ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Apr 24, 2021, 3:06 PM IST

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ଲିଙ୍ଗରାଜଙ୍କ ବାହୁଡା ଯାତ୍ରା ପହଣ୍ଡି ଆରମ୍ଭ

ମାଉସୀମା ମନ୍ଦିରରୁ ବାହୁଡ଼ିଲେ ମହାଦେବ ଲିଙ୍ଗରାଜ। ସେବାୟତଙ୍କ ମେଳରେ ଆରମ୍ଭ ହୋଇଛି ମହାଦେବ ଲିଙ୍ଗରାଜଙ୍କ ପହଣ୍ଡି ବିଜେ। ରଥକୁ ପହଣ୍ଡିରେ ବିଜେ କରିବେ ପ୍ରଭୁ ଲିଙ୍ଗରାଜ, ମହାଦେବୀ ଓ ଦୋଳ ଗୋବିନ୍ଦ।

2. କୋଭିଡ଼ ମେଡ଼ିସିନ ଯୋଗାଣକୁ ନେଇ କ୍ରାଇମବ୍ରାଞ୍ଚ ଏଡି଼ଜିଙ୍କ କଡା ଚେତାବନୀ

କୋଭିଡ ମେଡିସିନ ଯୋଗାଣକୁ ନେଇ କଡା ଚେତାବନୀ ଦେଲେ କ୍ରାଇମବ୍ରାଞ୍ଚ ଏଡି଼ଜି ଜଶୱନ୍ତ ଜେଠୱା ।

3.ଉତ୍ତରାଖଣ୍ଡ ହିମସ୍ଖଳନରେ 8 ମୃତ, 384 ଉଦ୍ଧାର

ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ପୁଣି ହିମସ୍ଖଳନ ହୋଇ 8 ଜଣଙ୍କର ମୃତ୍ୟୁ ଘଟିଛି ।

4.ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଏନ.ଭି ରମଣା

ଦେଶର ସର୍ବୋଚ୍ଚ କୋର୍ଟର ମୁଖ୍ୟ ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ଏନଭି ରମଣା ।

5.ସବୁ ରାଜ୍ୟରେ ମାଗଣାରେ ମିଳିବ କୋଭିଡ ଟିକା

ମେ’ 1 ତାରିଖରୁ ଦେଶବ୍ୟାପୀ 18 ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ କୋରୋନା ଟିକା ଦିଆଯିବ ।

6. ଅପହୃତ ଯବାନଙ୍କୁ ପ୍ରଜାକୋର୍ଟରେ ହତ୍ୟା କଲେ ମାଓବାଦୀ

ବିଜାପୁରରୁ ଯବାନଙ୍କୁ ଉଠାଇ ନେବା ପରେ ହତ୍ୟା କରିଛନ୍ତି ମାଓବାଦୀ । ମାଓ ସଙ୍ଗଠନକୁ ଦମନ କରିବାରେ ଯବାନଙ୍କ କାର୍ଯ୍ୟାକଳାପକୁ ନେଇ ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡ ଦେଇଛନ୍ତି ମାଓବାଦୀ ।

7.ମାଉଣ୍ଟ ଏଭରେଷ୍ଟରେ ପହଞ୍ଚିଲା କୋରୋନା, ପର୍ବତାରୋହୀ ସଂକ୍ରମିତ

ପୃଥିବୀର ସବୁଠାରୁ ଉଚ୍ଚ ପର୍ବତଶୃଙ୍ଗ ମାଉଣ୍ଟ ଏଭରେଷ୍ଟରେ ପହଞ୍ଚିଲା କୋରୋନା ।

8. ଜନ୍ମଦିନ ନ ପାଳି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କଲେ 7 ବର୍ଷର ଆୟୁଷ

କୋଭିଡ ସଂକ୍ରମଣ ସମସ୍ତଙ୍କୁ ବ୍ୟସ୍ତବିବ୍ରତ କରି ରଖିଛି । ନିଜ ଜନ୍ମଦିନ ନ ପାଳି 7 ବର୍ଷର ଆୟୁଷ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛି ଅର୍ଥ ।

9. 48 ବର୍ଷରେ କ୍ରିକେଟ ଜଗତର ମହାନାୟକ, କରିଛନ୍ତି ଅନେକ ବିଶ୍ବ କିର୍ତ୍ତୀମାନ

48 ବର୍ଷରେ ପାଦ ଥାପିଲେ କ୍ରିକେଟ କିମ୍ବଦନ୍ତୀ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ।

10. ବରୁଣ@34, ରେସଲରର ସ୍ବପ୍ନ ନେଇ ସାଜିଲେ ଅଭିନେତା

ଆଜି 34 ବର୍ଷରେ ପାଦ ଥାପିଲେ ବରୁଣ ଧୱନ । ସୋସିଆଲ ମିଡିଆରେ ଛୁଟିଲା ଫ୍ୟାନ୍ସଙ୍କ ଶୁଭେଚ୍ଛା ବାର୍ତ୍ତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.