ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Nov 7, 2021, 3:03 PM IST

1-ସିଂହବାହିନୀ ବେଶରେ ଝଟକିଲେ ମା' ଭଦ୍ରକାଳୀ

ଭକ୍ତଙ୍କୁ ସପ୍ତମାତୃକା ବେଶରେ ଦର୍ଶନ ଦେଇଥାନ୍ତି ମା' ଭଦ୍ରକାଳୀ । ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ମା' ଭଦ୍ରକାଳୀ ।

2-ବଢୁଛି ଶୀତ; ୧୫ ଡିଗ୍ରୀ ତାପମାତ୍ରା ତଳେ ୬ ସହର

ରାଜ୍ୟରେ ବଢୁଛି ଶୀତ ପ୍ରବାହ । ୧୫ ଡିଗ୍ରୀ ତଳେ ୬ ସହର ତାପମାତ୍ରା । ସବୁଠୁ ଥଣ୍ଡା ସହର ହେଲା ଦାରିଙ୍ଗବାଡି ।

3-ଆପତ୍ତିଜନକ ପୋଷ୍ଟ: ୬୮ ଆକାଉଣ୍ଟ ହଟାଇବା ପାଇଁ Twitterକୁ କହିଲା ତ୍ରିପୁରା ପୋଲିସ

ତ୍ରିପୁରାରେ ତେଜିଥିବା ସାମ୍ପ୍ରଦାୟିକ ସଂଘର୍ଷକୁ ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ । ୬୮ ଆକାଉଣ୍ଟ ହଟାଇବା ପାଇଁ Twitterକୁ କହିଲା ତ୍ରିପୁରା ପୋଲିସ ।

4-ପୁଣି ନୱାବଙ୍କ ବିସ୍ଫୋରକ ବୟାନ: ଆର୍ଯ୍ୟନଙ୍କୁ ଗିରଫ ନୁହେଁ, ଅପହରଣ ହୋଇଥିଲା

ପୁଣି ବିସ୍ଫୋରକ ବୟାନ ଦେଲେ ଏନସିପି ନେତା ନୱାବ ମଲିକ । ଆର୍ଯ୍ୟନ ଖାନଙ୍କୁ ଗିରଫ ନୁହେଁ ଅପହରଣ କରାଯାଇଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ।

5-ବିଶ୍ବର ସବୁଠୁ ଲୋକପ୍ରିୟ ନେତା ମୋଦି, ପଛରେ ପଡିଲେ US-UK ରାଷ୍ଟ୍ରପତି

ଲୋକପ୍ରିୟତା କ୍ଷେତ୍ରରେ ଆମେରିକା, ବ୍ରିଟେନ ରାଷ୍ଟ୍ରପତିଙ୍କୁ ପଛରେ ପକାଇଲେ ପିଏମ ମୋଦି । ବିଶ୍ବର ସବୁଠୁ ଲୋକପ୍ରିୟ ନେତା ଭାବେ ଶୀର୍ଷରେ ଭାରତ ପ୍ରଧାନମନ୍ତ୍ରୀ ।

6-ଗୋଟିଏ ରାତି ବର୍ଷାରେ ଉବୁଟୁବୁ ଚେନ୍ନାଇ, ବନ୍ୟା ସତର୍କତା ଜାରି

୨୦୧୫ ପରେ ଚେନ୍ନାଇରେ ସର୍ବାଧିକ ବର୍ଷା ରେକର୍ଡ । ସରକାରଙ୍କ ପକ୍ଷରୁ ପ୍ରାରମ୍ଭିକ ବନ୍ୟା ସତର୍କତା ଜାରି ।

7-Goa Assembly poll: ଆଜିଠୁ ଗୋଆ ଗସ୍ତରେ ଯିବେ କେଜ୍ରିୱାଲ

୨୦୨୨ରେ ଗୋଆ ବିଧାନସଭା ନିର୍ବାଚନ । ଆଜିଠୁ ୨ଦିନିଆ ଗୋଆ ଗସ୍ତରେ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ।

8-Infant protection day: ଆଜିର ଶିଶୁ କାଲିର ଭବିଷ୍ୟତ

ନବଜାତକଙ୍କ ଉପଯୁକ୍ତ ଯତ୍ନ ମାଧ୍ୟମରେ ସେମାନଙ୍କ ଜୀବନ ରକ୍ଷା କରିବା ଉପରେ ସଚେତନତା ସୃଷ୍ଟିର ଲକ୍ଷ୍ୟ ନେଇ ପ୍ରତିବର୍ଷ ନଭେମ୍ବର ୭ ତାରିଖରେ ଶିଶୁ ସୁରକ୍ଷା ଦିବସ ପାଳନ କରାଯାଉଛି ।

9-କମଲ ହାସନ@67: ଅଭିନୟ ପାଇଁ 4 ବର୍ଷ ବୟସରେ ପାଇଥିଲେ ରାଷ୍ଟ୍ରପତି ପୁରସ୍କାର

ଆଜି ତାମିଲ ସୁପରଷ୍ଟାର କମଲ ହାସନଙ୍କ ଜନ୍ମଦିନ । ଦମଦାର ଅଭିନୟ ଏବଂ ରାଜନୈତିକ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି କମଲ । ମାତ୍ର 4 ବର୍ଷ ବୟସରେ ଅଭିନୟ ପାଇଁ ପାଇଥିଲେ ରାଷ୍ଟ୍ରପତି ପୁରସ୍କାର ।

10-ଆଥିଆଙ୍କ ସହ ରିଲେସନସିପକୁ ସାର୍ବଜନୀନ କଲେ KL Rahul, ଏମିତି ରିଆକ୍ଟ କଲେ ସୁନୀଲ

ସୁନୀଲ ସେଟ୍ଟୀଙ୍କ ଝିଅ ତଥା ବଲିଉଡ଼ ଅଭିନେତ୍ରୀ ଆଥିଆ ସେଟ୍ଟୀଙ୍କ ସହିତ ନିଜ ରିଲେସନସିପକୁ ସାର୍ବଜନୀନ କଲେ ଭାରତୀୟ କ୍ରିକେଟର କେ.ଏଲ ରାହୁଲ । ଛୁଟିଲା ଶୁଭେଚ୍ଛାର ସୁଅ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.