ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 16, 2021, 3:03 PM IST

1.ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

ରବିବାର ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।

2.'ରାଜ୍ୟ ସରକାର ଟିଏମସି ଓ କମିଟି ଗଠନ କରନ୍ତୁ'

ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ସରକାର ଅସ୍ଥାୟୀ ମେଡିକାଲ ସେଣ୍ଟର(ଟିଏମସି) ଓ କମିଟି ଗଠନ କରନ୍ତୁ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ।

3.18 ଦିନ ତଳେ ପିନ୍ଧିଥିଲେ ସିନ୍ଦୁର, ହସ୍ପିଟାଲ ନମିଳିବାରୁ ଜଳିଲା ଜୁଇ

ମହାମାରୀ ସହ ଯୁଦ୍ଧ କରି ଦୀର୍ଘ 8 ଘଣ୍ଟା ଆମ୍ବୁଲାନ୍ସରେ ବୁଲିଲେ ବି ନବବିବାହିତାଙ୍କୁ ମିଳିଲାନି ବେଡ୍ । ରାଜଧାନୀର 9 ହସ୍ପିଟାଲ ବୁଲିବୁଲି ଶେଷରେ ହାରିଗଲେ ନବବଧୂ ।

4.ରାଜ୍ୟରେ ଦିନକରେ 19 କୋରୋନା ଆକ୍ରାନ୍ତ ମୃତ

ଦିନକରେ ରାଜ୍ୟରୁ 19 କୋରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ । ମୋଟ ମୃତ୍ୟୁସଂଖ୍ୟା 2 ହଜାର ପାର ।

5.ଭୂମିକମ୍ପରେ ଥରିଲା ଜାପାନ

ଜାପାନର ହକ୍କାଇଡୋ ପ୍ରିଫେକ୍ଚରରେ ଭୂମିକମ୍ପ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 6.1 ରେକର୍ଡ ।

6.ତାଉ'ତେ ମୁକାବିଲା: ଗୁଜୁରାଟରେ ନିୟୋଜିତ 24ଟି ଏନଡିଆରଏଫ ଟିମ୍

ବାତ୍ୟା ତାଉ'ତେର ମୁକାବିଲା ପାଇଁ ଗୁଜୁରାଟରେ 24ଟି ଏନଡିଆରଏଫ ଟିମ୍ ନିୟୋଜିତ କରାଯାଇଛି ।

7.ହିମାଚଳବାସୀଙ୍କୁ ସେବା ଯୋଗାଇବ 'ସେବା ହିଁ ସଙ୍ଗଠନ', ଶୁଭାରମ୍ଭ କଲେ ଜେପି ନଡ୍ଡା

ହିମାଚଳ ପ୍ରଦେଶକୁ 17 ଟି ମୋବାଇଲ୍ ମେଡିକାଲ୍ ୟୁନିଟ୍ ଏବଂ ଚିକିତ୍ସା ସହାୟତା ପ୍ରଦାନ । 'ସେବା ହିଁ ସଙ୍ଗଠନ' କାର୍ଯ୍ୟକ୍ରମ କରିବ ସାହାଯ୍ୟ ।

8.121 ବର୍ଷ ପୂର୍ବେ କେରଳରେ ଲାଗିଥିଲା ଲକଡାଉନ

ଦେଶରେ ନୂଆ ନୁହେଁ ଲକଡାଉନ । 121 ବର୍ଷ ପୂର୍ବେ ବିବୋନିକ ନାମକ ମହାମାରୀକୁ ପ୍ରତିହତ କରିବା ପାଇଁ କେରଳରେ ଲାଗିଥିଲା ଲକଡାଉନ ।
9.ଗାଜାରେ ମିଡିଆ ହାଉସକୁ ବୋମାମାଡ ଘଟଣାରେ ଦୁଃଖିତ ଜାତିସଂଘ ମୁଖ୍ୟ

ଗାଜାରେ ମିଡିଆ ହାଉସକୁ ବୋମାମାଡ ଘଟଣାରେ ଜାତିସଂଘ ମୁଖ୍ୟ ଗଭୀର ଭାବେ ବିଚଳିତ ଥିବା କହିଛନ୍ତି ।

10.କୋରୋନାରେ ଆଖି ବୁଜିଲେ BCCI ରେଫରି ରାଜେନ୍ଦ୍ରସ୍ନିହ ଜାଡେଜା

କୋରୋନାରେ ଆଖି ବୁ଼ଜିଲେ ପୂର୍ବତନ ସ୍ବରାଷ୍ଟ୍ର କ୍ରିକେଟର ତଥା ବିସିସିଆଇ ରେଫରି ରାଜେନ୍ଦ୍ରସ୍ନିହ ଜାଡେଜାଙ୍କ । ମୃତ୍ୟୁ ବେଳକୁ ତାଙ୍କୁ 66 ବର୍ଷ ବୟସ ହୋଇଥିଲା ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.