ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 3PM ଖବର ଅପଡେଟ

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 22, 2021, 3:05 PM IST

Updated : Sep 22, 2021, 3:28 PM IST

1.ବିକାଶ ପଥରେ ବଲାଙ୍ଗୀର, ୮୧୦ କୋଟିର ଭିତ୍ତିପ୍ରସ୍ତର ସ୍ଥାପନ

ଟିଟିଲାଗଡରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଠାରେ BSKY କାର୍ଡ ବଣ୍ଟନ ସହ ବିଭିନ୍ନ କାର୍ଯ୍ୟର ଉଦଘାଟନ କରିବା ପରେ ପାଟନାଗଡ ଯାତ୍ରା କରିଛନ୍ତି ।

2.ରାଜଧାନୀର ଜଳବନ୍ଦୀ ସମସ୍ଯା, କମିଶନର କହିଲେ ରେକର୍ଡ ବର୍ଷା ପାଇଁ ଉପୁଜିଛି ଏମିତି ସ୍ଥିତି

ରାଜଧାନୀର ଡ୍ରେନେଜ ଓ ଜଳବନ୍ଦୀ ସମସ୍ଯାକୁ ନେଇ ବିଏମସି କମିସନର ସଞ୍ଜୟ ସିଂଙ୍କ ସୂଚନା। 63 ବର୍ଷ ପରେ ରେକର୍ଡ ଜନିତ ବର୍ଷା ଯୋଗୁଁ ଭୁବନେଶ୍ୱରରେ ଏମିତି ସ୍ଥିତି ଉପୁଜିଛି ।

3.ITR ଗୁପ୍ତତଥ୍ୟ ଲିକ୍ ଘଟଣା, ପାଇଲଟ ବିହୀନ ଏୟାରକ୍ରାଫ୍ଟ ଡାଟା ଚୋରି ସନ୍ଦେହ

ସାମ୍ନାକୁ ଆସିଲା ଚାନ୍ଦିପୁର ଡିଆରଡିଓ ତଥ୍ୟ ଚୋରି ଘଟଣାର ଆଉ ଏକ ଖୁଲାସା। ପାଇଲଟ ବିହୀନ ଏୟାରକ୍ରାଫ୍ଟ ଟେଷ୍ଟ ସମ୍ପର୍କିତ ତଥ୍ୟ ଲିକ ହୋଇଥିବା ସନ୍ଦେହରେ ତନାଘନା।

4.ଆଜି ରାଜ୍ୟରୁ ଆଖି ବୁଜିଲେ ଆଉ 4 କୋରୋନା ଆକ୍ରାନ୍ତ

ଆଜି(ବୁଧବାର) ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଏହାକୁ ମିଶାଇ ରାଜ୍ୟରେ କୋଭିଡଜନିତ ମୃତ୍ୟୁସଂଖ୍ୟା 8150ରେ ପହଞ୍ଚିଛି ।

5.ବିଶ୍ବ ଗଣ୍ଡା ଦିବସ: ଆସାମରେ ପୋଡାଗଲା ୨,୪୭୯ ଗଣ୍ଡା ଶିଙ୍ଘ

ଆଜି ବିଶ୍ବ ଗଣ୍ଡା ଦିବସ । ଗଣ୍ଡାଙ୍କ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଦିବସ ପାଳନର ଉଦ୍ଦେଶ୍ୟ ।

7.ମାଡିଗଲା ହାଇୱା, ମରିଗଲେ ୧୦୦ ଛେଳି

ଛେଳିପଲକୁ ଦଳିଲା ହାଇୱା । ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ହାଇୱା ଚକା ତଳେ ଚାଲିଗଲା ୧୦୦ ଛେଳି ଜୀବନ ।

8.ଝାରସୁଗୁଡା ଜିଲ୍ଲାରେ ସ୍ବାସ୍ଥ୍ୟସେବାକୁ ନେଇ ପୁଣି ପ୍ରଶ୍ନ, ଅବହେଳାରୁ ଯାଉଛି ଅନେକ ଜୀବନ

ରାଜ୍ୟରେ ମେଡିକାଲଗୁଡ଼ିକରେ ଚିକିତ୍ସାରେ ଅବହେଳା ନେଇ ବାରମ୍ବାର ଆସୁଛି ଅଭିଯୋଗ । ଆଉ ଏହି ଅବହେଳା କାରଣରୁ ରୋଗୀଙ୍କ ମୃତ୍ୟୁ ହେଉଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି ।

9.ଦାମୀ କାରରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

କନ୍ଧମାଳରୁ କଟକ ସ୍ଥାନାନ୍ତର ହେଉଥିବା ସମୟରେ ପଳାଶୁଣି ନିକଟରେ ଗଞ୍ଜେଇ ଜବତ କଲା ସ୍ପେଶାଲ ସ୍କ୍ବାର୍ଡ, ଜଣେ ଅଭିଯୁକ୍ତ ଗିରଫ ।

10ଏଥର ବି ଫିକାଫିକା ସୁବର୍ଣ୍ଣପୁରର ପ୍ରସିଦ୍ଧ ‘ହରଗୌରୀ ଯାତ୍ରା’

ସୁବର୍ଣ୍ଣପୁର ସହରରେ ଚଳିତ ବର୍ଷ ନିରାଡମ୍ବର ଭାବେ ପାଳିତ ହେବ ହରଗୌରୀ ଯାତ୍ରା ।

Last Updated : Sep 22, 2021, 3:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.