ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 3PM ଖବର ଅପଡେଟ

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବରTOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 25, 2021, 3:10 PM IST

1.‘କେବଳ ଦୀପ ଜାଳି ପାଳିବା ଦୀପାବଳୀ’

ଦୀପାବଳିରେ ବାଣ ନଫୁଟାଇ କେବଳ ଦୀପ ପ୍ରଜ୍ବଳନ କରି ଦୀପାବଳି ସେଲିବ୍ରେଟ କରିବାକୁ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ।

2.କନସଲଟାନ୍ସି ନାଁରେ ସେକ୍ସ ରାକେଟ; ୪ ଯୁବତୀ ଉଦ୍ଧାର, ଦଲାଲ ଗିରଫ

କନସଲଟାନ୍ସି ନାମରେ ଭୁବନେଶ୍ବର ସତ୍ୟବିହାର ଅଞ୍ଚଳରେ ଚାଲିଥିଲା ସେକ୍ସ ରାକେଟ । ପୋଲିସ ଚଢାଉ କରି ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ଦଲାଲକୁ କରିଛି ଗିରଫ ।

3.NEET-PG କାଉନସେଲିଂରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

NEET-PG କାଉନସେଲିଂରେ ରୋକ ଲଗାଇବା ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ ।

4.ବାଣ ବିକ୍ରି ମାମଲା, ହାଇକୋର୍ଟରେ ଆବେଦନ ଖାରଜ

ଦୀପାବଳିରେ ବାଣଫୁଟା ମାମଲା । ଅଲ ଓଡିଶା ଫାୟାର ୱାର୍କସ ଡିଲର୍ସ ଆସୋସିଏସନର ଆବେଦନକୁ ଅଗ୍ରାହ୍ୟ କଲେ ହାଇକୋର୍ଟ ।

5.67th National Film Awards: ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲକେ, କଙ୍ଗନାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ

ସାଉଥ ସୁପରଷ୍ଟାର ଥଲାଇଭା ତଥା ରଜନୀକାନ୍ତଙ୍କୁ ସମ୍ମାନଜନକ 51ତମ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି ।

6.ଭାରତ-ପାକିସ୍ତାନ ମ୍ଯାଚ ପରେ ୨ ଛାତ୍ରଗୋଷ୍ଠୀ ମୁହାଁମୁହିଁ, ଭିଡିଓ ଭାଇରାଲ

ଟି-ଟ୍ବେଣ୍ଟି ବିଶ୍ବକପରେ ରବିବାର ଅନୁଷ୍ଠିତ ମ୍ୟାଚରେ ଭାରତ ପାକିସ୍ତାନ ଠୁ ପରାସ୍ତ ହେବା ପରେ ୨ ଛାତ୍ରଗୋଷ୍ଠୀ ମୁହାଁମୁହିଁ ।

୭.‘୧୦ ପ୍ରତିଶତ ଅଧିକ ସଂକ୍ରମିତ କରିବ ଡେଲ୍ଟା ପ୍ଲସର ନୂଆ ଭାରିଆଣ୍ଟ’

ଇନ୍ଦୋର ଓ ମହାରାଷ୍ଟ୍ରରେ ଡେଲ୍ଟା ପ୍ଲସର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ତେଣୁ ଏହା 10 ପ୍ରତିଶତ ଅଧିକ ସଂକ୍ରମିତ କରିବ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

୮.ତେଲ ଦରରେ ଶତବାର୍ଷିକୀ ପାଳନ କରୁ କେନ୍ଦ୍ର: ଚିଦାମ୍ବରମ

ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି ପେଟ୍ରୋଲ ଡିଜେଲ ଦର । ଏ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ।

୯.ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, 8 ଗୁରୁତର

ବୌଦ୍ଧ ଜିଲ୍ଲା ବଢିଗାଁ ପଞ୍ଚାୟତ ଯୋଗୀଭୋଗରା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ହୋଇଛି । ଫଳରେ ୮ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି ।

୧୦.ହିମାଚଳରେ ପ୍ରବଳ ବର୍ଷାକୁ ତୁଷାରପାତ: 67ଟି ରାସ୍ତା ବ୍ଲକ, 1161 କୋଟିର କ୍ଷତି

ହିମାଚଳ ପ୍ରଦେଶରେ ଲଗାଣ ବର୍ଷା ସହ ଜାରି ରହିଛି ତୁଷାରପାତ। ବରଫ ଚାଦରରେ ଘୋଡେଇ ହୋଇ ରହିଛି ସାରା ଅଞ୍ଚଳ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.