ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEW

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Nov 19, 2020, 3:06 PM IST

1. ବନ୍ଧୁକ ମୁନରେ ଲୁଟିନେଲେ 12 କୋଟି ଟଙ୍କା, ପୋଲିସର ଛାନଭିନ୍‌

କଟକରେ ବଡ ଧରଣର ଡକାୟତି। ନୟାସଡକରେ ଥିବା ଏକ ଫାଇନାନ୍ସରୁ ପାଖାପାଖି 12 କୋଟି ଟଙ୍କାର ଜିନିଷ ଲୁଟି ନେଇଥିବା ସୂଚନା ।

2. ରାଜ୍ୟରେ ପୁଣି 17 ଜୀବନ ନେଲା କିଲର କୋରୋନା

ଆଜି ପୁଣି 17 ମୁଣ୍ଡ ନେଇଛି କୋରୋନା । ଏହାକୁ ମିଶାଇ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା 1592ରେ ପହଞ୍ଚିଛି ।

3. ୟୁନିୟନ ବ୍ୟାଙ୍କର କ୍ୟାସ ଭ୍ୟାନ ଡକାୟତି ଘଟଣାର ପର୍ଦ୍ଦାଫାସ, 9 ଗିରଫ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଲଇମୁରା ରାସ୍ତା କରଙ୍ଗାମାଳ ଜଙ୍ଗଲରେ ବନ୍ଧୁକ ମୁନରେ ୟୁନିୟନ ବ୍ୟାଙ୍କର କ୍ୟାସ ଭ୍ୟାନ ଡକାୟତି ଘଟଣା, ୨ ଜଣ ମାଷ୍ଟରମାଇଣ୍ଡ ସହ ୯ ଜଣ ଡକାୟତଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ ।

4. ସୁନାବେଡାରେ ସଞ୍ଜ ନଇଁଲେ ଡରାଉଛି ଭାଲୁ

କୋରାପୁଟ ଜିଲ୍ଲା ସୁନାବେଡାରେ ସଞ୍ଜ ହେବା କ୍ଷଣି ରାସ୍ତାକୁ ଆସୁଛନ୍ତି ଭାଲୁ ଦଳ । ଭୟଭୀତ ଅବସ୍ଥାରେ ରହୁଛନ୍ତି ଲୋକ ।

5.‘ବୈଜୟନ୍ତ ଠିକ୍ କହିଛନ୍ତି, ଓଡିଶାରେ ପାକିସ୍ତାନ ଭଳି ଶାସନ ଚାଲିଛି’

ଓଡିଶାର ଆଇନ ବ୍ୟବସ୍ଥାକୁ ପାକିସ୍ତାନ ସହ ତୁଳନା କରିବା ପ୍ରସଙ୍ଗରେ ବୈଜୟନ୍ତ ପଣ୍ଡାଙ୍କ ସହ ସ୍ବର ମିଳାଇଛନ୍ତି ବିଧାୟକ ଜୟ ନାରାୟଣ ମିଶ୍ର ।

6.ମନ୍ତବ୍ୟକୁ ନେଇ ଅଡୁଆରେ ଲେଖାଶ୍ରୀ, ପିପିଲିରେ କୁଶ ପୁତ୍ତଳିକା ଦାହ

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ମନ୍ତବ୍ୟକୁ ନେଇ ତେଜୁଛି ବିକ୍ଷୋଭ । ମହିଳା କଂଗ୍ରେସ ପକ୍ଷରୁ ପିପିଲିରେ ଲେଖାଶ୍ରୀଙ୍କ କୁଶ ପୁତ୍ତଳିକା ଦାହ ।

7.50 ଫୁଟ କୂଅକୁ ଖସିଲା ବଣୁଆ ହାତୀ, ଉଦ୍ଧାର କାର୍ଯ୍ୟ ଜାରି

ଭେଙ୍କଟାଚଲମର ଏକ କୂଅରେ ପଞ୍ଚପାଲ୍ଲୀ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଆସି ଗୋଟିଏ ବଣୁଆ ହାତୀ ଭୁଲ ବଶତଃ କୂଅ ଭିତରେ ଖସି ପଡିଥିଲା। ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

8.ଆଗାମୀ ବର୍ଷ ଇଂଲଣ୍ଡରେ ଟିମ ଇଣ୍ଡିଆ ଖେଳିବ 5ଟି ଟେଷ୍ଟ

ଭାରତ ଓ ଇଂଲଣ୍ଡ 2021 ଅଗଷ୍ଟ ମାସରେ 5ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବେ । ଏହାର ସୂଚନା ଦେଇଛି ଇସିବି ।

9.ସାରାଙ୍କ ସାୟରାନା ଅନ୍ଦାଜ, ଭାଇରାଲ ହେଲା ଫଟୋ

ସୋସିଆଲ ମିଡିଆରେ ଛାଇଲା ସାରାଙ୍କ ଯାଦୁ । ସେୟାର କଲେ ‘ସାରା କି ସାୟରୀ’ ପୋଷ୍ଟ ।

10.ଡା. ଆମ୍ବେଦକର ସମ୍ମାନରେ ସମ୍ମାନିତ ହେଲେ ରିଚା

ଭାରତୀୟ ସିନେମାରେ ଅବଦାନ ପାଇଁ ମହାରାଷ୍ଟ୍ର ରାଜ୍ୟପାଳଙ୍କ ଦ୍ବାରା ରିଚାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହାକୁ ପାଇଁ ଖୁସି ପ୍ରକାଶ କରିଛନ୍ତି ସେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.