ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 16, 2021, 3:04 PM IST

୧.ବର୍ଷିଲା କଂଗ୍ରେସ, କହିଲା ‘ଜିତିବା ପାଇଁ ନହେଉ ଯୋଜନା’

ମହାମାରୀରେ ଅଭିଭାବକଙ୍କୁ ହରାଇଥିବା ଶିଶୁଙ୍କ ଥଇଥାନ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ଆଶୀର୍ବାଦ ଯୋଜନା ବନ୍ଦ ନେଇ ବର୍ଷିଲା ରାଜ୍ୟ କଂଗ୍ରେସ ।

୨.ଆତ୍ମହତ୍ୟା କଲା ତେଲେଙ୍ଗାନା ଦୁଷ୍କର୍ମକାରୀ, ମୁଣ୍ଡରେ ଲାଗିଥିଲା 10 ଲକ୍ଷର ପୁରସ୍କାର ରାଶି

ହାଇଦ୍ରାବାଦରେ ୬ବର୍ଷିୟା ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ସୂଚନା ଦେଇଛନ୍ତି ତେଲେଙ୍ଗାନା DGP।

୩.ପବନରେ ଦୋଳୀୟମାନ କାଶତଣ୍ଡୀ; ସୌନ୍ଦର୍ଯ୍ୟରେ ଅବିଭୂତ ପଥିକ, କବିପ୍ରାଣରେ ଭରିଛି ନୂଆ ରୋମାଞ୍ଚ

ଶାନ୍ତିର ପ୍ରତୀକ ଧବଳ ବର୍ଣ୍ଣର କାଶତଣ୍ଡୀ ଫୁଲ । ଶରତ ଋତୁରେ ପ୍ରକୃତିର ଏକ ବିଚିତ୍ର ସୃଷ୍ଟି ।

୪.ମାଲକାନଗିରି ପୋଲିସକୁ ସଫଳତା; ମାଓସାମଗ୍ରୀ ଜବତ, ଦୁଇ ମାଓବାଦୀ ଗିରଫ

କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନର୍ଗତ ବୋଡଦ ଏବଂ କୁମୀଖାରି ପାହାଡରେ ମାଲକାନଗିରି ଓ କୋରାପୁଟ ପୋଲିସ,ଏସଓଜି, ଡିଭିଏଫର ମିଳିତ ଚଢ଼ାଉ ସଫଳ ହୋଇଛି ।

୫. ପ୍ରେମିକାଙ୍କ ସହ ଓଡିଶା ଫେରିଲେ ସ୍ବିଗିବଏ, ପତ୍ନୀ କହିଲେ ‘ସେ ଝିଅ କିଏ ମୁଁ ଚିହ୍ନିନି’

ଓଡିଶା ଫେରିଲା ଅପହରଣର ନାଟକ ରଚିଥିବା ସ୍ବିଗି ବଏ । ଭିନ୍ନ ବୟାନ ଦେଲେ ପତ୍ନୀ ।

୬.ଦିନକରେ ୧୪୨୮ ଡଲଫିନଙ୍କୁ ହତ୍ୟା, କାରଣ ଅସ୍ପଷ୍

ଡେନମାର୍କର ଫେରୋ ଦ୍ବିପପୁଞ୍ଜରେ ଗୋଟିଏ ଦିନରେ ୧୪୨୮ ଅଧିକ ଧଳା ଡଲଫିନ୍ଙ୍କୁ ହତ୍ୟା କରାଯାଇଛି ।

୭.ମୂର୍ତ୍ତି ଉଚ୍ଚତା ମାମଲା, ଆସନ୍ତାକାଲି ପ୍ରକାଶ ପାଇବ ରାୟ

ବାଲୁ ବଜାର ପୂଜା ମଣ୍ଡପର ମୂର୍ତ୍ତି ଉଚ୍ଚତା ମାମଲା । ମାମଲାର ଶୁଣାଣି ଶେଷ କଲେ ହାଇକୋର୍ଟ। ଆସନ୍ତାକାଲି ପ୍ରକାଶ ପାଇବ ରାୟ।

୮.ଚାନ୍ଦିପୁର ITRରୁ ଗୁପ୍ତତଥ୍ୟ ପ୍ରଦାନ ପ୍ରସଙ୍ଗ; ତଦନ୍ତ ପାଇଁ ବାଲେଶ୍ବରରେ SIT ଟିମ

ଦେଶର ସୁରକ୍ଷା ସହ ଜଡିତ ଏହି ସମ୍ବେଦନଶୀଳ ପ୍ରସଙ୍ଗର ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଯାଇଛି ।

୯.ମୂର୍ତ୍ତି ଉଚ୍ଚତାକୁ ନେଇ ଭତ୍ତୃହରିଙ୍କ ପ୍ରତିକ୍ରିୟା, କହିଲେ ‘ସକାରାତ୍ମକ ନିଷ୍ପତି ଆଶା କରୁଛି’

କଟକରେ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପୂର୍ବରୁ କଟକ ସାଂସଦ ଭର୍ତ୍ତୃହରି ମହତାବ ପ୍ରତିକ୍ରିୟା ।

୧୦.ଶାନ୍ତି ଆଲୋଚନାରୁ ଶିଖୁନାହିଁ ଚୀନ, LAC ରେ ଜାରି ରଖିଛି ନିର୍ମାଣକାର୍ଯ୍ୟ

ଗୋଟିଏ ପଟେ ଶାନ୍ତି ଆଲୋଚନା ଜାରି ରଖ । ଅନ୍ୟପଟେ ନିଜ ଉଦ୍ଦେଶ୍ୟକୁ ଜୋରଦାର କର । ଏହି ନୀତିରେ ଚାଲିଛି ଡ୍ରାଗନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.