ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 3PM ତାଜା ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 21, 2021, 3:05 PM IST

1.ମନୀଷ ହତ୍ୟାକାଣ୍ଡ: କୋର୍ଟରେ ହାଜର ହେଲେ ୩ ଅଭିଯୁକ୍ତ

ମନୀଷ ମୃତ୍ୟୁ ଘଟଣା । ୪ ଦିନିଆ ରିମାଣ୍ଡର ଆଜି ଶେଷ ଦିନ ଥିବାବେଳେ ଘଟଣାର ୩ ଅଭିଯୁକ୍ତ ଜେଏମଏଫସି କୋର୍ଟରେ ହୋଇଛନ୍ତି ହାଜର ।

2.ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ସର୍ତ୍ତମୂଳକ ଜାମିନ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵଙ୍କୁ ମିଳିଲା ଜାମିନ । ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ ।

3.ଶିଶୁଙ୍କ ଟୀକାକରଣ: ଆସନ୍ତାକାଲିଠୁ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରଶିକ୍ଷଣ ଆରମ୍ଭ

ରାଜ୍ୟରେ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଶିଶୁଙ୍କ ଟୀକାକରଣ । ଆସନ୍ତାକାଲି(ଶୁକ୍ରବାର)ଠୁ ସ୍ବାସ୍ଥ୍ୟକର୍ମୀଙ୍କୁ ଏଥିଲାଗି ଭର୍ଚ୍ଚୁଆଲ ମୋଡ଼ରେ ପ୍ରଶିକ୍ଷଣ ଦିଆଯିବ ବୋଲି ଜଣାପଡ଼ିଛି ।

4.'ନୂଆ ଭାରିଆଣ୍ଟକୁ ନେଇ ଆତଙ୍କିତ ହେବାର ଆବଶ୍ୟକ ନାହିଁ'

ମହାରାଷ୍ଟ୍ରରେ କୋରୋନାର ଏକ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ତେବେ ଏହି ଭାରିଆଣ୍ଟକୁ ନେଇ ଆତଙ୍କିତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

5.ଶାହରୁଖ ଓ ଅନନ୍ୟା ପାଣ୍ଡେଙ୍କ ଘରେ NCB

ବଲିଉଡ ବାଦଶାହା ଶାହାରୁଖ ଖାନ ଓ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ରେଡ୍‌ ମାରିଛି NCB ।

6.ଲଢୁଆ ବିମାନ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ, ପାଇଲଟ ସୁରକ୍ଷିତ

ଲଢୁଆ ବିମାନ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ। ଗ୍ବାଲିୟର ଏୟାରବେସରୁ ଉଡାଣ ଭରିଥିବା ବିମାନ ମିରାଜ । ଭରୋଲିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟ ଅଭିଳାଶ ସୁରକ୍ଷିତ ।

7.ଗ୍ୟାଙ୍ଗଷ୍ଟାର ହାଇଦରକୁ ହତ୍ୟା କରିଛି ପୋଲିସ, ଅଭିଯୋଗ ଆଣିଲେ ସ୍ତ୍ରୀ ହସିନା ବିବି

ଗ୍ୟାଙ୍ଗଷ୍ଟାର ହାଇଦରକୁ ପୋଲିସ ହତ୍ୟା କରିଥିବା ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନାରେ ଅଭିଯୋଗ କଲେ ସ୍ତ୍ରୀ ହସିନା ବିବି ।

8.ମମିତା ମର୍ଡର ମିଷ୍ଟ୍ରି, ସମ୍ପୃକ୍ତି ଖବର ଖଣ୍ଡନ କଲେ ସଂସ୍କୃତି ମନ୍ତ୍ରୀ

ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁ ଘଟଣା । ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗକୁ ଖଣ୍ଡନ କରିଛନ୍ତି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ।

9.ମମିତା ମର୍ଡର ମିଷ୍ଟ୍ରି: ରାଜଧାନୀ ରାଜରାସ୍ତାରେ ବିଭିନ୍ନ ଦଳର ବିକ୍ଷୋଭ ପ୍ରଦର୍ଶନ

ରାଜଧାନୀ ରାଜରାସ୍ତାରେ AISF ସଂଗଠନ ସମେତ ABVP ଓ CPIM ଦଳ ବିକ୍ଷୋଭ ପ୍ରଦର୍ଶନ କରି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି ।

10.କଙ୍ଗାରୁକୋର୍ଟରେ ବାପ-ପୁଅଙ୍କୁ ମାଡ ଘଟଣା; ୫ ଗିରଫ, ତେଜୁଛି ଉତ୍ତେଜନା

କେନ୍ଦ୍ରାପଡ଼ା ବଡପଡା-ସାହୁପଡା ପେଟ୍ରୋଲ ପମ୍ପରୁ ଟଙ୍କା ଚୋରି ହେବା ଘଟଣାରେ ବାପା ପୁଅଙ୍କୁ କଙ୍ଗାରୁକୋର୍ଟ କରାଇଥିଲେ ପେଟ୍ରୋଲ ପମ୍ପ ମାଲିକ । ଭିଡିଓ ଭାଇରାଲ ପରେ ୫ ଅଭିଯୁକ୍ତ ଗିରଫ କଲା ପୋଲିସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.