ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Nov 11, 2021, 3:19 PM IST

1-ସିନେମାରେ ବି ଲାଗିଛି କୁବେର ପ୍ରତାପଙ୍କ ଟଙ୍କା

ସିନେମା ଜଗତ ପର୍ଯ୍ୟନ୍ତ ଚେର ଲମ୍ବିଛି କୁବେର ଇଞ୍ଜିନିୟର ପ୍ରତାପ ସାମଲ ଏବଂ ତାଙ୍କ ପତ୍ନୀ ସସ୍ମିତା ସାମଲଙ୍କର ।

2-କଂଗ୍ରେସର ଓଡିଶା ବନ୍ଦ ଡାକରା, ସକାଳ 6ରୁ 12 ଯାଏଁ ରେଳ ଚଳାଚଳ ବନ୍ଦ

ଆସନ୍ତାକାଲି(ଶୁକ୍ରବାର) 6 ଘଣ୍ଟିଆ ଓଡିଶା ବନ୍ଦର ଡାକରା ଦେଇଛି କଂଗ୍ରେସ । ରେଳ ଚଳାଚଳ ସହ ସକାଳ 6 ରୁ 12 ପର୍ଯନ୍ତ ବନ୍ଦ ରହିବ ଓଡିଶା ।

3-ଟ୍ରାଫିକ ସମସ୍ୟା ସୁଧାରକୁ ଗୁରୁତ୍ବ: ପୁରୀ ବେଳାଭୂମିରୁ ଉଠା ଦୋକାନୀଙ୍କ ଉଚ୍ଛେଦ ଆରମ୍ଭ

ପୁରୀ ସମୁଦ୍ରକୂଳରୁ ଟ୍ରାଫିକ ସମସ୍ୟାରେ ସୁଧାର ଆଣିବା ପାଇଁ ଉଠା ଦୋକାନୀଙ୍କ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି ।

4-ଅବପାତର ରୂପ ନେଲା ଲଘୁଚାପ

ଅବପାତର ରୂପ ନେଲା ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଆଜି ମଧ୍ୟାହ୍ନ 12ଟା ସୁଦ୍ଧା ଅବପାତର ରୂପ ନେଲା ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମରେ ସୃଷ୍ଟ ଲଘୁଚାପ ।

5-ଶୁକ୍ରବାର RBIର ଦୁଇଟି ଅଭିନବ ଏବଂ ଗ୍ରାହକ କେନ୍ଦ୍ରିକ ଯୋଜନାର ଶୁଭାରମ୍ଭ କରିବେ ମୋଦି

ଆସନ୍ତାକାଲି(ଶୁକ୍ରବାର) ଭାରତୀୟ ରିଜର୍ଭ ବ୍ୟାଙ୍କ ଦୁଇଟି ଅଭିନବ ଏବଂ ଗ୍ରାହକ କେନ୍ଦ୍ରିକ ଯୋଜନାର ଶୁଭାରମ୍ଭ କରିବ । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବହ୍ନ ୧୧ଟାରେ ଭର୍ଚୁଆଲରେ ଲଞ୍ଚ କରିବେ ।

6-'ସୁରକ୍ଷା ପାଇଁ ଏକାଠି ଲଢନ୍ତୁ, ଦେଶ ଆପଣଙ୍କ ସାଥୀରେ ଅଛି'

ନିଜର ସୁରକ୍ଷା ପାଇଁ ଏକାଠି ହୋଇ ଲଢିବାକୁ ମହିଳାଙ୍କୁ ଅପିଲ କରିଛନ୍ତି କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ।

7-NCB ଡିଜି ହେଲେ ସତ୍ୟନାରାୟଣ ପ୍ରଧାନ

NCB ଡିଜି ଭାବେ ନିଯୁକ୍ତ ହେଲେ ବରିଷ୍ଠ IPS ସତ୍ୟନାରାୟଣ ପ୍ରଧାନ ।

8-'ଆଦିପୁରୁଷ'ର ସୁଟିଂ ଶେଷ, ଏହି ଦିନ ହେବ ରିଲିଜ୍‌...

ଖୁବଶୀଘ୍ର ପରଦା ଉପକୁ ଆସିବାକୁ ଯାଉଛି ନିର୍ଦ୍ଦେଶକ ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଆଦିପୁରୁଷ' । ଶେଷ ହେଲା ସୁଟିଂ।

9-ହକି ମହାକୁମ୍ଭ; ବିନା ଦର୍ଶକରେ ହେବ ଖେଳ

ଆସନ୍ତା ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ ହକି ମେଗା ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଖେଳ ଦେଖିବାକୁ ଦର୍ଶକଙ୍କୁ ଅନୁମତି ନାହିଁ। କୋରୋନା ପାଇଁ ବିନା ଦର୍ଶକରେ ଖେଳାଯିବ ମ୍ୟାଚ ।

10-U21 ହକି ବିଶ୍ବକପ; ଭାରତୀୟ ଟିମ ଘୋଷଣା, ତିନି ଓଡିଆ ଖେଳାଳି ସାମିଲ

21ବର୍ଷରୁ କମ ଜୁନିୟର ହକି ବିଶ୍ବକପରେ ଭାରତୀୟ ଦଳ ଘୋଷଣା କଲା ହକି ଇଣ୍ଡିଆ । ୧୮ ଜଣିଆ ଟିମ ଘୋଷଣା ହୋଇଛି । ଦଳରେ ଓଡିଶାରୁ ଅଛନ୍ତି ଅଭିଷେକ ଲାକ୍ରା, ସୁନୀଲ ଜୋଜୋ ଓ ସୁଦୀପ ସାମିଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.