ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଗୁରୁତ୍ୱପୂର୍ଣ୍ଣ ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Nov 8, 2021, 3:05 PM IST

1-Padma Awards: ୧୧୯ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି

ଆଜି(ସୋମବାର) ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ପ୍ରଦାନ ସମାରୋହ ଆୟୋଜିତ ହୋଇଛି । ପଦ୍ମ ବିଜେତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନିତ କରିଛନ୍ତି ।

2-ସମ୍ବର୍ଦ୍ଧିତ ହେଲେ ନୀଳମାଧବ, ସବ୍ୟସାଚୀ ଓ ଆଶୁତୋଷ

ଆୟୋଜିତ ଓଡିଶା ସିନେ ସମ୍ବର୍ଦ୍ଧନା ସଭା 2021ରେ ସମ୍ବର୍ଦ୍ଧିତ ହେଲେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ନୀଳମାଧବ ପଣ୍ଡା, ସବ୍ୟସାଚୀ ମହାପାତ୍ର ଓ ଆଶୁତୋଷ ପଟ୍ଟନାୟକ । କନ୍ଧମାଳ ସାଂସଦ ତଥା କିଟ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଜି ହୋଟେଲ ମେ’ ଫେୟାରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

3-ଦିନକରେ ୨୭୬ କୋରୋନା ପଜିଟିଭ, ୫୫ ଶିଶୁ ଆକ୍ରାନ୍ତ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୭୬ କୋରୋନା ପଜିଟିଭ ଚିହ୍ନଟ । ୫୫ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ ସଂକ୍ରମିତ ।

4-24 ଘଣ୍ଟାରେ ଆଖି ବୁଜିଲେ ଆଉ ୪ କୋରୋନା ଆକ୍ରାନ୍ତ

ରାଜ୍ୟରେ କମୁଛି ଦୈନିକ ମୃତ୍ୟୁସଂଖ୍ୟା । ଆଜି(ସୋମବାର) ରାଜ୍ୟରେ ଚାରିଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଜନିତ ମୃତ୍ୟୁସଂଖ୍ୟା ୮ ହଜାର ୩୬୧ରେ ପହଞ୍ଚିଛି ।

5-ପଞ୍ଚାୟତ ନିର୍ବାଚନ, ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ରାଜ୍ୟ ନିର୍ବାଚନ ଆୟୋଗ ଭୋଟର ତାଲିକା ପ୍ରସ୍ତୁତି ଦିଗରେ ଗୁରୁତ୍ବ ଦେଇଛନ୍ତି । 1 ନଭେମ୍ବର 2021 ସୁଦ୍ଧା 18 ବର୍ଷ ପୂରଣ ହୋଇଥିବା ସମସ୍ତଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଯିବ ।

6-ମମିତା ନିଆଁ: କଳା ପତାକା ଦେଖାଇ ଦିବ୍ୟଶଙ୍କରଙ୍କୁ ବିରୋଧ କଲା ଯୁବ କଂଗ୍ରେସ

ଆଜି(ସୋମବାର) କଳାହାଣ୍ଡି ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସଭାରେ ମନ୍ତ୍ରୀ ଦିବ୍ୟଶଙ୍କର ଯୋଗ ଦେବା ସମୟରେ ଯୁବ କଂଗ୍ରେସ ତାଙ୍କୁ କଳା ପତାକା ପ୍ରଦର୍ଶନ କରିଛି ।

7-ବ୍ୟବସାୟୀଙ୍କୁ ୩୮ କିଓସ୍କ ବାଣ୍ଟିଲା ବିଏମସି, ବିକି ପାରିବେନି ଭଡା ଦେବେନି

ଯେଉଁଠି କିଓସ୍କ ମିଳିଛି, ସେମାନେ ସେଠାରେ ହିଁ ବ୍ୟବସାୟ କରିବେ ବ୍ୟବସାୟୀ : ବିଏମସି କମିସନର ।

8-ଜନ୍ମଦିନ ପାଳିବାକୁ ଆଡ଼ଭାନୀଙ୍କ ବାସଭବନରେ ମୋଦି, ହାତଧରି କେକ କଟାଇଲେ ଉପରାଷ୍ଟ୍ରପତି

ବିଜେପି ବରିଷ୍ଠ ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଏଲକେ ଆଡଭାନୀଙ୍କର ଆଜି ଜନ୍ମଦିନ । ୯୪ ବର୍ଷରେ ପାଦ ରଖିଛନ୍ତି ଆଡଭାନୀ ।

9-ଭୂକମ୍ପରେ ଥରିଲା ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜ

ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜର ଦକ୍ଷିଣ ପୂର୍ବ ପୋର୍ଟବ୍ଲେୟାରରେ ୪.୩ ମ୍ୟାଗ୍ନିଚ୍ୟୁଟର ଭୂକମ୍ପ ଝଟକା ।

10-ହିନ୍ଦୀ କ୍ଷୁଦ୍ର ଚଳଚ୍ଚିତ୍ର 'କ୍ୟାରିୟର' ଶୁଭ ମହୁରତ

ହିନ୍ଦୀ କଥା ଚିତ୍ର ଫିଲ୍ମ କ୍ୟାରିୟରର ଶୁଭ ମହୁରତ ହୋଇଛି । ଏହି ଫିଲ୍ମରେ ଅଭିନୟ କରିବେ ଶିଶୁ ଅନନ୍ତ ଗାଥା ଚଳଚ୍ଚିତ୍ରର ଅନ୍ତର୍ଜାତିକ ପୁରସ୍କାର ପାଇଥିବା ନିର୍ଦ୍ଦେଶକ ସେକ ଗୁଲଜାର ହୁସେନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.