୟକ । ନିମୋନିଆ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୧୨ ତାରିଖକୁ ବିଶ୍ବ ନିମୋନିଆ ଦିବସ ଭାବରେ ପାଳନ କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.