ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 16, 2021, 3:04 PM IST

1. ସ୍କୁଲ ଯିବେ ଛାତ୍ରଛାତ୍ରୀ, ମିଳିତ ଭାବେ କାମ କରିବ ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗ

ସ୍କୁଲ ଖୋଲିବା ନେଇ ଡିଇଓ ମାନଙ୍କ ସହ ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ।

2. ରାଜ୍ୟରେ ବଢ଼ିଲା ବସ ଭଡା

ରାଜ୍ୟରେ ବଢ଼ିଲା ବସ ଭଡା । ସାଧାରଣ ବସ ଭଡା କିଲୋମିଟର ପିଛା 89 ପଇସା ରୁ 92 ପଇସାକୁ ବୃଦ୍ଧି ।

3. ରାଜଧାନୀରେ ସୀମା ଟପୁଛି ସଙ୍ଘବଦ୍ଧ ଆକ୍ରମଣ, ଜୀବନ ହାରିଲେ ସ୍ବିଗିବଏଙ୍କ ଭାଇ ସୌମ୍ୟରଞ୍ଜନ

ରାଜଧାନୀ ଭୁବନେଶ୍ବରେ ସଘଂବଦ୍ଧର ଶିକାର ହୋଇଥିଲେ ସ୍ବିଗିବୟଙ୍କ ଭାଇ ସୌମ୍ୟରଞ୍ଜନ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ।

4. ହଟିଲା ସସପେନ୍ସ: ସାଙ୍ଗ ସାଜିଥିଲେ ସୈତାନ, ଟଙ୍କା ପାଇଁ ମନୀଷଙ୍କୁ କରିଥିଲେ ହତ୍ୟା

ମନାକୁ ଆସିଲା ମନୀଷଙ୍କ ମୃତ୍ୟୁର ପ୍ରକୃତ କାରଣ । ମନୀଷଙ୍କ ପାଇଁ ସାଙ୍ଗ ସାଜିଥିଲେ ସୈତାନ । ହତ୍ୟା ପରେ ପୋଖରୀରେ ଫିଙ୍ଗିଥିଲେ ମୃତଦେହ ।

5. ନଭେମ୍ବର ୨ରୁ ଭୁବନେଶ୍ବରରୁ ଜୟପୁରକୁ ଉଡିବ ବିମାନ

ନଭେମ୍ବର ୨ ତାରିଖରୁ ଭୁବନେଶ୍ବରରୁ ରାଜସ୍ଥାନର ଜୟପୁରକୁ ଆରମ୍ଭ ହେବ ବିମାନ ସେବା । ସୂଚନା ଦେଲେ କେନ୍ଦ୍ର ବେସାମରିକ ଓ ବିମାନ ଚଳାଚଳ ମନ୍ତ୍ରୀ ।

6. ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ, ଆଲୋକିତ ହେବ ବାଲେଶ୍ବରର ମୁଖ୍ୟ ମାର୍ଗ

ଜନ୍ମଦିନରେ ପ୍ରତିଶ୍ରୁତି ପାଳନ କଲେ ମୁଖ୍ୟମନ୍ତ୍ରୀ । ବାଲେଶ୍ବରରେ ଉଦଘାଟନ ହେଲା ଷ୍ଟ୍ରିଟ ଲାଇଟ୍ ବ୍ୟବସ୍ଥା ।

7. ମଣିପୁର ଚୁରାଚାନ୍ଦପୁରରେ ଭୂକମ୍ପ

ମଣିପୁରର ଚୁରାଚାନ୍ଦପୁରରେ ୩.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି ।

8. ରେଟରେ ଲାଗୁନି ବ୍ରେକ୍, ପୁଣି ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

ମହଙ୍ଗା ମାଡରୁ ମିଳୁନି ନିସ୍ତାର । ଦେଶରେ ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର ।

9. ନିଶ୍ବାସ ଗଲା ପରେ ଆସିଲା ସିଦ୍ଧାର୍ଥଙ୍କ ‘ଅଧୁରା’ ପୋଷ୍ଟର

ଶେଷଥର ପାଇଁ ପରଦାରେ ନଜର ଆସିବେ ସିଦ୍ଧାର୍ଥ ଶୁକ୍ଳା ଏବଂ ସେହନାଜ ଗିଲ । ସିଡଙ୍କ ଶେଷ ଆଲବମ ପୋଷ୍ଟର ରିଲିଜ ।

10. ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହେବେ ରାହୁଲ ଦ୍ରାବିଡ !

ପରବର୍ତ୍ତୀ ଭାରତୀୟ ପୁରୁଷ କ୍ରିକେଟ ଟିମର ମୁଖ୍ୟ କୋଚ୍ ହୋଇପାରନ୍ତି ରାହୁଲ ଦ୍ରାବିଡ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.