ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - top 1

ନଜର ପକାନ୍ତୁ @1PM ସୁଦ୍ଧା ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 11, 2022, 1:01 PM IST

1.Maha crisis: ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏ କୌଣସି ନିର୍ଣ୍ଣୟ ନନେବାକୁ ବାଚସ୍ପତିଙ୍କୁ SCଙ୍କ ନିର୍ଦ୍ଦେଶ

ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏ କୌଣସି ନିର୍ଣ୍ଣୟ ନନେବା ପାଇଁ ମହାରାଷ୍ଟ୍ର ବାଚସ୍ପତିଙ୍କୁ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ।

2.ନୂଆ ସଂସଦ ଭବନରେ ବ୍ରୋଞ୍ଜ ଅଶୋକ ସ୍ତମ୍ଭ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ନୂଆ ସଂସଦ ଭବନର ଛାତରେ ସାଢେ 6 ମିଟର ଉଚ୍ଚତାର ବ୍ରୋଞ୍ଜ ଅଶୋକ ସ୍ତମ୍ଭ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ।

3.JEE Main Result: ଦିବ୍ୟାଂଶୁ ମାଲୁ ଓଡିଶା ଟପ୍ପର

ପ୍ରକାଶ ପାଇଲା ୨୦୨୨ JEE (Joint Entrance Examination) ମେନ ସେସନ୍-୧ ପରୀକ୍ଷା ଫଳ । ଓଡିଶାରୁ ଟପ୍ପର ହେଲେ ଦିବ୍ୟାଂଶୁ ମାଲୁ ।

4.ଆଜିଠୁ ରାଜଧାନୀର ସମସ୍ତ ସପିଂ ମଲରେ ମାସ୍କ ବାଧ୍ୟତାମୂଳକ

ଭୁବନେଶ୍ବରରେ କୋରୋନା ସଂକ୍ରମଣ ରୋକିବାକୁ କଡା ପଦକ୍ଷପ ନେଲା ବିଏମସି । ଆଜିଠାରୁ କୋଭିଡ ମାର୍ଗଦର୍ଶିକାର ଅନୁପାଳନ ପାଇଁ ବିଏମସିର ନିର୍ଦ୍ଦେଶ ।

5.ଅଦାଲତ ଅବମାନନା ପାଇଁ ବିଜୟ ମାଲ୍ୟାଙ୍କୁ 4 ମାସ ଜେଲ ଦଣ୍ଡ

ଅଦାଲତ ଅବମାନନା ମାମଲାରେ ବିଜୟ ମାଲ୍ୟାଙ୍କୁ 4 ମାସ ଜେଲ ଦଣ୍ଡ ସହ 2 ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ କୋର୍ଟ ।

6.ପ୍ରଧାନମନ୍ତ୍ରୀଙ୍କୁ ଧମକପୂର୍ଣ୍ଣ ମେସେଜ ଦେଇ ବନ୍ଧା ହେଲା ଯୁବକ

ପୋର୍ଟାଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧମକ ଦେଇ ବନ୍ଧା ହେଲେ ଯୁବକ ।

7.ଆଶିଷ ହତ୍ୟାକାଣ୍ଡ ଘଟଣା, ପୋଲିସ ପଞ୍ଝାରେ ତିନି ଅଭିଯୁକ୍ତ

ବାଲିପାଟଣା ଥାନା ଶିଶିଲୋ ଅଞ୍ଚଳର ଆଶିଷ କୁମାର ଓଝାଙ୍କୁ ହତ୍ୟା ଘଟଣା । ତୃତୀୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ ।

8.ଆସନ୍ତା 13ରେ ଇସ୍ତଫା ଦେବେ ଶ୍ରୀଲଙ୍କା ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ କଲେ ଅବଗତ

ଆନ୍ଦୋଳନ ଓ ଚାପ ମଧ୍ୟରେ ଇସ୍ତଫା ଦେବା ନେଇ ଘୋଷଣା କଲେ ଶ୍ରୀଲଙ୍କା ରାଷ୍ଟ୍ରପତି ।

9.କ୍ରୀଡା ଶିକ୍ଷୟତ୍ରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଉମରକୋଟ ମଙ୍ଗଳ ବିଭାଗ ବାଳିକା ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷୟତ୍ରୀ ତନୁଜା ବିଶ୍ବାସଙ୍କ ଆତ୍ମହତ୍ୟା ।

10.ଶାହାରୁଖଙ୍କ ପଡ଼ୋଶୀ ହେବେ ରଣବୀର, ମୁମ୍ବାଇରେ କିଣିଲେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ

ରଣବୀର ସିଂ ଏବଂ ଦୀପିକା ପାଦୁକୋନ୍ ଖୁବ୍‌ ଶୀଘ୍ର ଶାହାରୁଖ ଖାନ୍ ଏବଂ ସଲମାନ ଖାନଙ୍କ ପଡ଼ୋଶୀ ହେବାକୁ ଯାଉଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.